www.samajalive.in
Sunday, December 7, 2025
26.1 C
Bhubaneswar

୧୦ଟା ମୁଖ୍ୟ ଖବର

-ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି, ଆଜି ୭ ଜିଲାକୁ ୟେଲୋ ଆଲର୍ଟ ଜାରି…

– ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତର ଶେଷ ଦିନରେ ୧୦ଟି ଜନଜାତି ସମୁଦାୟକୁ ଭେଟିବେ…

- Advertisement -

-ସମ୍ବଲପୁର : ପାରିବାରିକ କଳହ କାରଣରୁ ମହାନଦୀକୁ ଡେଇଁଲେ ସମୀରଣ ପ୍ରଧାନ; ସମୀରଣଙ୍କ ବାଇକ୍‌ ଜବତ; ଉଦ୍ଧାର କାର୍ଯ୍ୟରେ ଦୁଇଟି ଟିମ୍‌ ଲାଗିପଡ଼ିଛନ୍ତି…

-ଟେକାମାଡ଼ ଯୋଗୁ ୫୫.୬୦ ଲକ୍ଷ କ୍ଷତି ସହିଲାଣି ରେଳବାଇ : ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ…

-ନାଇଜେରିଆ ରାଷ୍ଟ୍ରପତି ବନ୍ଦୀ, ରାଷ୍ଟ୍ରପତିଙ୍କ କ୍ଷମତା ହଟାଇ  ଅକ୍ତିଆର କରିଛି ସେନା…

-ପାରିବାରିକ କଳହରୁ ଭଦ୍ରକ ଜିଲା ବାଣିତିଆ ପଞ୍ଚାୟତ ମହଲା ସାହିରେ ଅଘଟଣ : ଘରେ ସ୍ବାମୀଙ୍କୁ ଛୁରି ଭୁଷି ହତ୍ୟା ; ସ୍ତ୍ରୀ ଓ ପୁଅକୁ ଗଛରେ ବାନ୍ଧି ମାଡ଼ ମାରିଲେ ଗ୍ରାମବାସୀ; ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିବା ସୂଚନା…

-କନ୍ଧମାଳ : ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ…

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories