୧୨୦ ଫୁଟ୍ ଉଚ୍ଚରୁ ଜଳପ୍ରପାତକୁ ଡେଇଁପଡିଲେ ଯୁବକ , ଆଉ ତାପରେ….

ନୂଆଦିଲ୍ଲୀ: ମହାରାଷ୍ଟ୍ର ପାଲଘର ଅଞ୍ଚଳରେ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି । ଦୁଇ ଜଣ ଯୁବକ ହଠାତ୍ ୧୨୦ଫୁଟ୍ ଉଚ୍ଚରୁ ଜଳପ୍ରପାତକୁ ଡେଇଁ ପଡିଛନ୍ତି। ଯାହାର  ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଜହ୍ବାର ଅଞ୍ଚଳର ୩ଜଣ ଯୁବକ ଦାଭୋସା ହ୍ରଦକୁ ପିକନିକ କରିବାକୁ ଆସିଥିଲେ। ଯୁବକମାନେ ଗାଧୋଇବାକୁ ଯିବା ବେଳେ ଦୁଇ ଜଣ ଯୁବକ ପାହାଡର ଶିଖରକୁ ଚଢି ହଠାତ୍ ଜଳପ୍ରପାତକୁ ଡେଇଁପଡିଥିଲେ। ଅନ୍ୟ ଜଣେ ଯୁବକ ସେମାନଙ୍କର ଭିଡିଓ କରୁଥିଲେ। କିନ୍ତୁ ପ୍ରାୟ୧୨୦ ଫୁଟ … Continue reading ୧୨୦ ଫୁଟ୍ ଉଚ୍ଚରୁ ଜଳପ୍ରପାତକୁ ଡେଇଁପଡିଲେ ଯୁବକ , ଆଉ ତାପରେ….