Browsing Tag

baleswar

ବଜ୍ରାଘାତରେ ଜଳିଗଲେ ଯୁବକ

ଜଳେଶ୍ୱର: ବଜ୍ରାଘାତରେ ଚାଳ ଘର ସହ ଜଣେ ଯୁବକ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି। ଭୋଗରାଇ ବ୍ଲକ ଟୁକୁରିହାଜିରା ଗାଁରେ ବଜ୍ରାଘାତ ଯୋଗୁ ଏଭଳି ଅଘଟଣ ଘଟିଛି। ମୃତ ଯୁବକ ନିକଟ ଚିଙ୍ଗୁଡି ଘେରିରେ କାମ କରୁଥିଲେ।…
Read More...

ଶୋକାକୂଳ ପରିବେଶରେ ବିଡ଼ିଓଙ୍କ ଶେଷକୃତ୍ୟ: ସ୍ତ୍ରୀ ଆଣିଲେ ସାଂଘାତିକ ଅଭିଯୋଗ

ବାଲେଶ୍ୱର: ଶୋକାକୂଳ ପରିବେଶ ମଧ୍ୟରେ ଶେଷ ହୋଇଛି ସିମୁଳିଆ ବିଡ଼ିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ଶେଷକୃତ୍ୟ। ପରିବାର ଓ ପ୍ରିୟଜନଙ୍କ ଉପସ୍ଥିତିରେ ନିଜ ଗାଁ ମଶାଣିରେ ବିଡ଼ିଓଙ୍କ ସଂସ୍କାର ସମ୍ପନ୍ନ ହୋଇଛି। ହେଲେ ଶେଷକୃତ୍ୟ…
Read More...

ଆଜି ଏହି ରାଶିଙ୍କ ସାରାଦିନ ବ୍ୟାପୀ ସୁଖଦା ପତ୍ନୀଙ୍କ କର୍ମକ୍ଷେତ୍ରରେ ସହାୟତା ମିଳିବ

ମେଷ- ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ ହେବାର ସୂଚନା ମିଳୁଛି। ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ବୃଷ-…
Read More...

ଏଥିରେ କଟକ ସହରାଞ୍ଚଳ ପୁଲିସ ଜିଲା ସର୍ବାଗ୍ରେ -ରାଜ୍ୟରେ ଦିନକୁ ଦିନ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି

ଭୁବନେଶ୍ୱର, : ରାଜ୍ୟରେ ଦିନକୁ ଦିନ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଯୁବବର୍ଗଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଅଧିକ ଦେଖିବାକୁ ମିଳୁଥିଲାବେଳେ ବିଭିନ୍ନ କାରଣରୁ ଚାଷୀ, ଶ୍ରମିକ,…
Read More...

ଚଳନ୍ତା ବାଇକରୁ ଯୁବକକୁ ଝାମ୍ପିନେଲେ ଭାଲୁ

ନୀଳଗିରି: ବାଲେଶ୍ଵର ଜିଲ୍ଲା ଅଧୀନ ନୀଳଗିରି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଲୋକଙ୍କ ଘରକୁ କାମ ସନ୍ଧାନରେ ଯାଉଥିବା ଜଣେ ଯୁବକଙ୍କୁ ଚଳନ୍ତା ବାଇକରୁ ଦୁଇଟି ଭାଲୁ ଝାମ୍ପି ନେଇଛନ୍ତି।…
Read More...

ପିଲା ଚୋର ସନ୍ଦେହରେ ୨ ଅଜଣା ଲୋକଙ୍କୁ ନିସ୍ତୁକ ମାଡ

ବାଲେଶ୍ୱର : ପିଲା ଚୋର ସନ୍ଦେହରେ ୨ ଅଜଣା ଲୋକଙ୍କୁ ନିସ୍ତୁକ ମାଡ ହୋଇଥିବା ନେଇ ଶୁକ୍ରବାର ଖବର ମିଳିଛି। ଏଭଳି ଘଟଣା ବାଲେଶ୍ୱର ଜିଲା ଅନ୍ତର୍ଗତ ଭୋଗରାଇ ବ୍ଲକ ରସୁଲପୁର ଗାଁରେ ଘଟିଛି। ଗୋଟିଏ କାରରେ ୪ ଜଣ ଆସି ପିଲା…
Read More...

ଭୟାବହ ଅଗ୍ନିକାଣ୍ଡ ; ୩ ଗୁରୁତର, ସାତ ଏକର ଜମିର ଧାନ ଜଳି ନଷ୍ଟ, ୧୦ ବଖରା ପୋଡି ପାଉଁଶ

ବାଲେଶ୍ୱର : ବାଲେଶ୍ୱର ଜିଲାର ସୋର ଅଞ୍ଚଳରେ ୨ଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ ଘଟି ୩ ଜଣ ଗୁରୁତର ହୋଇଛନ୍ତି। ଏହାସହ ସାତ ଏକର ଜମିର ଧାନ ଜଳି ନଷ୍ଟ ହେବା ସହ ୧୦ ବଖରା ପୋଡି ପାଉଁଶ ହୋଇଥିବା ନେଇ ସୋମବାର ଖବର…
Read More...

ରାସ୍ତାରେ ଓଲଟିଲା ପଥର ବୋଝେଇ ଟିପର

ବାଲେଶ୍ୱର : ବାଲେଶ୍ୱର ଜିଲା ଖଇରା ରାଜ୍ୟ ରାଜପଥ କଣ୍ଟାପଡା ନିକଟରେ ଏକ ସଡକ ଦୁର୍ଘଟଣା ଘଟିଥିବା ଶନିବାର ଜଣାପଡ଼ିଛି। ଏକ ବଡ଼ ପଥର (ଚେଲି) ବୋଝେଇ ଟିପର ଓଲଟି ପଡ଼ିଛି। ଏହି ଘଟଣା ବିଳମ୍ବିତ ରାତିରେ ଘଟିଛି। ଦୁର୍ଘଟଣା…
Read More...

କିରୋସିନି ଢାଳି ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ

ସୋର : ବାଲେଶ୍ବର ଜିଲା ସୋର ଥାନା ନଟାପଡା ପଞ୍ଚାୟତ ରାଧାବଲ୍ଲଭପୁର ଗ୍ରାମର ଜଣେ ନାବାଳିକା ଦେହରେ କିରୋସିନ ଢାଳି ହୋଇ ଆତ୍ମହତ୍ୟା କରିଥିବା ବୁଧବାର ଅଭିଯୋଗ ହୋଇଛି। ସୂଚନା ଯୋଗ୍ୟ, ଉକ୍ତ ନାବାଳିକା ଜଣଙ୍କ ଘରେ…
Read More...

ଘାଟିରେ ଓଲଟିଲା ଅଟୋ ; ଜଣେ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ଶାରିଶୁଆ ପାହାଡ଼ ନିକଟ ଘାଟିରେ ବୁଧବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ଏକ ଅଟୋ ଭାରସାମ୍ୟ ହରାଇ ପାହାଡ଼ ତଳକୁ ଖସି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଛି।…
Read More...