www.samajalive.in
Monday, December 8, 2025
14.1 C
Bhubaneswar

ପାଳନ କରନ୍ତୁ ଏହି ନିୟମ ମିଳିବ ଶନିଙ୍କ ବିଶେଷ କୃପା 

ଶନିଦେବଙ୍କୁ କର୍ମ ଏବଂ ନ୍ୟାୟର ଦେବତା ବୋଲି କୁହାଯାଏ। ଆମର ଭଲ ଓ ଖରାପ  କର୍ମ ଫଳ ଶନିଙ୍କ କାରଣରୁ ହିଁ ମିଳିଥାଏ। ଆମର କର୍ମର ଫଳ ଉପରେ ଶନିଦେବଙ୍କ ନିୟନ୍ତ୍ରଣ ଥିବାରୁ ଶନିଙ୍କ ମହତ୍ତ୍ୱ ଖୁବ ଅଧିକ। ଜାତକରେ ଶନିଙ୍କ ସ୍ଥିତି ଯଦି ଉତ୍ତମ ସ୍ଥାନରେ ଥାଏ ତେବେ ଖୁବ କମ ସମୟରେ ଅଧିକ ସଫଳତା ମିଳିଥାଏ। ତେଣୁ ଶନି ଦେବଙ୍କୁ ପ୍ରସନ୍ନ କରିବା ଦ୍ୱାରା ଉତ୍ତମ ଫଳ ପ୍ରାପ୍ତି ହୋଇଥାଏ।

ଜାଣନ୍ତୁ ଶନିଙ୍କ କୃପା କିପରି ପ୍ରାପ୍ତି ହୋଇଥାଏ….

- Advertisement -

ସଠିକ ନିୟମର ପାଳନ କରିବା ଦ୍ୱାରା ଓ ସର୍ବଦା ସତ୍ୟ କହିବା ଉଚିତ।  

ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଉଚିତ।

ଗୁରୁଜନଙ୍କୁ ଉଚିତ ସମ୍ମାନ ଓ ସେବା କରିବା ଉଚିତ। 

ବୃକ୍ଷ ଲଗାଇବା ଉଚିତ। 

ପ୍ରଭୁ ଶିବଶଙ୍କର ଓ କୃଷ୍ଣଙ୍କ ସର୍ବଦା ପୂଜାର୍ଚ୍ଚନା କରିବା ଉଚିତ।  

ପୂଜାର୍ଚ୍ଚନା କରିବାର ନିୟମ ଓ ଶନିଙ୍କ ପ୍ରିୟବସ୍ତୁ କଳା ବସ୍ତ୍ର ….

ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ସୂର୍ଯୋଦୟ ପୂର୍ବରୁ ଉଠିବା ଉଚିତ। 

ଅଶ୍ୱତ୍ଥ ବୃକ୍ଷ ନିକଟରେ କଞ୍ଚା କ୍ଷୀର, କଳା ରାଶି ଓ ମହୁ ମିଶାଇ ଅର୍ପଣ କରନ୍ତୁ। 

ଶନିବାର ସନ୍ଧ୍ୟା ସମୟରେ କୌଣସି ନିର୍ଦ୍ଧନ ବୃଦ୍ଧଙ୍କୁ କଳା ବସ୍ତ୍ର ଦାନ କରନ୍ତୁ ଓ ଆଶୀର୍ବାଦ ନିଅନ୍ତୁ। 

ଏପରି କରିବା ଦ୍ୱାରା ଦୀର୍ଘ ସମୟରୁ କର୍ମକ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇଥାଏ। ଏପରି ୧୧ଟି ଶନିବାର କରନ୍ତୁ। ଶୁଭଫଳ ପ୍ରାପ୍ତି ହେବା ସହ ସଫଳତା ମିଳିଥାଏ।

ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ ସୋରିଷ ତେଲ ଦାନ କରନ୍ତୁ।  

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories