ମାମଲାରେ ନୂଆ ମୋଡ଼ – ବିଆରଏସ ନେତ୍ରୀ କେ କବିତା ଗିରଫ

ଡେସ୍କ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଗୁରୁବାର ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତ୍ରୀ କେ କବିତାଙ୍କୁ ଗିରଫ କରିଛି। ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ…
Read More...

ନିର୍ବାଚନ ସମ୍ବନ୍ଧୀୟ ହୋର୍ଡିଂରେ ସ୍ପଷ୍ଟ ଭାବେ ରହିବ ମୁଦ୍ରାକାର ଓ ପ୍ରକାଶକଙ୍କ ନାମ

ଡେସ୍କ: ନିର୍ବାଚନ ପ୍ରଚାରରେ ଉତ୍ତରଦାୟିତ୍ବ ଓ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ନିର୍ବାଚନ ଆୟୋଗ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ବାଚନ ସମ୍ବନ୍ଧୀୟ ମୁଦ୍ରାକାର ଓ ପ୍ରକାଶକଙ୍କ ସ୍ପଷ୍ଟ ଚିହ୍ନଟ…
Read More...

ନିର୍ବାଚନ ୨୦୨୪ – ଷ୍ଟ୍ରଙ୍ଗରୁମରେ ପହଁଚିଲା ଇଭିଏମ ଓ ଭିଭିପ୍ୟାଟ

ଡେସ୍କ: ଚଳିତ ନିର୍ବାଚନରେ ବ୍ୟବହାର ହେବାକୁ ଥିବା ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ଓ ଭୋଟର ଭେରିଫାଏବୁଲ ପେପର ଅଡିଟ ଟ୍ରେଲ (ଭିଭିପ୍ୟାଟ) ଖୋର୍ଦ୍ଧାସ୍ଥିତ ପଣ୍ୟଗାରରୁ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟସ୍ଥିତ…
Read More...

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀ ମାମଲା – ଜରୁରୀ ଭିତ୍ତିରେ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ଡେସ୍କ: ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତାଙ୍କୁ ଗିରଫ କରାଯିବା ନେଇ ଦିଲ୍ଲୀ ହାଇକୋର୍ଟ ଦେଇଥିବା ମନ୍ତବ୍ୟକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…
Read More...

ବିରୋଧୀ ଦଳ ନେତାଙ୍କ ବିରୋଧରେ କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର କରୁଛନ୍ତି ସରକାର – କଂଗ୍ରେସ

ଡେସ୍କ: ବିରୋଧୀ ଦଳ ନେତାଙ୍କ ବିରୋଧରେ ସରକାର ଇଡି, ସିବିଆଇ ଓ ଆୟକର ସମେତ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଦଳର ମୁଖପାତ୍ର ଅଭିଷେକ ମନୁ ସିଂଘଭି ନୂଆଦିଲ୍ଲୀରେ…
Read More...

ହାଇକୋର୍ଟ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଡେସ୍କ: ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିବା ଆବେଦନରେ ଦିଲ୍ଲୀ ହାଇକୋର୍ଟରୁ କୌଣସି ଆଶ୍ୱସ୍ତି ନ ମିଳିବା ପରେ ଦିଲ୍ଲୀ…
Read More...

ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ – ୨୫୨ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା

ଡେସ୍କ: ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ଏବଂ ନ୍ୟାସନାଲ ଇଲେକ୍ସନ ୱାଚର ରିପୋର୍ଟ ଅନୁଯାୟୀ, ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧ ହଜାର ୬୧୮…
Read More...

ସନ୍ଦେଶଖାଲି ଯୌନ ନିର୍ଯାତନା ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଡେସ୍କ: ଶାସକ ତୃଣମୂଳ କଂଗ୍ରେସର ସ୍ଥାନୀୟ ନେତାଙ୍କ ବିରୋଧରେ ମହିଳାଙ୍କ ଉପରେ ଯୌନ ନିର୍ଯାତନା ଏବଂ ଜମି ହଡ଼ପ ଅଭିଯୋଗ ଆଣିଥିବା ସନ୍ଦେଶଖାଲି ମାମଲାର ସିବିଆଇ ତଦନ୍ତ ପାଇଁ କୋଲକାତା ହାଇକୋର୍ଟ ବୁଧବାର ନିର୍ଦ୍ଦେଶ…
Read More...

ଗେଲ ଖେଳିବା ପସନ୍ଦ ନ ଥିଲା ବୋଲି ଶଳାକୁ କାମୁଡିଲେ ଭିଣୋଇ

ଡେସ୍କ: ଶଳା-ଭିଣୋଇ ସମ୍ପର୍କ କିଭଳି, ତାହା ସମସ୍ତଙ୍କୁ ଜଣା ଏବଂ ଏହି ସମ୍ପର୍କକୁ ମଜାଳିଆ ସମ୍ପର୍କ ବୋଲି ମଧ୍ୟ ବିବେଚନା କରାଯାଇଥାଏ। କିନ୍ତୁ ବିହାରର ଆରାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଶଳା ଗେଲ…
Read More...

ପୁଣି ​ବିବାଦର କେନ୍ଦ୍ରବିନ୍ଦୁ – ଦ କେରଳ ଷ୍ଟୋରୀ

ଡେସ୍କ: ମୁକ୍ତିଲାଭର ବର୍ଷକ ପରେ ପୁଣି ଥରେ ରାଜନୈତିକ ଝଡ଼ ସୃଷ୍ଟି କରିଛି ଦ କେରଳ ଷ୍ଟୋରୀ। ସୁଦୀପ୍ତ ସେନଙ୍କ ନିର୍ଦ୍ଦେଶିତ ଏହି ସିନେମା ଲୋକସଭା ନିର୍ବାଚନ ପୂର୍ବରୁ କେରଳରେ ଏକ ବଡ଼ ବିବାଦର କେନ୍ଦ୍ରବିନ୍ଦୁ…
Read More...

୭୫ କିଲୋ ଉଠାଇଲା ୯ ବର୍ଷର ନାବାଳିକା, ଭିଡିଓ ଭାଇରାଲ

ଡେସ୍କ: ହରିୟାଣାର ୯ ବର୍ଷର ନାବାଳିକା ଭାରୋତ୍ତୋଳନକାରୀ ଅର୍ଶିଆ ଗୋସ୍ୱାମୀ ନିଜର ଅବିଶ୍ୱସନୀୟ ଭାରୋତ୍ତୋଳନ କୌଶଳ ପ୍ରଦର୍ଶନ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହରିୟାଣାର ପଞ୍ଚକୁଲାରେ…
Read More...

ଖାଲକୁ ଖସିଲା ବସ୍ – ୧୧ ମୃତ, ୨୦ ଆହତ

ଡେସ୍କ: ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଏକ ବସ୍ ଖାଲକୁ ଖସି ପଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକ ଡଜନରୁ ଅଧିକ ଆହତ ହୋଇଛନ୍ତି। ମୃତକମାନେ କୁମ୍ହାରୀସ୍ଥିତ ଏକ ଘରୋଇ…
Read More...

ଭୋଟ୍ ଦେଇ ଆଙ୍ଗୁଠିରେ କାଳି ଲଗାଇଥିଲେ ଦେଇପାରିବେ ପରୀକ୍ଷା, ସ୍ପଷ୍ଟ କଲା ଏନଟିଏ

ଡେସ୍କ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ସ୍ପଷ୍ଟ କରିଛି ଯେ ସାଧାରଣ ନିର୍ବାଚନରେ ଯେଉଁ ଛାତ୍ରଛାତ୍ରୀ ମାନେ ଭୋଟ୍ ଦେଇ ଆଙ୍ଗୁଠିରେ କାଳି ଲଗାଇ ଥିବେ ସେମାନଙ୍କୁ ପରୀକ୍ଷା ହଲ୍ ଭିତରକୁ ପ୍ରବେଶ କରିବାକୁ ବାରଣ…
Read More...

ଅପହୃତ ଜାହାଜ ଏମଭି ଅବଦୁଲ୍ଲାହ – ପରିସ୍ଥିତି ନିୟନ୍ତ୍ରଣରେ ଅଛି

ଡେସ୍କ: ବାଂଲାଦେଶର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଖାଲିଦ ମହମ୍ମଦ ଚୌଧୁରୀ ଆଜି ଆଶା ବ୍ୟକ୍ତ କରିଛନ୍ତି ଯେ ଅପହୃତ ଜାହାଜ ଏମଭି ଅବଦୁଲ୍ଲାହର ସମସ୍ତ ୨୩ ଜଣ କର୍ମଚାରୀଙ୍କୁ ଚଳିତ ମାସରେ ଉଦ୍ଧାର କରାଯିବ। ଶ୍ରୀ…
Read More...

ପାଲେଷ୍ଟାଇନକୁ ମିଳିପାରେ ଜାତିସଂଘ ନିରାପତ୍ତା ପରିଷଦର ସଦସ୍ୟ ପଦ

ଡେସ୍କ: ଜାତିସଂଘ ନିରାପତ୍ତା ପରିଷଦର ଅଧ୍ୟକ୍ଷ ବିଶ୍ୱ ଗୋଷ୍ଠୀର ସମ୍ପୂର୍ଣ୍ଣ ସଦସ୍ୟ ହେବା ପାଇଁ ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କ ଆବେଦନକୁ ନୂତନ ସଦସ୍ୟଙ୍କ ଆଡମିଶନ ସଂକ୍ରାନ୍ତ କମିଟିକୁ ପଠାଇଛନ୍ତି। ମାଲ୍ଟାର ଜାତିସଂଘ…
Read More...

ବ୍ରୁନେଇରେ ପହଁଚିଲା ଭାରତୀୟ ତଟରକ୍ଷୀ ବାହିନୀର ପ୍ରଦୂଷଣ ନିୟନ୍ତ୍ରଣ ଜାହାଜ

ଡେସ୍କ: ଭାରତୀୟ ତଟରକ୍ଷୀ ବାହିନୀର ପ୍ରଦୂଷଣ ନିୟନ୍ତ୍ରଣ ଜାହାଜ ଆସିଆନ୍ ଦେଶ ଗସ୍ତ ସମୟରେ ଆଜି ବ୍ରୁନେଇର ମୁଆରାସ୍ଥିତ ଏକ ବନ୍ଦରରେ ପହଞ୍ଚିଛି। ତିନି ଦିନିଆ ଗସ୍ତ ସମୟରେ ପ୍ରଦୂଷଣ ନିୟନ୍ତ୍ରଣ ଜାହାଜର କର୍ମଚାରୀମାନେ…
Read More...

ଦ୍ଵିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ – ଦୌଡ଼ରେ ୧୨୧୦ ପ୍ରାର୍ଥୀ

ଡେସ୍କ: ପ୍ରାର୍ଥୀପତ୍ର ଯାଞ୍ଚ ଓ ପ୍ରତ୍ୟାହାର ଅବଧି ପୁରିବା ପରେ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧ ହଜାର ୨୧୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିବେ ବୋଲି…
Read More...

ନିର୍ବାଚନ ୨୦୨୪ – ପଶ୍ଚିମବଙ୍ଗରେ ମୁତୟନ ହେବେ ୧୦୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ଅର୍ଦ୍ଧସାମରିକ ବାହିନୀ

ଡେସ୍କ: ଅବାଧ ଓ ନିରପେକ୍ଷ ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ଆହୁରି ୧୦୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ଅର୍ଦ୍ଧସାମରିକ ବାହିନୀ ସିଏପିଏଫ୍ ମୁତୟନ କରିବାକୁ ନିର୍ବାଚନ ଆୟୋଗ ଗୃହ ମନ୍ତ୍ରାଳୟକୁ ନିର୍ଦ୍ଦେଶ…
Read More...

ଏନଆଇଏ ଅଧିକାରୀଙ୍କୁ ସମନ ପ୍ରସଙ୍ଗ – ଏତଲା ରଦ୍ଦ କରିବାକୁ କଲିକତା ହାଇକୋର୍ଟରେ ଏନଆଇଏ

ଡେସ୍କ: ପଶ୍ଚିମବଙ୍ଗର ଭୂପତିନଗରରେ ବିସ୍ଫୋରଣ ମାମଲାର ତଦନ୍ତ ପାଇଁ ଚଢ଼ାଉ ପାଇଁ ଯାଇଥିବା ଏହାର ଅଧିକାରୀଙ୍କ ବିରୋଧରେ ହୋଇଥିବା ଏତଲାକୁ ରଦ୍ଦ କରିବାକୁ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ଆଜି କଲିକତା…
Read More...

ଟ୍ୱିଟରେ ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ପ୍ରଶ୍ନ: ସମ୍ବଲପୁର-କଟକ ଏନଏଚ ୫୫ର ଦୂରାବସ୍ଥା ପାଇଁ କିଏ ଦାୟୀ

ଡେସ୍କ: ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାଶ ଟ୍ୱିଟର ଜରିଆରେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟାକ୍ଷ କରିଛନ୍ତି। ପ୍ରଥମ ପର୍ଯ୍ୟାୟ…
Read More...

​ହେମାମାଳିନୀଙ୍କ ବିଷୟରେ ମନ୍ତବ୍ୟ ପ୍ରସଙ୍ଗ – ରଣଦୀପ ସୁରଜେୱାଲାଙ୍କୁ ଜବାବ ମାଗିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ହେମା ମାଳିନୀଙ୍କ ବିରୋଧରେ ଅସମ୍ମାନଜନକ ଓ ଅସଭ୍ୟ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସ ନେତା ରଣଦୀପ ସୁରଜେୱାଲାଙ୍କୁ ନିର୍ବାଚନ କମିଶନ ନୋଟିସ୍ ଜାରି କରିଛନ୍ତି। ଏପ୍ରିଲ ୧୧…
Read More...

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆବେଦନ ହାଇକୋର୍ଟରେ ଖାରଜ, ମାମଲା ଯିବ ସୁପ୍ରିମକୋର୍ଟ

ଡେସ୍କ: ମଦ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଗିରଫ ବ୍ୟତୀତ…
Read More...

୨୧ ବର୍ଷ ପରେ ଖୋଲିଲା ରାମ ମନ୍ଦିର, ସିଆରପିଏଫ୍ ଯବାନଙ୍କୁ ପ୍ରଶଂସା

ଡେସ୍କ: ଛତିଶଗଡ଼ର ନକ୍ସଲ ପ୍ରଭାବିତ ସୁକମା ଜିଲ୍ଲାର ଏକ ଗାଁରେ ଥିବା ଭଗବାନ ରାମଙ୍କ ମନ୍ଦିରର କବାଟ ୨୧ ବର୍ଷ ପରେ ସର୍ବସାଧାରଣଙ୍କ ପାଇଁ ଖୋଲିଛି। କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ୍)ର କ୍ୟାମ୍ପ…
Read More...

ରାତି ଅଧିଆ ଚଢ଼ାଉ – ୨ ଏନଆଇଏ ଅଧିକାରୀଙ୍କୁ ସମନ କଲା ପଶ୍ଚିମବଙ୍ଗ ପୁଲିସ

ଡେସ୍କ: ଗତ ସପ୍ତାହରେ ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲାର ଭୂପତିନଗରରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏର ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ପଶ୍ଚିମବଙ୍ଗ ପୁଲିସ ମଙ୍ଗଳବାର ଜାତୀୟ ତଦନ୍ତକାରୀ…
Read More...

୭୬ ବର୍ଷରେ ଅଭିନେତ୍ରୀ ଜୟା ବଚ୍ଚନ

ଡେସ୍କ: ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ ୧୫ ବର୍ଷ ବୟସରେ ସତ୍ୟଜିତ ରାୟଙ୍କ ଚଳଚ୍ଚିତ୍ର 'ମହାନଗର'ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ସେ ୧୯୭୧ ମସିହାରେ 'ଗୁଡ୍ଡି' ଚଳଚ୍ଚିତ୍ର ଜରିଆରେ ପ୍ରସିଦ୍ଧ ହୋଇଥିଲେ।…
Read More...

ବୁଲା କୁକୁରଙ୍କୁ ନେଇ ଗବେଷଣା

ସାମ୍ବାଦିକତା କ୍ଷେତ୍ରର ଏକ ପ୍ରବାଦ ହେଲା ‘ମଣିଷକୁ କୁକୁର କାମୁଡ଼ିଲେ ଖବର ହୁଏ ନାହିଁ, କିନ୍ତୁ ମଣିଷ କୁକୁରକୁ କାମୁଡ଼ିଲେ ତାହା ଖବର ହୋଇଥାଏ।’ ଆଜିର ବିଡ଼ମ୍ବନା ହେଲା, କୁକୁର ମଣିଷଙ୍କୁ କାମୁଡ଼ିଥିବା ଘଟଣା ହିଁ…
Read More...

ଗଣତନ୍ତ୍ରର ସ୍ବରୂପ

ଗଣତନ୍ତ୍ରରେ ଅବଧି ପରେ ଅବଧିରେ ନିର୍ବାଚନ ଅନୁଷ୍ଠିତ ହୁଏ। ଲୋକମାନଙ୍କୁ କେତେ ଧାରଣା ଦିଆଯାଏ; ବହୁ ସମୟରେ ସରକାର ପରେ ସରକାର ପରିବର୍ତ୍ତନ ହୁଏ କିନ୍ତୁ ଯେଉଁ ଅବସ୍ଥାର ଧାରଣା ଦିଆଯାଇଥାଏ ସେ ଅବସ୍ଥା ସେମିତି…
Read More...

(ଅ)ଦ୍ବିତୀୟ ଈଶ୍ବର

ସରକାରୀ ଡାକ୍ତରଖାନାରେ ନିଯୁକ୍ତ ଅନେକ ଡାକ୍ତର ଘରୋଇ ଚିକିତ୍ସା କରୁଥିବା କାହାକୁ ଅଜଣା ନୁହେଁ। ସହରାଞ୍ଚଳର ପ୍ରତି ଗଳିକନ୍ଦିରେ ଖୋଲିଥିବା ଅଧିକାଂଶ ଘରୋଇ କ୍ଲିନିକରେ ଏହି ସରକାରୀ ଡାକ୍ତରମାନେ ହିଁ ଚିକିତ୍ସା…
Read More...

ରକ୍ତ ଭଣ୍ଡାରରେ ଲାଗିବ ସ୍ୱୟଂଚାଳିତ ବର୍ଗୀକରଣ ଯନ୍ତ୍ର

ସମାଜ: ରକ୍ତ ଅଭାବରେ ଯେପରି କାହାର ମୃତ୍ୟୁ ହେବ ନାହିଁ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ରକ୍ତ ସଂଗ୍ରହ, ସଂରକ୍ଷଣ ଓ ଆଧୁନିକ ପଦ୍ଧତିିରେ ଏହାର ପରୀକ୍ଷା ଓ ବର୍ଗୀକରଣ ଦିଗରେ ଗୁରୁତ୍ବ ଦିଆଯାଉଛି। ନୂଆ…
Read More...

୪ ଦିନ କାଳବୈଶାଖୀ, ୧୨ ଜିଲାକୁ ସତର୍କତା

ସମାଜ: ରବିବାର ଅପରାହ୍ଣରେ କାଳବୈଶାଖୀ ଜନିତ ବିଜୁଳି ଘଡଘଡି ସହ ବର୍ଷା ପବନ ଆଶ୍ବସ୍ତି ଆଣିଛି। ଉପକୂଳବର୍ତ୍ତୀ ଜିଲାଗୁଡିକରେ କଳାବୈଶାଖୀ ଜନିତ ଝଡ଼ବର୍ଷା ସାଙ୍ଗକୁ ବଜ୍ରପାତ ଏବଂ କୁଆପଥର ବର୍ଷା ହୋଇଛି। ସୋମବାର ୧୨…
Read More...

ବିଶିଷ୍ଟ ଓଡ଼ିଆ ଅର୍ଥନୀତିଜ୍ଞ ଡ. ମନୋଜ ପଣ୍ଡା ଅର୍ଥ କମିସନ ସଦସ୍ୟ

ସମାଜ: ବିଶିଷ୍ଟ ଓଡ଼ିଆ ଅର୍ଥନୀତିଜ୍ଞ ଡ. ମନୋଜ ପଣ୍ଡାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇତିମଧ୍ୟରେ ଷୋଡ଼ଶ ଅର୍ଥ କମିସନ ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି। ଅର୍ଥନୈତିକ ବ୍ୟାପାର ବିଭାଗ ପକ୍ଷରୁ ପ୍ରକାଶିତ…
Read More...

ମୂଷା ଖାଇଗଲା ଗଞ୍ଜେଇ ଭାଙ୍ଗ, ବିଚାରପତି ତାଜୁବ

ସମାଜ: ଝାଡ଼ଖଣ୍ଡର ଧାନବାଦ ଜିଲାର ଏକ ଥାନାରେ ରଖାଯାଇଥିବା ଜବତ ୯ କିଲୋ ଗଞ୍ଜେଇ ଓ ୧୦ କିଲୋ ଭାଙ୍ଗକୁ ମୂଷାମାନେ ଚଳୁ କରିଦେଇଥିବା ସଂପୃକ୍ତ ଥାନା ଅଧିକାରୀ ସ୍ଥାନୀୟ ଫୌଜଦାରୀ ଅଦାଲତରେ ରିପୋର୍ଟ ଦାଖଲ କରିଛନ୍ତି।…
Read More...

ରକ୍ତସ୍ରାବ ବନ୍ଦ କରିବାରେ ହେମୋସ୍ପ୍ରେ ବ୍ୟବହାର, କିମ୍‍ସ ଦ୍ୱିତୀୟ

ସମାଜ: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡ଼ିକାଲ୍‍ ସାଇନ୍‍ସେସ୍‍ (କିମ୍‍ସ)ରେ ଗ୍ୟାଷ୍ଟ୍ରୋଇନ୍‍ଟେଷ୍ଟାଇନାଲ୍‍ ବ୍ଲିଡ଼ିଂ (ଜିଆଇ) ବନ୍ଦ କରିବା ପାଇଁ ହେମୋସ୍ପ୍ରେର ବ୍ୟବହାର କରାଯାଇଛି। ହେମୋସ୍ପ୍ରେ ବ୍ୟବହାର…
Read More...

୩୩ ରନ୍‌ରେ ଗୁଜରାଟକୁ ହରାଇଲା ଲକ୍ଷ୍ନୌ

ସମାଜ: ଯୁବ ପେସ୍ ବୋଲର ୟଶ୍‌ ଠାକୁର ୫ଟି ଏବଂ ବାମହାତି ସ୍ପିନର କ୍ରୁନାଲ ପାଣ୍ଡ୍ୟା ୩ଟି ୱିକେଟ ନେବାରୁ ରବିବାର ସନ୍ଧ୍ୟାର ଆଇପିଏଲ୍‌ ମ୍ୟାଚ୍‌ରେ ବିଜୟୀ ହୋଇଛି ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ। ପୂର୍ବତନ ଚମ୍ପିଆନ୍…
Read More...

ନିଜ ଖର୍ଚ୍ଚରେ ଏସିଆନ ଚମ୍ପିଆନସିପ୍‌ ଖେଳିବାକୁ ଗଲେ ଋତୁପର୍ଣ୍ଣା ଓ ଶ୍ବେତପର୍ଣ୍ଣା

ସମାଜ: ଚୀନରେ ବ୍ୟାଡ଼ମିଣ୍ଟନ ଏସିଆନ ଚମ୍ପିଆନସିପ୍‌ ଏପ୍ରିଲ ୯ରୁ ୧୪ ପର୍ଯ୍ୟନ୍ତ ଆୟୋଜିତ ହେବ। ଏସିଆର ଏହି ସମ୍ମାନଜନକ ଚମ୍ପିଆନସିପରେ ଦୁଇ ଭଉଣୀ ଋତୁପର୍ଣ୍ଣା ପଣ୍ଡା ଓ ଶ୍ବେତପର୍ଣ୍ଣା ପଣ୍ଡା ମହିଳା ଯୁଗଳରେ…
Read More...

ସୋମବାର ରାଶିଫଳ (ଏପ୍ରିଲ ୦୪)

ମେଷ: ଅଶ୍ୱିନୀ ଓ ଦ୍ଵିଜା ନକ୍ଷତ୍ର ଜାତ ବ୍ୟକ୍ତି ଦୁଃସାହସିକ ପଦକ୍ଷେପ ନେଇ ଅସାଧ୍ୟ କାର୍ଯ୍ୟକୁ ସାଧ୍ୟ କରିପାରନ୍ତି । ଜ୍ଞାନ ଗରିମାଯୁକ୍ତ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। କୃତ୍ତିକାର ସାମାନ୍ୟ ଶୁଭ ଫଳ।…
Read More...

ଚୌଦ୍ୱାରରେ ଲଉଡ଼ି ଉତ୍ସବ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୪ନଂ ୱାର୍ଡ ସ୍ଥିତ ସରଦେଇ ମନ୍ଦିର ପ୍ରାଙ୍ଗଣରେ ଲଉଡ଼ି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଚୌଦ୍ୱାର ଯାଦବ ମହାସଭା ଓ ମା ସରଦେଇ ଲଉଡ଼ି ସଂଘର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ…
Read More...

୫୮ କିଲୋ ଗଂଜେଇ ସହ ଓଏପିଏଫ କନେଷ୍ଟବଳ ଗିରଫ

ବୌଦ୍ଧ: ବେଆଇନ ଗଂଜେଇ ଚାଷକୁ ନେଇ ସମଗ୍ର ରାଜ୍ୟରେ ବୌଦ୍ଧଜିଲା ଚର୍ଚ୍ଚାରେ ରହିଛି। ଜିଲାରେ ଏହି ବେଆଇନ ଚାଷକୁ ନେଇ ଯେତେ ଚର୍ଚ୍ଚା ରହିଛି ବ୍ୟବସାୟ ପଛରେ ଜିଲା ପୁଲିସର କର୍ମଚାରୀ ଓ ଅଧିକାରୀଙ୍କ ସଂପୃକ୍ତିକୁ ନେଇ…
Read More...

କାର ସହ ଗଂଜେଇ ଜବତ ଦୁଇ ଗିରଫ

ବୌଦ୍ଧ: ବୌଦ୍ଧ ପୁଲିସ ପକ୍ଷରୁ ମହାନଦୀ ବ୍ରିଜ ଛକ ଠାରେ ତନଖି କରୁଥିବା ସମୟରେ ଏକ କାରରୁ ୨୦ କେଜି ୫୦୦ ଗ୍ରାମ ଗଂଜେଇ ଜବତ କରିଛି। ମିଳିଥିବା ସୁଚନା ମୁତାବକ ବୌଦ୍ଧ ପୁଲିସ ପକ୍ଷରୁ ଗାଡି ତନଖି ଚାଲିଥିବା ବେଳେ ଏକ…
Read More...

ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ

ଫୁଲବାଣୀ: ବିଜେପି ଦଳର ଜଣେ ବରିଷ୍ଠ ନେତା ତଥା ବିଜେପିର ପୂର୍ବତନ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସତ୍ୟ ନାରାୟଣ ବେହେରା ଲିଖିତ ଭାବରେ ନିଜର ଇସ୍ତଫା ପତ୍ର ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶ ସଭାପତି ମନମୋହନ…
Read More...

ବାଲୁକା କଳା ମାଧ୍ୟମରେ ଭୋଟର ସଚେତନତା କାର୍ଯ୍ୟକ୍ରମ

ଗୋପାଳପୁର: ଗୋପାଳପୁର ବେଳାଭୂମିରେ ନିର୍ବାଚନକୁ ନଜରରେ ରଖି ବାଲୁକା କଳା ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା। ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଏନଏସି ପକ୍ଷରୁ ବାଲୁକା କଳା ଓ ସେଲ୍ଫି ପଏଣ୍ଟ ମାଧ୍ୟମରେ ମେ ୧୩ରେ…
Read More...

ପିକକ ପକ୍ଷରୁ ବିଶ୍ଵ ସ୍ବାସ୍ଥ୍ୟ ଦିବସ ପାଳିତ

ପାଟଣା: ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ପିକକ୍ ପକ୍ଷରୁ ଘଟଗାଁ ଏବଂ ପାଟଣା ବ୍ଲକର ୨୫ଟି ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଚେତନତା ଶୋଭାଯାତ୍ରା,ସଚେତନତା ବୈଠକ ଓ ସାମୁହିକ ଶପଥ ପାଠ ପ୍ରଭୁତି…
Read More...

ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ସତ୍ୟବାଦୀରେ ସ୍ୱାଗତ

ସାକ୍ଷୀଗୋପାଳ: ପୁରୀ ଲୋକସଭା ଆସନର ବିଜେଡ଼ି ସାଂସଦ ପ୍ରାର୍ଥୀ ଅରୂପ କୁମାର ପଟ୍ଟନାୟକ ଓ ସତ୍ୟବାଦୀ ବିଧାନସଭା ଆସନର ବିଜେଡ଼ି ବିଧାୟକ ପ୍ରାର୍ଥୀ ସଞ୍ଜୟ କୁମାର ଦାସବର୍ମା ରବିବାର ସତ୍ୟବାଦୀ ଗସ୍ତରେ ଆସିଥିଲେ। ବିଜୁ…
Read More...

ଆଶୀର୍ବାଦ ଭିକ୍ଷା ପଦ ଯାତ୍ରା ଅନୁଷ୍ଠିତ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଚଣା ବାହାଲ ପଞ୍ଚାୟତ ସାଲେପଡା ଗାଁରେ ବରିଷ୍ଠ ନେତା ଅଜୟ ଦାସ, ପଦଯାତ୍ରା କରି ଆଶୀର୍ବାଦ ଭିକ୍ଷା କରଛନ୍ତି। ଏହି ପଦଯାତ୍ରା ରେ ବୃଦ୍ଧ ବୃଦ୍ଧା ମହିଳାମାନେ ଜୋରସୋରରେ…
Read More...

କାଳବୈଶାଖୀ ପ୍ରଭାବ, ରାସ୍ତା ଉପରେ ଉପୁଡ଼ି ପଡିଛି ସରକାରୀ ହୋର୍ଡିଂ

ପାଟଣା: ରବିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପବନ ବହିବା ସହ ଆଖପାଖ ଅଞ୍ଚଳରେ କୁଆ ପଥର ବର୍ଷା ହୋଇଛି। କେତେକ ସ୍ଥାନ ରେ ଗଛ ଉପୁଡ଼ି ପଡ଼ିଥିବା ବେଳେ ବହୁ ସ୍ଥାନରେ ଟାଇଲ, ଛପର ଘର କ୍ଷତିଗ୍ରସ୍ତ ହୋଇଛି। ଘଟଗାଁ…
Read More...

ଦୂଷିତ ପାଣି ମଧ୍ୟରେ ଜଳ ଯୋଗାଣ, ଜଣ୍ଡିସ ବ୍ୟାପିବା ଆଶଙ୍କା

ସମ୍ବଲପୁର: ସମ୍ବଲପୁରରେ ୨୦୧୪ ମସିହାର ଜଣ୍ଡିସର ତାଣ୍ଡବଲୀଳା ବିଭିଷିକା ଆଜି ମଧ୍ୟ ସହରବାସୀଙ୍କ ମନରେ ଜୀବନ୍ତ ରହିଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗର ଅବହେଳା ପୁଣି ଜଣ୍ଡିସକୁ ଆମନ୍ତ୍ରଣ କରୁଛି। ଜନତାଙ୍କ କୋଟି କୋଟି…
Read More...

ହାଇୱା ଓ କାର ଦୁର୍ଘଟଣା, ଆରୋହୀ ସୁରକ୍ଷିତ

ସମ୍ବଲପୁର: ସ୍ଥାନୀୟ ସାହାସପୁର ଛକ ଠାରେ ରବିବାର ହାଇୱା ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ପ୍ରାପ୍ତ ସୂଚନାନୂଯାୟୀ, ଏହି ଦୁର୍ଘଟଣାରେ କାରର ସମ୍ମୁଖ ଭାଗ ସମ୍ପୁର୍ଣ୍ଣ ଚୁରମାର ହୋଇଥିବା ବେଳେ କାରରେ ଥିବା…
Read More...

ଠକ

ଊନବିଂଶ ଶତାବ୍ଦୀର ଆରମ୍ଭରେ ଦିଲ୍ଲୀର ତତ୍କାଳୀନ ବ୍ରିଟିଶ୍‌‌ ସରକାର ନାଗସାପ ଆତଙ୍କରୁ ସହରକୁ ରକ୍ଷା କରିବା ପାଇଁ ଏକ ଉପାୟ ଚିନ୍ତା କରିଥିଲେ। ମୃତ ନାଗସାପର ଶରୀର ବଦଳରେ ସରକାର ପୁରସ୍କାର ଘୋଷଣା କଲେ। କିଛିଦିନ ପରେ…
Read More...

ବଡ଼ଲୋକ!

କଥାରେ ଅଛି, ବଡ଼ଲୋକ ହେବ, ନୋହିଲେ ବଡ଼ଲୋକଙ୍କ ପାଖେପାଖେ ଥିବ। ଏଠାରେ ବଡ଼ଲୋକ କହିଲେ ଆମ୍ଭେ ଉଚ୍ଚପଦାସୀନମାନଙ୍କୁ କହୁଛୁ; ଯେଉଁମାନଙ୍କ ପାଖରେ ପ୍ରଚୁର ଅର୍ଥ, କ୍ଷମତା, ଖ୍ୟାତି, ସ୍ବୀକୃତି, ପ୍ରତିପତ୍ତି,…
Read More...

ପୋଷାକ ରୁଚିରୁ ଜଳସଙ୍କଟ

କୃଷି, ଶିଳ୍ପ ଓ ଦ୍ରୁତ ସହରୀକରଣ ହିଁ ଜଳସଙ୍କଟର ମୁଖ୍ୟ କାରକ ବୋଲି ଆମେ ଜାଣିଛେ; କିନ୍ତୁ ଆମ ସଭ୍ୟ ସମାଜର ପ୍ରମୁଖ ପରିଚୟ ‘ପୋଷାକ’ର ମଧ୍ୟ ଜଳସଙ୍କଟ ସୃଷ୍ଟି କରିବାରେ କମ୍‌‌ ଭୂମିକା ନାହିଁ। ପୋଷାକରୁ ଜଳସଙ୍କଟର…
Read More...

ହସି ନ ପାରିଲେ, କାନ୍ଦିବା ଆସ!

ହସ କାନ୍ଦ ଭରା ଦୁନିଆ’, ସୁଖ, ଦୁଃଖ ଯେପରି ଗୋଟିଏ ମୁଦ୍ରାର ଦୁଇପାର୍ଶ୍ୱ, ହସ ଓ କାନ୍ଦ ମଣିଷ ଜୀବନର ଦୁଇ ଓଠ। ଏହି ଦୁଇଟି ପ୍ରତ୍ୟେକ ମଣିଷ ପାଇଁ ହିତକର। ଚାଳିଶି, ପଚାଶବର୍ଷ ତଳକୁ ଚାଲିଗଲେ ଦେଖିବା ଲୋକଙ୍କର…
Read More...

କଟକରେ ବ୍ୟାପିଲା କାମଳ – ୭୦ ଆକ୍ରାନ୍ତ

କଟକ: କଟକ ମହାନଗର ନିଗମ (ସିଏମ୍‌ସି)୫୨ନଂ ୱାର୍ଡ଼ ରାଜେନ୍ଦ୍ରନଗର ଅଞ୍ଚଳରେ କାମଳ ଆତଙ୍କ ଦେଖାଦେଇଛି। ୭ରୁ୮ଜଣ ଶିଶୁଙ୍କ ସମେତ ୭୦ରୁ ଅଧିକ ବୟସ୍କ ବ୍ୟକ୍ତି ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଦୂଷିତ ପାଣି ଯୋଗୁଁ…
Read More...

ବିନା ଟେଣ୍ଡରରେ କାର୍ଯ୍ୟାଦେଶ – ସନ୍ଦେହରେ ଅତିରିକ୍ତ ଜିଲାପାଳଙ୍କ ଭୂମିକା

କଟକ: କଟକ ଜିଲାରେ ନିର୍ବାଚନ ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ସୃଷ୍ଟି ହୋଇଛି। ନିର୍ବାଚନ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲାପାଳ ବିନା ଟେଣ୍ଡରରେ ନିର୍ଦିଷ୍ଟ ସଂସ୍ଥାକୁ ୨କୋଟିରୁ ଊର୍ଦ୍ଧ୍ବ ଟଙ୍କାର କାର୍ଯ୍ୟାଦେଶ…
Read More...

ଦେବ ପ୍ରକାଶ ଶତପଥୀ ଓଜେଇଇର ଭାରପ୍ରାପ୍ତ ଅଧ୍ୟକ୍ଷ

ଭୁବନେଶ୍ବର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ପ୍ରଫେସର ଦେବ ପ୍ରକାଶ ଶତପଥୀ ନିଯୁକ୍ତି ପାଇଛନ୍ତି। ଏହା ପୂର୍ବରୁ ସେ ଓଜେଇଇର ସଦସ୍ୟ ଥିଲେ। ଦୀର୍ଘ ବର୍ଷ ହେଲା ସଦସ୍ୟ…
Read More...

ବୟସ୍କ ଧନୀ ତାଲିକାରେ ଲଚ୍ଛମନ

ନୂଆଦିଲ୍ଲୀ: ନିକଟରେ ପ୍ରକାଶ ପାଇଥିବା ଫୋର୍ବସ ଧନୀ ତାଲିକା ଅନୁଯାୟୀ ବିଶ୍ବର ସର୍ବକନିଷ୍ଠ ଧନୀ ହୋଇଛନ୍ତି ବ୍ରାଜିଲର ୧୯ ବର୍ଷୀଅ ଛାତ୍ରୀ ଲିଭିଆ ଭୋଏଟ୍‌। ଲାଟିନ୍‌ ଆମେରିକାର ସର୍ବବୃହତ ବୈଦ୍ୟୁତିକ ମୋଟର ନିର୍ମାତା…
Read More...

ଆଇପିଏଲ-୧୭: ମୁମ୍ବଇ ଆଗରେ ଦିଲ୍ଲୀ ଆହ୍ୱାନ, ହ୍ୟାଟ୍ରିକ୍‌ ଲକ୍ଷ୍ୟରେ ଲକ୍ଷ୍ନୌ

ମୁମ୍ବଇ: ଆଇପିଏଲ-୧୭ ରବିବାର ଦୁଇଟି ମ୍ୟାଚ ଖେଳାଯିବ। ୱାଙ୍ଖଡେ ଷ୍ଟାଡ଼ିୟମରେ ମୁମ୍ବଇ ଇଣ୍ଡିଆନ୍‌ସ -ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ମ୍ୟାଚ ଅପରାହ୍ଣ ୩ଟା୩୦ରୁ ଖେଳାଯିବ। ସେହିପରି ଏକ୍‌ନାରେ ରାତି ୭ଟା ୩୦ରେ…
Read More...

ପୁରୁଷ ହକି ଟେଷ୍ଟ, ଭାରତକୁ ୫-୧ ହରାଇଲା ଅଷ୍ଟ୍ରେଲିଆ

ପର୍ଥ: ଭାରତୀୟ ପୁରୁଷ ହକି ଦଳ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ହକି ଟେଷ୍ଟ ଶୃଙ୍ଖଳାରେ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଶନିବାର ପର୍ଥରେ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ୫-୧ ଗୋଲରେ ଭାରତକୁ ପରାସ୍ତ…
Read More...

ନିର୍ବାଚନ ଭଣ୍ଡୁର କରିବାକୁ ଚୀନ୍‌ର ଚକ୍ରାନ୍ତ

ନୂଆଦିଲ୍ଲୀ: ଚଳିତମାସ ୧୯ରୁ ଲୋକସଭା ସମେତ ଚାରି ବିଧାନସଭା ନିର୍ବାଚନ ପାଇଁ ଭେଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସମଗ୍ର ଦେଶରେ ରାଜନୈତିକ ଗତିବିଧି ବେଶ ଚଳଚଞ୍ଚଳ ହୋଇଉଠିଛି। ତେବେ ଆର୍ଟିଫିସିଆଲ…
Read More...

ପତ୍ନୀ କଂଗ୍ରେସ – ପତି ବିଏସ୍‌ପି: ମତଭେଦ ଯୋଗୁଁ ଘର ଛାଡ଼ିଲେ ସ୍ବାମୀ

ବାଲାଘାଟ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ସମଗ୍ର ଦେଶରେ ରାଜନୈତିକ ପାଣିପାଗ ସରଗରମ ହୋଇଉଠିଥିବା ବେଳେ ମଧ୍ୟପ୍ରଦେଶରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି। ଭିନ୍ନ ରାଜନୈତିକ ଦଳରୁ ପ୍ରତିନିଧିତ୍ବ କରୁଥିବାରୁ ଜଣେ…
Read More...

ଶକ୍ତିଉତ୍ତୋଳନ ଚମ୍ପିଆନସିପ୍‌ – ଓଡ଼ିଶା ଦଳର ହାଇଦରାବାଦ ଗସ୍ତ

କଟକ: ଚଳିତ ଏପ୍ରିଲ ୮ରୁ ୧୨ ପର୍ଯ୍ୟନ୍ତ ହାଇଦରାବାଦ୍‌ରେ ଜାତୀୟ ବରିଷ୍ଠ ଶକ୍ତିଉତ୍ତୋଳନ ଚମ୍ପିଆନସିପ୍‌ ଆୟୋଜିତ ହେବ। ଏଥିରେ ଅଂଶଗ୍ରହଣ କରିବା ଲାଗି ୧୫ ଜଣିଆ ଓଡ଼ିଶା ଦଳ ଶନିବାର ହାଇଦରାବାଦ୍‌ ଗସ୍ତ କରିଛନ୍ତି।…
Read More...

ଆଇପିଏଲ୍‌ – ବଟ୍‌ଲରଙ୍କ ଶତକରେ ଜିତିଲା ରାଜସ୍ଥାନ ରୟାଲ୍‌ସ

ଜୟପୁର: ଆଇପିଏଲ୍‌ରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)ର ବିରାଟ କୋହଲି ପୂରା ୨୦ ଓଭର ଖେଳି ଅପରାଜିତ ଶତକ ହାସଲ କରିଥିଲେ। ହେଲେ ତାଙ୍କ ୮ମ ଆଇପିଏଲ୍‌ ଶତକ ଆର୍‌ସିବିକୁ ଜିତାଇ ପାରିନାହିଁ।…
Read More...

କେମିତି କଟିବ ଏ ସପ୍ତାହ – ଜାଣନ୍ତୁ ରାଶିଫଳ

ମେଷ: ରବିବାର, ସୋମବାର କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। କାର୍ଯ୍ୟ ସିଦ୍ଧି ହେବ। ନୂତନ ନିଯୁକ୍ତି ପାଇପାରନ୍ତି। ମଙ୍ଗଳବାର ଓ ବୁଧବାର ସାବଧାନତା ଲୋଡ଼ା। ଅର୍ଥହାନି ଘଟିପାରେ। ଗୁରୁବାର ଓ ଶୁକ୍ରବାର…
Read More...

ସହାୟତା କର୍ମୀଙ୍କ ଉପରେ ଆକ୍ରମଣ ଘଟଣାରେ ୨ ଇସ୍ରାଏଲ ଅଧିକାରୀ ବହିଷ୍କୃତ

ଡେସ୍କ: ଚଳିତ ସପ୍ତାହରେ ଗାଜାରେ ଏୟାର ଷ୍ଟ୍ରାଇକରେ ୭ ଜଣ ସହାୟତା କର୍ମୀଙ୍କ ମୃତ୍ୟୁ ଘଟଣାର ତଦନ୍ତରେ ଗୁରୁତର ତ୍ରୁଟି ଓ ପ୍ରକ୍ରିୟାର ଉଲ୍ଲଂଘନ ହୋଇଥିବା ଜଣାପଡ଼ିବା ପରେ ଇସ୍ରାଏଲ ସେନା ଦୁଇ ଜଣ ବରିଷ୍ଠ…
Read More...

ଆପ୍ ନେତା ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତ ୧୮ ପର୍ଯ୍ୟନ୍ତ ବୃଦ୍ଧି

ଡେସ୍କ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ ଅଦାଲତ ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତକୁ ଚଳିତ ମାସ ୧୮ ତାରିଖ…
Read More...

ଲାଓସରୁ ଫେରୁଛନ୍ତି ୧୭ ଭାରତୀୟ ଶ୍ରମିକ

ଡେସ୍କ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଲାଓସରେ ଅସୁରକ୍ଷିତ ଭାବେ କାର୍ଯ୍ୟ କରୁଥିବା ୧୭ ଜଣ ଭାରତୀୟ ଶ୍ରମିକ ଘରକୁ ଫେରୁଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଡ. ଜୟଶଙ୍କର ଲାଓସରେ ଥିବା…
Read More...

ମୋଦୀଙ୍କ ଭଳି ଆମେ ମିଛୁଆ ନୁହେଁ – କଂଗ୍ରେସ ଅଧ୍ୟକ୍ଷ

ଡେସ୍କ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ତାଙ୍କ ଦଳ ମିଥ୍ୟା ପ୍ରତିଶ୍ରୁତି ଦେଉନାହିଁ। ଶୁକ୍ରବାର କଂଗ୍ରେସ 'ନ୍ୟାୟ ପତ୍ର' ଶୀର୍ଷକ ଇସ୍ତାହାର ଜାରି…
Read More...

ଇଡି ପରେ ଏନଆଇଏ ପାଳି – ଅଧିକାରୀଙ୍କୁ ଦୁର୍ବୁତ୍ତ ଭାବି ପିଟିଲେ ଲୋକେ

ଡେସ୍କ: ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁରରେ ଜାତୀୟ ତଦନ୍ତକାରୀ ସଂସ୍ଥା - ଏନଆଇଏ ଉପରେ ହୋଇଥିବା ଆକ୍ରମଣକୁ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି। ସେ କହିଛନ୍ତି, ଏ ପ୍ରସଙ୍ଗରେ ଉଭୟ…
Read More...

ତିକ୍ତ ସମ୍ପର୍କ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ରପ୍ତାନିକୁ ଅନୁମତି – ଭାରତକୁ ମାଳଦ୍ୱୀପର ଧନ୍ୟବାଦ

ଡେସ୍କ: ମାଳଦ୍ୱୀପ ଚଳିତ ଆର୍ଥିକ ବର୍ଷରେ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ରପ୍ତାନି କଟକଣା ଉଠାଇଥିବାରୁ ଭାରତକୁ କୃତଜ୍ଞତା ଜ୍ଞାପନ କରିଛି। ୨୦୨୪ ଓ ୨୦୨୫ ମସିହାରେ ମାଳଦ୍ୱୀପକୁ ଭାରତରୁ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ…
Read More...

ଜୀବନ ଓ ସଫଳତା – ଜୟା କିଶୋରୀଙ୍କ ୧୦ଟି ବାଣୀ

ଡେସ୍କ: ଆଧୁନିକ ଦୁନିଆର ମୀରା ନାମରେ ପରିଚିତ ଜୟା କିଶୋରୀ ଭଗବାନ ଶ୍ରୀକୃଷ୍ଣଙ୍କ ଜଣେ ଭକ୍ତ ଓ ଉପାସକ। ତାଙ୍କର କଥା ସବୁ ବର୍ଗର ଲୋକଙ୍କ ପାଇଁ ଉପଯୋଗୀ। ପଶ୍ଚିମବଙ୍ଗର କୋଲକାତାରେ ଜନ୍ମିତ ଜୟ କିଶୋରୀ ଏକାଧାରରେ ଜଣେ…
Read More...

ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ, ଶୁକ୍ରବାର ଯାଞ୍ଚ

ଡେସ୍କ: ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ପାଇଁ ଗୁରୁବାର ସନ୍ଧ୍ୟାରେ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି। ଚଳିତ ମାସ ୨୬ ତାରିଖରେ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଲୋକସଭା ଆସନ ସମେତ ମଣିପୁର ବାହାର…
Read More...

ଲୋକସଭା ନିର୍ବାଚନ ପାଇଁ ଜାତୀୟ ଦଳଗୁଡ଼ିକୁ ପ୍ରସାରଣ ସମୟ ଆବଣ୍ଟନ

ଡେସ୍କ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆକାଶବାଣୀ ଓ ଦୂରଦର୍ଶନରେ ସ୍ୱୀକୃତିପ୍ରାପ୍ତ ଜାତୀୟ ଦଳଗୁଡ଼ିକ ପାଇଁ ପ୍ରସାରଣ ସମୟ ଆବଣ୍ଟନ କାର୍ଯ୍ୟକ୍ରମ ଆଜି ନୂଆଦିଲ୍ଲୀର ରଙ୍ଗ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଆକାଶବାଣୀ ଓ…
Read More...

ଆଚାର୍ଯ୍ୟ ଭାବାନନ୍ଦ ଓ ସରୋଜ ରଂଜନ ପାଇବେ ଓଡ଼ିଆ ଗବେଷଣା ପରିଷଦ ପୁରସ୍କାର

ଡେସ୍କ: କଟକର ପୁରାତନ ସାହିତ୍ୟ ଅନୁଷ୍ଠାନ ‘ଓଡ଼ିଆ ଗବେଷଣା ପରିଷଦ’ର ୨୦୨୩ ବର୍ଷର ପୁରସ୍କାର ଘୋଷିତ ହୋଇଛି। ଲୋକ ସାହିତ୍ୟର ବିଶିଷ୍ଟ ଓ ବର୍ଷୀୟାନ ଗବେଷକ ଆଚାର୍ଯ୍ୟ ଭାବାନନ୍ଦ (ଡକ୍ଟର ଭାବଗ୍ରାହୀ ମିଶ୍ର)…
Read More...

ପାନୀୟ ଜଳ ଯୋଗାଣ ଅଭିଯୋଗ – ସରକାର ଜାରି କଲେ ଟ୍ୱିଟର ହ୍ୟାଣ୍ଡେଲ

ଡେସ୍କ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ପାଉଥିବାରୁ, ଅନେକ ଅଂଚଳରେ ପାନୀୟ ଜଳ ସମସ୍ୟା ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ଜନସାଧାରଣ ଯେଭଳି ପାନୀୟ ଜଳ ଯୋଗାଣ ସମସ୍ୟାର ତୁରନ୍ତ ସମାଧାନ…
Read More...

୪ ଦିନ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଡେସ୍କ: ୨୦୨୪ ଲୋକସଭା ନିର୍ବାଚନ ଓ ଓଡିଶା ବିଧାନସଭା ନିର୍ବାଚନ ନିମନ୍ତେ ରାଜ୍ୟ ସରକାର ୪ ଦିନ ଛୁଟି ଘୋଷଣା କରିଛନ୍ତି। ରାଜ୍ୟରେ ୪ଟି ପର୍ଯ୍ୟାୟରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ…
Read More...

ପାଣି ଟାଙ୍କିରେ ୩୦ ମାଙ୍କଡ଼ଙ୍କ ମୃତଦେହ, ୨ ଶହ ପରିବାର ପିଉଛନ୍ତି ପାଣି

ଡେସ୍କ: ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ ବୁଧବାର ଏକ ପାଣି ଟାଙ୍କିରୁ ପ୍ରାୟ ୩୦ଟି ମାଙ୍କଡ଼ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନନ୍ଦିକୋଣ୍ଡା ପୌରପାଳିକା ଅଧୀନ ନାଗାର୍ଜୁନ ସାଗର ନିକଟରେ ଥିବା ପାଣି ଟାଙ୍କିରୁ ପୌର…
Read More...

୨୦ ଘଣ୍ଟା ପରେ ବୋରୱେଲରୁ ଉଦ୍ଧାର ହେଲା ଶିଶୁ

ଡେସ୍କ: ୨୦ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ୨୦ ଫୁଟ ଗଭୀର ବୋରୱେଲରୁ ଉଦ୍ଧାର ହେଲା ୨ ବର୍ଷର ଶିଶୁ। କର୍ଣ୍ଣାଟକ ବିଜୟପୁରାର ଲାଚୟାଲ ଗାଁରେ ବୁଧବାର ଅପରାହ୍ନରେ ଶିଶୁଟି ଖେଳୁଥିବା ବେଳେ ଏକ ଖୋଲା ବୋରଓ୍ବେଲ ଭିତରେ…
Read More...

ତାଇୱାନରେ ଭୂମିକମ୍ପ – ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଇୱାନରେ ଭୂମିକମ୍ପ ଜନିତ ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ତାଇୱାନର ପ୍ରଭାବିତ ଲୋକଙ୍କ ସହ ଭାରତ…
Read More...

ଔଷଧ ଦର ବୃଦ୍ଧି ଖବର ବିଭ୍ରାନ୍ତିକର ଓ ମିଥ୍ୟା – ସରକାର

ଡେସ୍କ: ଗଣମାଧ୍ୟମରେ ଔଷଧ ଦର ବୃଦ୍ଧି ସମ୍ପର୍କିତ ପ୍ରକାଶିତ ଖବର ବିଭ୍ରାନ୍ତିକର ଓ ମିଥ୍ୟା ବୋଲି ସରକାର କହିଛନ୍ତି। ଏହି ରିପୋର୍ଟ ଅନୁଯାୟୀ ୫୦୦ରୁ ଅଧିକ ଔଷଧ ଦର ବୃଦ୍ଧି ଦ୍ୱାରା ପ୍ରଭାବିତ ହେବ ବୋଲି କେନ୍ଦ୍ର…
Read More...

କବର ଭିତରେ ରହସ୍ୟମୟୀ ମହିଳା, ମୁହଁରେ ଢାଙ୍କିଛି ହାତ

ଡେସ୍କ: ୨୦୨୧ ମସିହାରେ ପେରୁର ଏକ ଭୂତଳ କବରରେ ଜଣେ ମହିଳାଙ୍କୁ ଦଉଡ଼ିରେ ସମ୍ପୂର୍ଣ୍ଣ ବନ୍ଧା ଯାଇଥିବା ଓ ସେ ହାତରେ ମୁହଁ ଘୋଡ଼ାଇ ଥିବା ଦେଖିବାକୁ ମିଳିଥିଲା। ମାର୍କୋସ ଜାତୀୟ ବିଶ୍ୱବିଦ୍ୟାଳୟର…
Read More...

ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ପଦକ୍ଷେପ ନେଉଛନ୍ତି ନିର୍ବାଚନ କମିଶନ – ରାଜୀବ କୁମାର

ଡେସ୍କ: ନିର୍ବାଚନ ଆୟୋଗ ବେଆଇନ ମଦ, ନଗଦ ଟଙ୍କା, ନିଶା ଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ପରିବହନକୁ ରୋକିବା ପାଇଁ ଆନ୍ତଃରାଜ୍ୟ ଓ ଅନ୍ତର୍ଜାତୀୟ ସୀମାରେ କଡ଼ା ନଜର ରଖିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ…
Read More...

ସମସ୍ତ ଭିଭିପାଟ ସ୍ଲିପ୍ ଗଣତି ପ୍ରସଙ୍ଗ – ସୁପ୍ରିମକୋର୍ଟଙ୍କ ରାୟକୁ ପ୍ରଶଂସା

ଡେସ୍କ: କର୍ଣ୍ଣାଟକ ମନ୍ତ୍ରୀ ତଥା କଂଗ୍ରେସ ନେତା ଦିନେଶ ଗୁଣ୍ଡୁ ରାଓ ନିର୍ବାଚନରେ ସମସ୍ତ ଭୋଟର ଭେରିଫାଏଡ୍ ପେପର ଅଡିଟ୍ ଟ୍ରେଲ୍ ପେପର ସ୍ଲିପ୍ ଗଣତି ପାଇଁ ହୋଇଥିବା ଆବେଦନ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ରାୟକୁ…
Read More...

ବିଜେଡିର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି

ଡେସ୍କ: ବିଜୁ ଜନତା ଦଳ ପକ୍ଷରୁ ଆଜି ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ତଥା ଦଳୀୟ ମୁଖ୍ୟ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ପ୍ରାର୍ଥୀମାନଙ୍କ ନାଁ ଘୋଷଣା କରିଛନ୍ତି।…
Read More...

ଅବକାରୀ ନୀତି ମାମଲା – କେଜ୍ରିୱାଲଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ସଂରକ୍ଷିତ

ଡେସ୍କ: ଅବକାରୀ ନୀତି ଦୁର୍ନୀତିରେ ଅର୍ଥ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିବା ଆବେଦନର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ବୁଧବାର ରାୟ…
Read More...

ପାକ ଅଧିକୃତ କାଶ୍ମୀର ପାକିସ୍ତାନର ଅଂଶ ନୁହେଁ

ଡେସ୍କ: ମିଳିତ ଆୱାମୀ ଆକ୍ସନ କମିଟିର ମିରପୁର ଶାଖାର ପ୍ରମୁଖ ନେତା ଆରିଫ ଚୌଧୁରୀ ମଙ୍ଗଳବାର ମିରପୁର ପ୍ରେସ କ୍ଲବରେ ଏକ ସାମ୍ବାଦିକ ସମ୍ମିଳନୀ କରି ପାକ୍ ଅଧିକୃତ କଶ୍ମୀରବାସୀଙ୍କ ପ୍ରତି ପାକିସ୍ତାନ ପ୍ରଶାସନର…
Read More...

ବିଜାପୁର ଏନକାଉଣ୍ଟରରେ ୧୩ ନକ୍ସଲ ନିହତ

ଡେସ୍କ: ବିଜାପୁରରେ ସୁରକ୍ଷା ଏଜେନ୍ସି ସହ ଗୁଳି ବିନିମୟରେ ମୋଟ ୧୩ ଜଣ ନକ୍ସଲ ନିହତ ହୋଇଛନ୍ତି। ନକ୍ସଲ ବିରୋଧୀ ଅଭିଯାନ ଇତିହାସରେ ଛତିଶଗଡ଼ ପୁଲିସକୁ ସବୁଠାରୁ ବଡ଼ ସଫଳତା ମିଳିଛି। ଏପ୍ରିଲ ୧ ଓ ୨ ତାରିଖ ରାତିରେ…
Read More...

ଇସ୍ତାନବୁଲ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ, ୨୯ ମୃତ

ଡେସ୍କ: ଇସ୍ତାନବୁଲର ଏକ ବହୁତଳ କୋଠାର ତଳ ମହଲାରେ ଥିବା ମାସ୍କେରାଡ୍ କ୍ଲବକୁ ବନ୍ଦ କରି ଦିନରେ ମରାମତି କରାଯାଉଥିବା ବେଳେ ଅଗ୍ନିକାଣ୍ଡ ଘଟି ୨୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଇସ୍ତାନବୁଲ ଗଭର୍ଣ୍ଣର ଡାବୁତ…
Read More...

ମୁଖ୍ୟମନ୍ତ୍ରୀଙ୍କ ଫଟୋ ହଟାଇବା ପ୍ରସଙ୍ଗ – ନିର୍ବାଚନ କମିଶନଙ୍କୁ ଭେଟିଲା କଂଗ୍ରେସ

ଡେସ୍କ: ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବିଭ୍ରାନ୍ତିକର ଓ ବିଭାଜନକାରୀ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରି କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି।…
Read More...

ପତଞ୍ଜଳି ସତ୍ୟପାଠରେ ଅସନ୍ତୁଷ୍ଟ ସୁପ୍ରିମକୋର୍ଟ

ଡେସ୍କ: ପତଞ୍ଜଳି ଆୟୁର୍ବେଦ ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣ ଓ ସହ ପ୍ରତିଷ୍ଠାତା ବାବା ରାମଦେବଙ୍କ ବିରୋଧରେ ବିଭ୍ରାନ୍ତିକର ବିଜ୍ଞାପନ ଦେବା ଅଭିଯୋଗରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଜଷ୍ଟିସ୍…
Read More...

ମିଥ୍ୟା ତଥ୍ୟରୁ ମୁକ୍ତି ଦେବ ମିଥ୍ ଆଣ୍ଡ ରିଅଲିଟି ପ୍ଲାଟଫର୍ମ – ନିର୍ବାଚନ ଆୟୋଗ

ଡେସ୍କ: ୨୦୨୪ ସାଧାରଣ ନିର୍ବାଚନ ସମୟରେ ମିଥ୍ୟା ପ୍ରଚାରକୁ ରୋକିବା ପାଇଁ ନିର୍ବାଚନ ଆୟୋଗ ମିଥ୍ ଆଣ୍ଡ ରିଅଲିଟି ନାମକ ଏକ ପ୍ଲାଟଫର୍ମ ଆରମ୍ଭ କରିଛନ୍ତି। ଏହା ନିର୍ବାଚନ କମିଶନଙ୍କ ଅଫିସିଆଲ ୱେବସାଇଟରେ ଉପଲବ୍ଧ…
Read More...

ନିର୍ବାଚନ ୨୦୨୪ – ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ କମିଶନ

ଡେସ୍କ: ଚଳିତ ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକିଥିବା ବେଳେ ଆଜି ନିର୍ବାଚନ କମିଶନ ପର୍ଯ୍ୟାବେଜ୍ଷ୍କ ନିଯୁକ୍ତ କରିଛନ୍ତି। ୬ଟି ରାଜ୍ୟ ଆନ୍ଧ୍ର ପ୍ରଦେଶ, ବିହାର, ମହାରାଷ୍ଟ୍ର, ଓଡିଶା, ବିହାର ଓ…
Read More...

ବିଗୁଡୁଛି ଇଡି ଖେଳ – ସଞ୍ଜୟଙ୍କୁ ଜାମିନ ପରେ ବଢ଼ିଲା ଆଶା, କେଜ୍ରିୱାଲଙ୍କୁ କେବେ

ଡେସ୍କ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆଜି ସର୍ବୋଚ୍ଚ ନ୍ୟାୟାଳୟରେ ଆମ ଆଦମୀ ପାର୍ଟି ସାଂସଦ ତଥା ଉତ୍ତରପ୍ରଦେଶ, ଓଡିଶା ଓ ରାଜସ୍ଥାନର ଦଳୀୟ ମୁଖପାତ୍ର ସଞ୍ଜୟ ସିଂହକୁ ଜାମିନ ମିଳିବା ପରେ ଦିଲ୍ଲୀ…
Read More...

ଓଡିଶାର ୮ଟି ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

ଡେସ୍କ: ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଆଜି ଲୋକସଭା ନିର୍ବାଚନ ନିମନ୍ତେ ଓଡିଶାର ୨୧ଟି ଲୋକସଭା ଆସନ ମଧ୍ୟରୁ ୮ଟି ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ଏଆଇସିସି ଦ୍ୱାରା ଜାରି କରାଯାଇଥିବା ପ୍ରାର୍ଥୀ…
Read More...

ଓଡିଶା ବିଧାନସଭା ପାଇଁ କଂଗ୍ରେସର ୪୯ ଜଣିଆ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ଡେସ୍କ: ଓଡିଶା ବିଧାନସଭା ନିର୍ବାଚନ ନିମନ୍ତେ ପୂର୍ବରୁ ବିଜେଡି ଏବଂ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଆଜି କଂଗ୍ରେସ ଓଡ଼ିଶା ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହି ତାଲିକାରେ ୪୯ ଜଣ…
Read More...

୮ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ବାଚନ କାମ ନଥିବା ସ୍ଥାନକୁ ବଦଳି ନିର୍ଦ୍ଦେଶ

ଡେସ୍କ: ଭାରତୀୟ ନିର୍ବାଚନ କମିଶନ ଆଜି ଓଡିଶାର ୮ ଜଣ ଭାରତୀୟ ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। କମିଶନଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏହି…
Read More...

ନିର୍ବାଚନକୁ ଅଳ୍ପ ଦିନ, ବଢୁଛି ଶଙ୍ଖୁଆଙ୍କ ଚାହିଦା

ଡେସ୍କ: ହିନ୍ଦୁ ଧର୍ମରେ ଯେକୌଣସି କାର୍ଯ୍ୟରେ ଶଙ୍ଖ ବଜାଇବାକୁ ପବିତ୍ର ବୋଲି ଗ୍ରହଣ କରାଯାଇଥାଏ ତେଣୁ ଶଙ୍ଖୁଆ ମାନଙ୍କ ଆବଶ୍ୟକ ପଡିଥାଏ। ଯୁଗ ଯେତେ ବଦଳିଲେ ମଧ୍ୟ ଶଙ୍ଖ ବାଦ୍ୟକୁ ଶୁଭ ସଂକେତ ଭାବେ ପରମ୍ପରାର ପ୍ରତୀକ…
Read More...

ନିର୍ବାଚନୀ ବଣ୍ଡ ନେଇ କହିଲା କଂଗ୍ରେସ – ମୋଦୀ ଦେଶକୁ ସମ୍ପୂର୍ଣ୍ଣ ମିଛ କହିଛନ୍ତି

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ରଦ୍ଦ ହୋଇଥିବା ନିର୍ବାଚନୀ ବଣ୍ଡ ଯୋଜନାକୁ ନେଇ ନିରବତା ଭାଙ୍ଗିବା ପରେ କଂଗ୍ରେସ ମୁଖପାତ୍ର ଜୟରାମ ରମେଶ ସେ ଦେଶ ଆଗରେ ସମ୍ପୂର୍ଣ୍ଣ ମିଛ କହୁଛନ୍ତି ବୋଲି ଅଭିଯୋଗ…
Read More...

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକଳାପ ଦେଶ ପାଇଁ ଭଲ ନୁହେଁ – କେଜ୍ରିୱାଲ

ଡେସ୍କ: ଆମ୍ ଆଦମୀ ପାର୍ଟି (ଆପ୍) ନେତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ରିମାଣ୍ଡ ଅବଧି ଶେଷ ହେବା ପରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରାଯିବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍…
Read More...

କଂଗ୍ରେସ ଠାରୁ ୩୫୦୦ କୋଟି ଟଙ୍କା ଆଦାୟ ପାଇଁ ଦୃଢ଼ ପଦକ୍ଷେପ ନେବ ନାହିଁ ଆୟକର ବିଭାଗ

ଡେସ୍କ: ଲୋକସଭା ନିର୍ବାଚନ ପୂର୍ବରୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା କଂଗ୍ରେସ ପାଇଁ ଆୟକର ବିଭାଗ ସୋମବାର ସୁପ୍ରିମକୋର୍ଟଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇ କହିଛି ଯେ ଗତ ସପ୍ତାହରେ ଜାରି ହୋଇଥିବା ପ୍ରାୟ ୧୭୦୦ କୋଟି…
Read More...

ନୂଆ ଟିକସ ବ୍ୟବସ୍ଥା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ବିଭ୍ରାନ୍ତିକର ତଥ୍ୟ

ଡେସ୍କ: ଆଜିଠାରୁ (ଏପ୍ରିଲ ପହିଲା) ଆରମ୍ଭ ହେଉଥିବା ଆର୍ଥିକ ବର୍ଷରେ ଟିକସ ବ୍ୟବସ୍ଥାରେ କୌଣସି ନୂଆ ପରିବର୍ତ୍ତନ କରାଯିବ ନାହିଁ ବୋଲି ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ନୂଆ ଟିକସ ବ୍ୟବସ୍ଥା ସମ୍ପର୍କରେ ସାମାଜିକ…
Read More...

ଉତ୍କଳ ଦିବସରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଡେସ୍କ: ଆଜି ଓଡ଼ିଶା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ…
Read More...