www.samajalive.in
Saturday, December 6, 2025
15.1 C
Bhubaneswar

ସୁବର୍ଣ୍ଣରେଖାରେ ଭାସିଗଲେ ଦୁଇ ଭଉଣୀ

ବାଲେଶ୍ଵର: ରାଖୀ ପୂର୍ଣ୍ଣିମାରେ ଅଘଟଣ। ନଦୀରୁ ପାଣି ଉଠାଇବାବେଳେ ଭାସିଗଲେ ଦୁଇ ଭଉଣୀ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ଶିଖରପୁରରେ । ମିଳିଥିବର ସୂଚନା ଅନୁଯାୟୀ ଜଳାଭିଶେକ କରିବା ଲାଗି ଶିଖରପୁର ପଞ୍ଚାୟତ ଅନ୍ତର୍ଗତ  ଚକହରିପୁରର କିଛି କାଉଡିଆ ଆସିଥିଲେ। ଶିଖରପୁର ଘାଟରେ ସୁବର୍ଣ୍ଣରେଖା ନଦୀରୁ ପାଣି ଉଠାଇବାବେଳେ ଅସାବଧାନତା ଯୋଗୁଁ ଗୋଡ ଖସି ଯିବାରୁ ଦୁଇ ଭାସିଯାଇଥିଲେ। ନିଖୋଜ ଦୁଇ ଭଉଣୀ ନନ୍ଦିତା ଦାସ ଓ ନନ୍ଦିନୀ ଦାସ ବୋଲି ଜଣାପଡିଛି। ଖବର ପାଇ ଜଳେଶ୍ଵର ପୁଲିସ୍ ଏବଂ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories