Browsing Tag

gurudijhatia

ସାମାଜିତ ଦୂରତ୍ୱକୁ ଫୁ, ଟିକା ନେବା ପାଇଁ ଲମ୍ବାଧାଡି

ଗୁରୁଡିଝାଟିଆ: କରୋନା ୨ୟ ଲହର ଯେତିକି ତୀବ୍ରତର ହେଉଥିବା ଲୋକଙ୍କ ଭିତରେ ସେତିକି ଏକ ଅଜଣା ଭୟ ସୃଷ୍ଟି ହେଉଛି। ନିଜକୁ ସୁରକ୍ଷିତ ରଖିବା ପାଇଁ ଟିକା ଏକମାତ୍ର ବିକଳ୍ପ ଭାବରେ ରହିଥିବାରୁ ଆଜି ଶହଶହ ଜନସାଧାରଣ ଟିକା…
Read More...

ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧ କରୋନା ପଜିଟିଭ ଚିହ୍ନଟ

ଗୁରୁଡିଝାଟିଆ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ୧୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୮୮ଜଣଙ୍କ କରୋନା ସ୍ୱାବ ପରୀକ୍ଷା କରାଯାଇଥିଲା। ସେଥିରୁ ୮୨ଜଣଙ୍କ ଆଣ୍ଟିଜେନ ଓ ୬ ଜଣଙ୍କ ଆରଟିପିସିଆର…
Read More...

ଟିକାଦାନ କେନ୍ଦ୍ରରେ ଅହେତୁକ ଭିଡ, ସ୍ଥିତି ଅନୁଧ୍ୟାନ କଲେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକ୍ଷକ

ଗୁରୁଡିଝାଟିଆ: କରୋନାର ୨ୟ ଲହର ଯେତେ ଅଧିକ କାୟା ବିସ୍ତାର କରୁଛି ଜନସାଧାରଣଙ୍କ ଭିତରେ ଟିକାକରଣକୁ ନେଇ ସେତିକି ଆତୁରତା ଦେଖାଦେଇଛି। ସହଜେ ତ କୋଭିସିଲ୍ଡ ଟିକା ଆବଶ୍ୟକ ମୁତାବକ ଉପଲବ୍ଧ ନାହିଁ। ଏବେ ସୀମିତ ସଂଖ୍ୟକ…
Read More...

ଯୋଗାଣ ମନ୍ତ୍ରୀଙ୍କ ଦ୍ୱାରା ବ୍ରହ୍ମପୁର ଗ୍ରାମରେ ନୂତନ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ

ଗୁରୁଡିଝାଟିଆ: ବ୍ରହ୍ମପୁର ଗ୍ରାମରେ ଆଜି ସ୍ଥାନୀୟ ବିଧାୟକ ତଥା ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନୂତନ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ତଳସାହି କୋଠଘରକୁ ଲୋକାର୍ପିତ କରିଛନ୍ତି।…
Read More...

ଗୁରୁଡିଝାଟିଆରେ କରୋନା ଟିକା ପ୍ରଦାନ

ଗୁରୁଡିଝାଟିଆ: ଗୁରୁଡିଝାଟିଆ ପ୍ରାଥମିକ ଚିକିତ୍ସାଳୟ ପରିସରରେ ବରିଷ୍ଠ ନାଗରିକ ତଥା ୪୫ବର୍ଷରୁ ଊର୍ଦ୍ଧ୍ବ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ନାଗରିକମାନଙ୍କୁ ଆଜି କରୋନା ଟିକା ପ୍ରଦାନ କରାଯାଇଛି।…
Read More...

ଦୁର୍ଘଟଣାରେ ଟ୍ରକ ଚାଳକ ଗୁରୁତର

ଗୁରୁଡିଝାଟିଆ: ୫୫ନଂ ଜାତୀୟ ରାଜପଥର ସୀତାରାମପୁର ହନୁମାନ ମନ୍ଦିର ନିକଟରେ ଟ୍ରକ ଦୁର୍ଘଟଣା ଯୋଗୁଁ ଚାଳକ ଗୁରୁତର ହୋଇଛି। ଗୁୁରୁତର ଚାଳକକୁ ଚିକିତ୍ସାପାଇଁ ବଡ ଡାକ୍ତରଖାନାକୁ ପଠାଯାଇଛି। ତାର ଗୋଡରେ ଗୁରୁତର ଆଘାତ…
Read More...

ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ସ୍ତ୍ରୀ ଓ ପ୍ରସୂତୀ ପ୍ରକୋଷ୍ଠର ଶିଳାନ୍ୟାସ

ଗୁରୁଡିଝାଟିଆ: ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ନୂତନ ସ୍ତ୍ରୀ ଓ ପ୍ରସୂତୀ ପ୍ରକୋଷ୍ଠ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଦିନକୁ ଦିନ ରୋଗୀ ସଂଖ୍ୟା ଅହେତୁକ ଭାବରେ…
Read More...

ଗୁରୁଡିଝାଟିଆ ପୁଲିସର ନିଷ୍କ୍ରିୟତା, ଏସିଡ ମାଡରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ଗୁରୁଡିଝାଟିଆ: ଅତ୍ୟନ୍ତ ଆକ୍ରୋଶ ଓ ପ୍ରତିଶୋଧ ପରାୟଣ ହୋଇ ଫେରାର ରହିଥିବା ଜନୈକ ଯୁବକ ଓ ତାର ଭାଇ ଓରନ୍ଦା ଗ୍ରାମ ପଞ୍ଚାୟତର ସୀତାରାମପୁର ଗ୍ରାମର ଦାଶରଥି ବେହେରାଙ୍କୁ ଏସିଡ୍‍ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ।…
Read More...

ଗୋଟିଏ ରାତିରେ ଗାଁର ୪ ସ୍ଥାନରେ ଅଗ୍ନିକାଣ୍ଡ

ଗୁରୁଡିଝାଟିଆ: ଖମାରନୂଆଗାଁରେ ବିଳମ୍ବିତ ରାତିରେ ୪ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି। ଏଭଳି ଅଗ୍ନିକାଣ୍ଡ ଗାଁରେ ଆଗରୁ କେବେ ହୋଇନଥିଲା। ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ…
Read More...

ନବମ ଶ୍ରେଣୀ ନାତିର ସ୍କୁଲ ଖୋଲିବା ପାଇଁ ଜେଜେଙ୍କ ମୁଖ୍ୟ ସଚିବଙ୍କୁ ଚିଠି

ଗୁରୁଡିଝାଟିଆ: ରାଜ୍ୟରେ କରୋନା ମହାମାରୀ ଶିକ୍ଷା ବ୍ୟବସ୍ଥାକୁ ଭାଙ୍ଗିରୁଚି ଦେଇଛି। ସରକାର ଅନଲାଇନ ଶିକ୍ଷା ବ୍ୟବସ୍ଥା କରିଥିଲେ ମଧ୍ୟ ତାହା ସେତେ ଫଳପ୍ରଦ ହୋଇପାରିନାହିଁ। କରୋନା ଏବେ ତଳମୁହାଁ ହୋଇଥିବାରୁ ରାଜ୍ୟ…
Read More...