Patra electronics

ସ୍ମାର୍ଟଫୋନ୍ ଅଧିକ ହ୍ୟାଙ୍ଗ୍ ହେଉଛି? କରନ୍ତୁ ଏହି ଉପାୟ

0

ପ୍ରତି ୧୫ଜଣରେ ୯ଜଣ ଲୋକ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବାର ଦେଖାଯାଉଛି। ନାମୀ କମ୍ପାନୀର ଫୋନ୍ ଧରିବା ସତ୍ତ୍ବେ ପ୍ରମୁଖ ଅସୁବିଧା ହେଲା, ତାହା ସମୟଅସମୟରେ ହ୍ୟାଙ୍ଗ୍ କରିଥାଏ। ଏଣୁ ଏଥିରୁ ବର୍ତ୍ତିବା ନିମନ୍ତେ ବିଶେଷଜ୍ଞ ଦଳ କେତେକ ସତର୍କତା ତଥ୍ୟ ପ୍ରକାଶ କରିଛନ୍ତି।

ପ୍ରତି ଦିନେ ଦୁଇଦିନରେ ଥରେ ସ୍ମାର୍ଟଫୋନ୍‌କୁ ରି-ଷ୍ଟାର୍ଟ କରିବା ଉଚିତ।

ଇଣ୍ଟରନେଟ୍ ବ୍ୟବହାର କରୁଥିବା ସମୟରେ ସଂଖ୍ୟାଧିକ ଆପ୍ଲିକେସନ୍ ଖୋଲିଲେ ମଧ୍ୟ ଫୋନ୍ ହ୍ୟାଙ୍ଗ୍ କରେ।

ସ୍ମାର୍ଟଫୋନ୍ ମେମୋରିକୁ ସମ୍ପୂଣ୍ଣ ଭର୍ତ୍ତି ନକରି ନିୟମିତ ଭାବେ ଗ୍ୟାଲେରୀରୁ ଫଟୋ ଓ ଭିଡିଓ ଡିଲିଟ୍ କରିବା ଦରକାର।

ଆନିମେଟେଡ୍ ୱାଲପେପର୍ ରଖିବା ଦ୍ବାରା ମଧ୍ୟ ସ୍ମାର୍ଟଫୋନ୍ ହ୍ୟାଙ୍ଗ୍ କରୁଥିବାର ଦେଖାଯାଏ।

Leave A Reply