www.samajalive.in
Sunday, December 7, 2025
23.1 C
Bhubaneswar

ସାଇକେଲକୁ କରିଦେଲେ ଓ୍ବାଶିଂ ମେସିନ୍, ଭିଡିଓ ଭାଇରାଲ ପରେ ମହିଳାଙ୍କ ପାଖକୁ ପ୍ରଶଂସାର ସୁଅ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ କେବେ ଏବଂ କ’ଣ ଭାଇରାଲ ହୋଇଯିବ ତାହା କହିବା ସହଜ ନୁହେଁ । ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ହସର ଖୋରାକ ଯୋଗାଉଛି । ଜଣେ ମହିଳା ଏକ ସାଇକେଲକୁ ଓ୍ବାଶିଂ ମେସିନରେ ପରିଣତ କରିଦେଇଛନ୍ତି । ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି ।

ଭାବନ୍ତୁ ଆପଣଙ୍କ ପାଖରେ ଓ୍ବାଶିଂ ମେସିନ୍ ନାହିଁ ତେବେ ଆପଣ କ’ଣ କରିବେ । ଠିକ୍ ଏମିତି ସମସ୍ୟାରେ ଜଣେ ମହିଳା ପଡିଥିଲେ । କିନ୍ତୁ ତା ପରେ ସେ ତାର ସମାଧାନ ବାହାର କଲେ । ଆଉ ତାଙ୍କ ସମାଧାନ ଏତେ ଅଜବ ଥିଲା ଯେ ତାହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଗଲା ।

- Advertisement -

ମହିଳା ଜଣକ ଲୁଗା ସଫା କରିବା ପାଇଁ ସାଇକେଲ ପେଡାଲକୁ ବ୍ୟବହାର କରୁଛନ୍ତି । ସେ ଏହାକୁ ବୁଲାଇ ବୁଲାଇ ସଫା କରୁଛନ୍ତି । ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ସମସ୍ତେ ଏହାକୁ ପସନ୍ଦ କରିବା ସହ ମହିଳାଙ୍କ ଉପାୟକୁ ପ୍ରଶଂସା କରୁଛନ୍ତି । ଏପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖି ସାରିଲେଣି ।

୧୨୦ ଫୁଟ୍ ଉଚ୍ଚରୁ ଜଳପ୍ରପାତକୁ ଡେଇଁପଡିଲେ ଯୁବକ , ଆଉ ତାପରେ….

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories