bjd gruha runa

ସକାଳ ୧୦ଟା ମୁଖ୍ୟ ଖବର

BJD Bijuli 480×75 Mob

-ତାଳଚେର ବିଧାୟକଙ୍କ ଅଫିସ ପରିସରରେ ବୋମା : ଘଟଣାସ୍ଥଳରେ ପୁଲିସ୍‌ର ଛାନ୍‌ଭିନ୍…

-ଏକକ ନିର୍ବାଚନ ପାଇଁ କମିଟି ଗଠନ କଲେ କେନ୍ଦ୍ର ସରକାର : ଅଧ୍ୟକ୍ଷତା କରିବେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ : ଆଜି ଜାରି ହେବ ବିଜ୍ଞାପନ…..

-କମିଲା କମର୍ସିଆଲ ଗ୍ୟାସ ଦର : ୧୯ କେଜି ଗ୍ୟାସ ସିଲିଣ୍ଡର ଦର ୧୫୮ ଟଙ୍କା କମିଲା…..

-ନନ୍ଦନକାନନରେ ନୂଆ ଅତିଥି; ହାଇଦ୍ରାବାଦରୁ ଅଣାଯାଇଛି ଗୋଲଡେନ୍ ହ୍ୟାଣ୍ଡେଡ୍ ଟାମାରିନ୍…..

-ମୁମ୍ବାଇରେ ବିରୋଧୀଙ୍କ ମେଳିର ଆଜି ଦ୍ୱିତୀୟ ଦିନ : ଜାରି ହେବ ଇଣ୍ଡିଆ ମେଣ୍ଟର ନୂଆ ଲୋଗୋ !…..

-ମଣିପୁରରେ ପୁଣି ହିଂସା : ୫ରୁ ଅଧିକ ମୃତ, ୧୮ ଆହତ : ହିଂସା ପରେ ଚୁରାଚାନ୍ଦପୁର ଜିଲାରେ ଜରୁରୀ ବନ୍ଦ ଡାକରା…..

– ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୯ ସୈନ୍ୟ ମୃତ….

– ଖୋର୍ଦ୍ଧା : ବେଲପଡ଼ା ଜଙ୍ଗଲରେ ଜୁଆଆଡ୍ଡା ଉପରେ ଚଢାଉ, ୫ ଗିରଫ…..

-ସମୁଦ୍ର ମଝିରେ ସନ୍ଦିଗ୍ଧ ଯୁବକ : ଯୁବକ ଜଣଙ୍କୁ କାବୁ କରି ନେହେରୁବଙ୍ଗଳା ମାଛଧରା ବନ୍ଦରକୁ ଅଣାଯାଉଥିବା ସୂଚନା…..

-ଆଜି ନୌସେନାରେ ସାମିଲ ହେବ ଯୁଦ୍ଧଜାହାଜ ମହେନ୍ଦ୍ରଗିରି : ଉପରାଷ୍ଟ୍ରପତି ଜଗଦ୍ଦୀପ ଧନକଡ଼ଙ୍କ ପତ୍ନୀ ସୁଦେଶ ଧନକଡ଼ ଏହାକୁ ମୁମ୍ବାଇସ୍ଥିତ ମାଜଗାଓଁ ଡକୟାର୍ଡରେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା….

Comments are closed.