www.samajalive.in
Sunday, December 7, 2025
26.1 C
Bhubaneswar

ସକାଳ ୧୦ଟା ମୁଖ୍ୟ ଖବର

-ମଣିପୁରରେ ପୁଣି ହିଂସା : ୨ ମୃତ, ୭ ଆହତ, କୃଷକମାନେ ଚାଷ କରୁଥିବାବେଳେ ଆଖିବୁଜା ଗୁଳି ଚାଳନା ….

-ହିମାଚଳ ପ୍ରଦେଶ : ରକ୍ଷା ବନ୍ଧନ ପାଇଁ ଏଚ୍‌ଆରଟିସି ବସରେ ଦିନସାରା ମାଗଣାରେ ଯାତ୍ରା କରିପାରିବେ ମହିଳା….

- Advertisement -

-ପୁରୀ : ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ବଡଠାକୁର ବଳଭଦ୍ରଙ୍କ ଜନ୍ମଦିନ ପାଳନ କରାଯିବ ଓ ରକ୍ଷାବନ୍ଧନ ମଧ୍ୟ ହେବ ବୋଲି ସୂଚନା, କେତେକ କ୍ୟାଲେଣ୍ଡର ଓ ପଞ୍ଜିକାରେ ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ବୋଲି ଲେଖା ଥିବା ବେଳେ ବିଷ୍ଟି ଯୋଗ ରହୁଥିବାରୁ ମାଙ୍ଗଳିକ କାର୍ଯ୍ୟ ଅନୁଚିତ ବୋଲି କିଛି ଜ୍ୟୋତିର୍ବିଦ୍ ମତପ୍ରକାଶ କରିଛନ୍ତି….

– ବିହାର : କଣ୍ଟେନରକୁ ପଛପଟୁ ପିଟିଲା ସ୍କର୍ପିଓ, ୭ଜଣଙ୍କ ମୃତ୍ୟୁ

– ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହେବ ଏସିଆ କପ । ଉଦ୍‌ଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ନେପାଳ…. ଆଜିଠୁ ସ୍ୱାଭାବିକ ହେବ ପ୍ରଭୁ ଲିଙ୍ଗରାଜଙ୍କ ନୀତି : ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ୨ ଦିନ ଉପାସରେ ରହିଲେ ଠାକୁର….

– କୋରାପୁଟ : ବ୍ୟବସାୟୀଙ୍କଠାରୁ ଅନ୍‌ଲାଇନରେ ୪ ଲକ୍ଷ ଠକେଇ ମାମଲା : ବିହାରରୁ ୩ ଠକ ଗିରଫ ……

-ବଢ଼ିଲା ସୌରିନ୍‌ ଭଟ୍ଟଙ୍କ ଅଡ଼ୁଆ : ଆଗୁଆ ଜାମିନ୍‌ ଆବେଦନ ଖାରଜ କଲେ ହାଇକୋର୍ଟ……..

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories