ଉଜ୍ଜଳ ଚେହେରା ପାଇଁ ଡ୍ରାଏ ବ୍ରଶିଂ ବ୍ୟୁଟି ଟ୍ରେଣ୍ଡ

0

ଆଜି କାଲି ଡ୍ରାଏ ବ୍ରଶିଂ  ଲୋକ ପ୍ରିୟତା ହାସଲ କରିଛି । ଏହାର ଅନେକ ଫାଇଦା ବି ରହିଛି  ।  ବଭିନ୍ନ ମଡେଲ୍‌ଙ୍କ ଠାରୁ ନେଇ ସେଲିବ୍ରେଟି ବି ଏହାକୁ ଆପଣେଇଛନ୍ତି । ତେବେ ଡ୍ରାଏ ବ୍ରଶିଂ କିପରି କରିବେ ! ସେଥିପାଇଁ କେତକ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ଡ୍ରାଏ ବ୍ରଶିଂର ଫାଇଦା

ଉଜ୍ଜଳ ଚେହେରା ପାଇଁ  ଡ୍ରାଏ ବ୍ରଶିଂ କରାଯାଉଛି । ମାତ୍ର ଏଥିପାଇଁ ନରମ ବ୍ରଶ ବ୍ୟବହାର କରିବା ଆବଶ୍ୟକ ।

ଡ୍ରାଏ ବ୍ରଶିଂ  କରିବା ଦ୍ୱାରା ଚର୍ମରେ ରକ୍ତ ସଞ୍ଚାଳନ ହୋଇଥାଏ ।

ଧୀରେ ଧୀରେ ଡ୍ରାଏ ବ୍ରଶିଂ କରିବା ଆବଶ୍ୟକ ।

prayash

ଡ୍ରାଏ ବ୍ରଶିଂର ଏହୁରି ଅନେକ ଫାଇଦା ରହିଛି । ରକ୍ତ ସଞ୍ଚାଳନ ହେବା ସହ ମୃତ କୋଷ ଓ  ଚର୍ମବି  ବାହାରି ଯାଇଥାଏ ।

ଏଥିଯୋଗୁଁ ବିଭିନ୍ନ  ବିଷାକ୍ତ  ପଦାର୍ଥ ମୁହଁରୁ ବାହାରୁ ଯାଇଥାଏ ।  ବୟସର ଛାପ ବି ପଡି ନଥାଏ ।

କିପରି କରିବେ ଡ୍ରାଏ ବ୍ରଶିଂ

ସ୍ନାନ କରିବା ପୂର୍ବରୁ ଏକ ନରମ ବ୍ରଶ୍‌ ନିଅନ୍ତୁ , ନରମ ଦାନ୍ତ ଘଷା ବ୍ରଶ୍‌ ହେଲେ ବି ଚଳିବ । ଏହାକୁ ଧୀରେ ଧୀରେ ମୁହଁ ସହ ଶରୀରର ଯେଉଁ ସ୍ଥାନରେ ଡ୍ରାଏ ବ୍ରଶିଂ କରିବାକୁ ଚାହୁଁଛନ୍ତି ସେହି ସ୍ଥାନରେ ମାଲିସ୍‌ କରନ୍ତୁ ।

ଏହାକୁ  ଗୋଲ ଗୋଲ କରି ମାଲିସ୍‌ କରନ୍ତୁ ।

ଏହାପରେ ଉଷୁମ ପାଣିରେ ସ୍ନାନ କରନ୍ତୁ । ଏହା ସ୍ପା ସହ ସମାନ ।

kalyan agarbati
Leave A Reply