www.samajalive.in
Sunday, December 7, 2025
26.1 C
Bhubaneswar

ଦିନ ୪ଟା-ମୁଖ୍ୟ ଖବର

 -ଦେଶର କୃଷିକ୍ଷେତ୍ରକୁ ସ୍ୱଚ୍ଛଶକ୍ତି ବିନିଯୋଗର ସମସ୍ତ ସୁବିଧା ମିଳିବା ଉଚିତ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

-ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ 

-ସ୍ୱଚ୍ଛ ପରିବେଶ ବଜାୟ ରଖିବା ପାଇଁ ଇଥାନଲ୍‍ର ଉପଯୋଗ ଏବେ ଅପରିହାର୍ଯ୍ୟ ହୋଇପଡ଼ିଛି

-ଆଜି ବିଶ୍ୱ ପରିବେଶ ଦିବସ

-ଚଳିତ ବର୍ଷ ପରିବେଶ ଦିବସର ବିଷୟବସ୍ତୁ ହେଉଛି, ‘ଉତ୍ତମ ପରିବେଶ ନିମନ୍ତେ ଜୈବ ଇନ୍ଧନକୁ ପ୍ରାଥମିକତା’

-ଦେଶରେ ୨୪ ଘଣ୍ଟାରେ ୧ ଲକ୍ଷ ୯୭ ହଜାରରୁ ଅଧିକ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି

-ଫଳରେ ଆରୋଗ୍ୟ ହାର ୯୩.୩୮ ପ୍ରତିଶତକୁ ବୃଦ୍ଧି

-ଦେଶରେ ଆଉ ୧ ଲକ୍ଷ ୨୦ ହଜାର ୫୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ

-ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୬,୯୪,୮୭୯କୁ ବୃଦ୍ଧି ପାଇଛି

-୩୭୭ ଜିଲ୍ଲାରେ ୫%ରୁ କମ୍‍ ରହିଛି କୋଭିଡ ସଂକ୍ରମଣ

-ସାପ୍ତାହିକୀ କରୋନା ସଂକ୍ରମଣ ହାର ୭.୨୭%କୁ ହ୍ରାସ

-ଚିକିତ୍ସାଧୀନ ଅବସ୍ଥାରେ ୩ହଜାର ୩୮୦ ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୩ ,୪୪,୦୮୨

-ସବୁ ଜିଲ୍ଲାରେ ଖୋଲିବ କୋଭିଡ୍‍ ଟିକାକରଣ କେନ୍ଦ୍ର

-କୋର୍ବେଭାକ୍ସ ହେବ ଭାରତର ସବୁଠୁ ଶସ୍ତା କୋଭିଡ ଟିକା

– ଓଡ଼ିଶାରେ ଆଉ ୭୩୯୫ ଜଣ କରୋନା ସଂକ୍ରମିତ ଚିହ୍ନଟ

– ସଂଗରୋଧରୁ ୪୧୬୯ ଏବଂ ସ୍ଥାନୀୟ ସଂକ୍ରମିତ ୩୨୨୬ ,ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୬୯

-ଗୋଟିଏ ଦିନରେ ୪୦ ଜଣ କରୋନା ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି

-ମାହାଙ୍ଗାର ପୂର୍ବତନ ବିଧାୟକ ତଥା ବିଶିଷ୍ଟ ଶିକ୍ଷାବିତ ବିକ୍ରମ କେଶରୀ ବର୍ମାଙ୍କ ଦେହାନ୍ତ

-କରୋନାରେ ସମାଜ କାର୍ୟ୍ୟାଳୟର ଆଇଟି ବିଭାଗରେ କାର୍ୟ୍ୟରତ ପିନାକ୍‍ ମିଶ୍ରଙ୍କ ପରଲୋକ

-ଆରପାରିରେ ନାଟ୍ୟକାର, ଗୀତିକାର ଏବଂ ସମ୍ବଲପୁରୀ ଚଳଚ୍ଚିତ୍ର ଅଭିନେତା ଡ ଅଟଳ ବିହାରୀ ପଣ୍ଡା

-କେନ୍ଦୁଝର ଜିଲ୍ଲା ପାଟଣା ଥାନା ଦାମାହୁଦା ଛକରେ ଥିବା ଏକ ଦୋକାନରେ ଅଗ୍ନିକାଣ୍ଡ,ବହୁ ଜିନିଷ ପତ୍ର ଜଳି ପୋଡି ନଷ୍ଟ ହୋଇଛି

-ବ୍ରହ୍ମପୁର ଆଇଟିଆଇରେ ସବୁଠୁ ବଡ ଇ-ୱେଷ୍ଟ କାରୁକାର୍ଯ୍ୟ

-ନିଶାଦ୍ରବ୍ୟ ଚୋରା ଚାଲାଣ; ଆନ୍ତର୍ଜାତିକ ରାକେଟ ଠାବ, ୭୦ କୋଟିର ହେରୋଇନ ଜବତ

-ବାପା, ମା’ ଧାନ ବିଲରେ; ୩ ବର୍ଷର ଝିଅ ପହଞ୍ଚିଲା ଡାକ୍ତରଖାନାରେ

-ମରିସସ୍‍ର ପୂର୍ବତନ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ଅନିରୁଦ୍ଧ ଜଗନ୍ନାଥଙ୍କ ସମ୍ମାନାର୍ଥେ ଭାରତ ସରକାରଙ୍କ ପକ୍ଷରୁ ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି

-ଗତକାଲି ଶ୍ରୀ ଜଗନ୍ନାଥଙ୍କ ପରଲୋକ ଘଟିଛି

-ଆଜି ବିଶ୍ୱ ପରିବେଶ ଦିବସ ; ସମସ୍ତଙ୍କୁ ଘାରିଛି ଜଳବାୟୁ ପରିବର୍ତ୍ତନ ଚିନ୍ତା

-ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଚଳିତ ଜୁନ୍‍ ମାସ ୧୦ ତାରିଖରେ ଦୃଶ୍ୟମାନ ହେବାକୁ ଯାଉଛି

-ଗତ ମାସରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ପରେ ଜନସାଧାରଣ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଦେଖିବା ପାଇବେ ସୁଯୋଗ

-ଡୋନାଲଡ ଟ୍ରମ୍ପଙ୍କୁ ଦୁଇବର୍ଷ ବାସନ୍ଦ କଲା ଫେସବୁକ୍‍

-କରୋନା କାଳରେ ଜାପାନରେ ଜନ୍ମ ନେଇଛନ୍ତି ସବୁଠାରୁ କମ ଶିଶୁ

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories