୫ ମୋଷ୍ଟ ୱାଣ୍ଟେଡ ଆଇଏସ୍‌ କମାଣ୍ଡର ଗିରଫ

0

ୱାଶିଂଟନ : ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ଆଇଏସ୍‌)ର ୫ଜଣ ମୋଷ୍ଟ ୱାଣ୍ଟେଡ କମାଣ୍ଡରଙ୍କୁ ଗିରଫ କରାଯାଇଛି। ଇରାକରେ ଆମେରିକା ଏହି କମାଣ୍ଡରମାନଙ୍କୁ ଗିରଫ କରିଥିବା ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ତାଙ୍କ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି। ଗିରଫ କମାଣ୍ଡରଙ୍କ ସମ୍ପର୍କରେ ସବିଶେଷ ସୂଚନା ଦିଆଯାଇ ନଥିବାବେଳେ ଏଥିରେ ଅବୁ ବକର ଅଲ ବାଗଦାଦି ନଥିବା କୁହାଯାଇଛି।

Leave A Reply