ବାହା ହେଲେ ନେହା ଧୂପିଆ

0

ମୁମ୍ବାଇ:  ସୋନମ କାପୁର ଆନନ୍ଦ ଆହୁଜାଙ୍କୁ ବିବାହ କରିବା ପରେ ନେହା ଧୂପିଆ ନିଜର ବନ୍ଧୁ ଅଙ୍ଗଦ ବେଦୀଙ୍କୁ  ବିବାହ କରିଛନ୍ତି । ସେମାନେ ସୋସିଆଲ ମିଡିଆରେ ନିଜର ବିବାହର ଫଟୋ ପୋଷ୍ଟ କରିଛନ୍ତି । ଏହାକୁ ନିଜ ଜୀବନର ସର୍ବ ଶ୍ରେଷ୍ଠ  ନିଷ୍ପତ୍ତି ବୋଲି ଅଙ୍ଗଦ ବେଦୀ କହିଛନ୍ତି । ନିଜ ଜୀବନର ସର୍ବ ଶ୍ରେଷ୍ଠ ବନ୍ଧୁଙ୍କୁ ଜୀବନର ସାଥୀ ବୋଲି କୁହାଯାଇଛି । ଶିଖ୍‌ ପରମ୍ପରା ଅନୁସାରେ ଏକ ଗୁରୁଦ୍ୱାରରେ ଏହି ବାହାଘର ଅନୁଷ୍ଠିତ ହୋଇଛି ।

prayash

Leave A Reply