www.samajalive.in
Monday, December 15, 2025
24.1 C
Bhubaneswar

ଆଜି ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକ

ପୁରୀ: ଆଜି ବସିବ ଶ୍ରୀମନ୍ଦିର ଯାଞ୍ଚ କମିଟିର ପ୍ରଥମ ବୈଠକ। ନୂତନ ଭାବେ ଗଠନ କରାଯାଇଥିବା ରତ୍ନଭଣ୍ଡାରର ଯାଞ୍ଚ କମିଟିର ବୈଠକ ଦିନ ୧୧ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବ। ପୂର୍ବତନ ଜଷ୍ଟିସ୍ ବିଶ୍ଵନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ଜଣିଆ ଟିମ୍ ସଦସ୍ୟ ରତ୍ନ ଭଣ୍ଡାର ଖୋଲିବା ନେଇ ବିସ୍ତୃତ ଭାବେ ଆଲୋଚନା କରିବେ। କେଉଁ ଦିନ ଏବଂ କିଭଳି ଭାବରେ ଖୋଲିବ , ତାର ମୋଡାଲିଟି କରାଯିବ। ଯଦି ରଥଯାତ୍ରା ସମୟରେ ଖୋଲାଯାଏ ତେବେ କିଭଳି ପ୍ରକ୍ରିୟା ରହିବ , ତାଉପରେ ଆଲୋଚନା କରାଯିବ। ଏତେ କମ୍ ଦିନରେ ଗଣତି ମଣତି ଓ ମରାମତି କରାଯିବା​‌ ଅସମ୍ଭବ। ତେଣୁ ସେ ସମୟରେ ନୀତିକାନ୍ତି କିଭଳି ସମନ୍ବୟ ରଖି କରାଯିବ ଏବଂ ଗଣତି ମଣତି କରାଯିବ , ତାଉପରେ ଆଲୋଚନା କରାଯିବ। ୧୯୭୮ ମସିହାରେ ଶେଷଥର ରତ୍ନ ଭଣ୍ଡାର ଖୋଲାଯାଇ ୭୦ ଦିନ ଧରି ମଣତି ଗଣତି କାର୍ଯ୍ୟ କରାଯାଇଥିଲା।

 

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories