mission shakti banner

ତେଲ ଟାଙ୍କି ଗାଡି ଧକ୍କାରେ ସାଇକେଲ ଆରୋହୀ ମୃତ

BSKY banner  750×100
0

ବଣେଇ : ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡର ଲହୁଣିପଡ଼ା ଥାନା ଅନ୍ତର୍ଗତ ଖୁଣ୍ଟଗାଁ ଠାରେ ଏକ  ତେଲ ଟାଙ୍କି ଗାଡି ଧକ୍କାରେ ଦୁନ୍ଦୁ ମୁଣ୍ଡା(୫୦) ବର୍ଷ ବୟଷ୍କ ବୃଦ୍ଧଙ୍କର ମୃତ୍ୟୁ ହୋଇ ଥିବା ସୂଚନା ମିଳିଛି । ପୁଲିସ ଘଟଣାର ତଦନ୍ତ କରୁଛି । ସୂଚନା ଥାଉକି ଦୁନ୍ଦୁ ମୁଣ୍ଡା କୌଣସି କାମରେ ନିଜ ସାଇକେଲରେ ଯାଉଥିବା ବେଳେ ତାଙ୍କୁ ଗାଡ଼ିଟି ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ସ୍ଥାନୀୟ ବାସିନ୍ଦା କ୍ଷତିପୂରଣ ପାଇଁ ରାସ୍ତା ରୋକ କରିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରୁ ଥିବାର ସୂଚନା ମିଳିଛି।

Leave A Reply