ଟ୍ରକ ଚାପାରେ ୨ ବାଇକ ଆରୋହୀ ମୃତ

କେନ୍ଦୁଝର: ୨ ବାଇକ ଆରୋହୀଙ୍କୁ ଚାପି ଦେଲା ଟ୍ରକ। ଗ୍ରାମାଞ୍ଚଳ ଥାନା ପାଣିଛତର ଛକରେ ଦୁର୍ଘଟଣା ଘଟି ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ୨ ବାଇକ ଆରୋହୀ ମୃତକମାନଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଅପରପକ୍ଷରେ ଦୁର୍ଘଟଣା ଘଟାଇବା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.