ବାସ୍ତୁ ଅନୁସାରେ ଏହି କାର୍ଯ୍ୟ କରିବା ଉଚିତ

ପ୍ରତ୍ୟେକ ଘରେ ସୁଖ-ଶାନ୍ତିର ରହିବା ପାଇଁ ସମସ୍ତେ ଇଚ୍ଛା କରିଥାନ୍ତି। ଘରେ ଲକ୍ଷ୍ମୀଙ୍କ କୃପାରୁ ମଧ୍ୟ ଧନ ଲାଭ ହୋଇଥାଏ। ତେଣୁ ଏଥିପାଇଁ ଅନେକ କିଛି ଉପାୟ କରିବାକୁ ପଡିଥାଏ। କିଛି ବ୍ୟକ୍ତି ଘରେ ପୂଜାପାଠ, ଯଜ୍ଞ…
Read More...

ବାନ୍ଧବୀଙ୍କ ଦ୍ୱାରା ରାକ୍ଷୀ ବାନ୍ଧିବାକୁ ବାଧ୍ୟ କରିବାରୁ ଆତ୍ମହତ୍ୟା ଉଦ୍ୟମ କଲେ ଛାତ୍ର

ଅଗରତାଲା: ଜଣେ ସହପାଠିନୀଙ୍କ ଦ୍ୱାରା ରାକ୍ଷି ବାନ୍ଧିବା ପାଇଁ ସ୍କୁଲ୍‍ର ଅଧ୍ୟକ୍ଷ ବାଧ୍ୟ କରିବାରୁ ଜଣେ ୧୮ ବର୍ଷର ଛାତ୍ର ସ୍କୁଲ୍‍ର ଦୁଇ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର…
Read More...

ସଡ଼କ ଦୁର୍ଘଟଣାରେ ତେଲୁଗୁ ଅଭିନେତା ହରିକ୍ରିଷ୍ଣାଙ୍କ ମୃତ୍ୟୁ

ହାଇଦ୍ରାବାଦ୍‍: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଶାଳକ ତଥା କିମ୍ବଦନ୍ତୀ ତେଲୁଗୁ ଅଭିନେତା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଟି ରାମାରାଓଙ୍କ ପୁତ୍ର ନନ୍ଦମୁରୀ ହରିକ୍ରିଷ୍ଣାଙ୍କ ଏକ…
Read More...

କରୀନାଙ୍କ ସ୍ପୃହା

ପଟୌଦି ବେଗମ୍ କରୀନା କପୁର ଖାନ୍ ନିଜ ନୂତନ ପ୍ରସାଧନ ସାମଗ୍ରୀର ବଜାର ପ୍ରବେଶ କରାଇବା ପରେ ଏବେ ପୁଣି ଅନ୍ୟ ଏକ କାମରେ ବ୍ୟସ୍ତ ଅଛନ୍ତି। କରନ୍‌ ଜୋହର୍‌ ନିର୍ଦେଶିତ ‘ତଖତ୍’ରେ କରୀନା ମୁଖ୍ୟ ଭୂମିକାରେ ଦେଖାଦେବେ।…
Read More...

ବ୍ୟସ୍ତ ବିଗ୍‌ ବି

ସିନେଜଗତର ମହାନାୟକ ଭାବେ ଜଣାଯାନ୍ତି ୭୫ ବର୍ଷୀୟ ଅମିତାଭ ବଚ୍ଚନ। ମିଳିଥିବା ଖବର ଅନୁସାରେ, ବହୁ ଚର୍ଚ୍ଚିତ ‘କୌନ୍ ବନେଗା କରୋଡପତି’ର ଆଗାମୀ ସିଜନ୍ ଖୁବ୍ ଶୀଘ୍ର ପ୍ରସାରିତ ହେବାକୁ ଯାଉଛି। ଏହାର ଉପସ୍ଥାପନା…
Read More...

ବଧିରଙ୍କ ପାଇଁ ନିଆଗଲା ନୂତନ ପଦକ୍ଷେପ

ଦକ୍ଷିଣ କୋରିଆର ଜଳବାୟୁ କାରଣରୁ ଅଧିକାଂଶ ସ୍ଥାନୀୟ ଲୋକେ ୪୫ ବର୍ଷ ପରେ ସେମାନଙ୍କ ଶ୍ରବଣ ଶକ୍ତି ହ୍ରାସ ପାଇଥାଏ। ତେବେ ଏଭଳି ପରିସ୍ଥିତିରେ ଏଇ ବଧିର ଲୋକମାନେ ନିଜ ଜୀବନ ନିର୍ବାହ କରିବେ କିପରି? ସେଠାକାର ଏକ…
Read More...

ସିଙ୍ଗଡ଼ା, ଆଳୁଚପର ନାମ ଇଂଜିନିୟର୍..ବମ୍…ବାବା…ଘୋଡ଼ା

ଇନ୍ଦୋରର ରାନୀଗଳି ନିକଟରେ ଏକ ବଡ଼ ଜଳଖିଆ ଦୋକାନ ରହିଛି। ପର୍ଯ୍ୟଟକ ଏଇ ରାସ୍ତା ଦେଇ ଯା’ଆସ କରୁଥିବାବେଳେ ସ୍ଥାନୀୟ ଲୋକଙ୍କର ବାର୍ତ୍ତାଳାପ ଶୁଣି ଆଶ୍ଚର୍ଯ୍ୟ ପ୍ରକାଶ କରନ୍ତି। କାରଣ ସେମାନଙ୍କ କଥା ଚାଲିଥାଏ, ୩୦…
Read More...

ମାଇକ୍ରୋୱେଭ୍ ଖାଦ୍ୟ କେତେ ଉପଯୋଗୀ ?

ଅନେକ ବର୍ଷ ପୂର୍ବେ ମଧ୍ୟ ବିଭିନ୍ନ ପ୍ରାନ୍ତରେ ବଳକା ଖାଦ୍ୟକୁ ରଖାଯାଇ ପୁନଃ ଉପଯୋଗ କରାଯାଉଥିଲା। ଯଦିଓ ସେତେବେଳେ ଆଜିଭଳି ସୁବିଧାମାନ ନଥିଲା, କିନ୍ତୁ ଲୋକେ ବାସି ଖାଦ୍ୟ ଖାଉଥିଲେ। ଏବର ସମୟରେ ପ୍ରତ୍ୟେକ ବର୍ଗର…
Read More...

କୃଷକ ମା’ଙ୍କ ସୁଯୋଗ୍ୟ ସନ୍ତାନ

ପିଲା ଯେତେବେଳେ ସଫଳ ହୁଅନ୍ତି, ସେତେବେଳେ ହିଁ ବାପା-ମା’ ଗୌରବାନ୍ବିତ ଅନୁଭବ କରିବା ସହ ନିଜକୁ ଦୁନିଆର ସବୁଠୁ ସୁଖୀ ବ୍ୟକ୍ତି ବୋଲି ମନେକରନ୍ତି। ଏଇ କଥା କହିଛନ୍ତି ଉତ୍ତର-ପ୍ରଦେଶର ଆହି ଗ୍ରାମ ନିବାସୀ ୬୫ ବର୍ଷୀୟା…
Read More...

ଆମ ଅଭିବୃଦ୍ଧି ବନାମ ତୁମ ଅଭିବୃଦ୍ଧି

ସରଳକୁମାର ଦାସ ସତ୍ୟକୁ ଚିରଦିନ ଲାଗି ଲୁଚାଇ ହେବନାହିିଁ। ଜିଡିପିର ଓଲଟ କ୍ରମ ଗଣନା (ବ୍ୟାକ ସିରିଜ କାଲକୁଲେସନ) ପ୍ରମାଣ କରିଛି ଯେ ଅର୍ଥନୈତିକ ଅଭିବୃଦ୍ଧି ଦୃଷ୍ଟିରୁ ୟୁପିଏ ଶାସନର ଦଶ ବର୍ଷ (୨୦୦୪ରୁ ୨୦୧୪)…
Read More...

ଚେଲା ଚାହାନ୍ତି ଚମତ୍କାର!

ଓଁ ପ୍ରକାଶ ପାଣିଗ୍ରାହୀ ଖବରକାଗଜରେ ବାବାଜୀ-ମାତାଜୀଙ୍କ ଅଲୌକିକ ଘଟଣାର ଦାବିକୁ ଅକ୍ଷରେଅକ୍ଷରେ ସତ ବୋଲି ଭାବୁଥିବା କିଛି ପାଠକଙ୍କ ମଧ୍ୟରୁ ବାବୁ ନବେନ୍ଦ୍ରନାଥଙ୍କ ସହଧର୍ମିଣୀ ଆନନ୍ଦୀ ଦେବୀ ଜଣେ। ଏକ ଚମତ୍କାର…
Read More...

ଦଳଙ୍କ ଛଳ

ଗଣତନ୍ତ୍ରରେ ରାଜନୈତିକ ଦଳଗୁଡ଼ିକର ଭୂମିକା ସର୍ବାଧିକ ମହତ୍ତ୍ବପୂର୍ଣ୍ଣ; ଅଥଚ ସେଗୁଡ଼ିକରେ ଗଣତାନ୍ତ୍ରିକ ମୂଲ୍ୟବୋଧମାନ ଧୀରେଧୀରେ କମିଯାଉଥିବା ଦେଖାଯାଉଛି। ଏପରିକି ସେମାନେ କୌଣସି ନୀତି-ନୈତିକତାର ଧାର୍…
Read More...

ଏନ୍‍କାଉଣ୍ଟରରେ ୨ଆତଙ୍କବାଦୀ ନିହତ

ଜାମ୍ମୁ-କାଶ୍ମୀର: ସୁରକ୍ଷା କର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀମାନେ ହିଜବୁଲ୍‍ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ,…
Read More...

ଜାକର୍ତ୍ତାରେ ଯୁବଶକ୍ତି

ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ ଭାରତର ଯୁବ କ୍ରୀଡ଼ାବିତ୍‌ମାନେ ଯେପରି ସଫଳତା ଅର୍ଜନ କରିଛନ୍ତି, ତାହା ବେଶ୍ ଉଲ୍ଲେଖନୀୟ। ଓଡ଼ିଶା ପାଇଁ ମଧ୍ୟ ଏହା ଗୁରୁତ୍ବପୂର୍ଣ୍ଣ, କାରଣ…
Read More...

ସଚ୍ଚା ବନ୍ଧୁତା

ନିବିଡ଼ ବନ୍ଧୁତ୍ବ ନିକଟରେ ହାର ମାନିଯାଇଥାଏ ସ୍ଥାନ, କାଳ, ପାତ୍ର, ପରିସ୍ଥିତି ସବୁକିଛି। ଅକୃତ୍ରିମ, ସଚ୍ଚୋଟ ବନ୍ଧୁତ୍ବର ଡୋରି ଏତେ ଦୃଢ଼ ଯେ ଏହା ବନ୍ଧୁ ପାଇଁ ନିଜ ଜୀବନ ବାଜି ଲଗାଇ ଦେବାକୁ ବି କୁଣ୍ଠା କରି…
Read More...

ପିପିଲିରେ ଜାତୀୟ କ୍ରୀଡା ଦିବସ ପାଳିତ

ପିପିଲି: ପିପିଲି ସାଂସ୍କୃତିକ ପରିଷଦ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମକୁ ଅବସର ପ୍ରାପ୍ତ କ୍ରୀଡା ବିଭାଗର ଉପ-ନିର୍ଦେଶକ ଡଃ ନୀଳ ମାଧବ ମିଶ୍ର ଉଦଘାଟନ କରିଥିଲେ। ପିପିଲି ପଶୁ ସମ୍ପଦ…
Read More...

ଟ୍ରଲର ଓଲଟି ଡ୍ରାଇଭର ଆହତ

ବ୍ରହ୍ମପୁର: ଛତ୍ରପୁର କଲେଜ ଛକ ନିକଟରେ ମଙ୍ଗଳବାର ରାତିରେ ଏକ ଟ୍ରଲର ଓଲଟି ପଡିଛି। ରାତି ପ୍ରାୟ୧୨.୪୫ସମୟରେ ଏକ ଟ୍ରଲର ଭୁବନେଶ୍ୱରରୁ ବ୍ରହ୍ମପୁର ଗ୍ରାନାଇଟ ପଥର ନେଇ ଯାଉଥିଲା। ଭାରସାମ୍ୟ ହରାଇ ଟ୍ରଲରଟି ରାସ୍ତା…
Read More...

ପୁଲିସ ବେଶରେ ଆସି ମହିଳାଙ୍କ ଘରୁ ଚୋରି

ବରଗଡ଼: ବରଗଡ ନିକଟସ୍ଥ ଜମୁର୍ଡା ଗ୍ରାମର ମହିଳା ଚାଷୀଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ମହିଳା ଚାଷୀ ରାମବାଇ ଦାସ ଓ ତାଙ୍କ ଝିଅ ଘରେ ଶୋଇଥିବା ସମୟରେ ରାତି ପ୍ରାୟ ୧୨.୩୦ ସମୟରେ…
Read More...

ମାଓବାଦୀଙ୍କ ଦ୍ବାରା ଗଛ କାଟି ରାସ୍ତା ଅବରୋଧ

କଳାହାଣ୍ଡି: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଧୀନ ଲାଞ୍ଜିଗଡ଼ - ବନ୍ଧପାରି ରାସ୍ତାକୁ ମାଓବାଦୀମାନେ ଅବରୋଧ କରିଛନ୍ତି। ରାସ୍ତା ଉପରେ ବଡ଼ ବଡ଼ ଗଛ କଟା ହୋଇ ପଡ଼ିଥିବା ଦେଖିବାକୁ ମିଳିଛି।  ଏହାଦ୍ବାରା…
Read More...

ବୁଧବାର ରାଶିଫଳ

ମେଷ: ବ୍ୟୟ ଅଧିକ ହୋଇପାରେ। ମିଠା କଥା କହି ଲୋକଙ୍କୁ ଭୁଲାଇ ନିଜର କରିବାକୁ ଚେଷ୍ଟା କରିବେ। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‍ ରହିବା ଭଲ। ଭ୍ରାତୃଭାବ ଅତୁଟ ରହିବ। ଚକ୍ଷୁପୀଡ଼ା ଉପୁଜି ପାରେ। ବୃଷ: ପ୍ରତ୍ୟେକ…
Read More...

ଅନୁପ୍ରବେଶପାଇଁ  କାଶ୍ମୀରରେ ସୀମାରେ  ପ୍ରସ୍ତୁତ ହୋଇ ରହିଛନ୍ତି ଆତଙ୍କବାଦୀ:  ଜାମ୍ମୁ-କାଶ୍ମୀର ପୁଲିସ ଡିଜି

ବିଜୟପୁର.- କାଶ୍ମୀରରେ ସୀମାରେ ବହୁ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ହୋଇ ରହିଥିବା କଥା ଜାମ୍ମୁ-କାଶ୍ମୀର ପୁଲିସ ଡିଜି ଏସ୍‌ପି ବୈଦ କହିଛନ୍ତି । ଅସ୍ତ୍ର ଶସ୍ତ୍ର ସହ ଆତଙ୍କବାଦୀମାନେ ସୀମାରେ…
Read More...

କଟକରେ ପେଟ୍ରୋଲ ପମ୍ପ ନିକଟରେ  ଜଳିଗଲା ତେଲ ଟ୍ୟାଙ୍କର

କଟକ.- କଟକର ଲିଙ୍କ ରୋଡରେ ଥିବା ସନ୍ତୋଷ ପେଟ୍ରାଲ ପମ୍ପ ନିକଟରେ ଏକ ତେଲ ଟ୍ୟାଙ୍କର ଜଳିଯାଇଛି ।  ଏଥିରୁ ତେଲ ବାହର କରାଯାଇ ପମ୍ପରେ ରଖାଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା । ତେଲଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା ।…
Read More...

ବୁଧବାର ଖୋଲିବ ବାଲିମେଳା ଜଳଭଣ୍ଡାରର ଦୁଇ ଗେଟ

ମାଲକାନଗିରି : ମାଲକାନଗିରି ଜିଲାରେ ଅବସ୍ଥିତ ବାଲିମେଳା ଜଳଭଣ୍ଡାରର ଦୁଇଟି ଗେଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ବୁଧବାର ୧୦ଟାରେ ଏହି ଦୁଇ ଗେଟ ଖୋଲାଯିବ। ମଙ୍ଗଳବାର ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ…
Read More...

କଟକରେ ଆଇନଜୀବୀଙ୍କୁ ପୁଲିସର ମାଡ ଅଭିଯୋଗ

କଟକ.-କଟକରେ ଆଇନଜୀବୀଙ୍କୁ ପୁଲିସ ମାଡ ମାରିଥିବା ଅଭିଯୋଗ ହୋଇଛି । ଦେବୀ ପ୍ରସାଦ ପଟ୍ଟନାୟକ ନାମକ ଆଇନଜୀବୀଙ୍କୁ ପୁଲିସ ମାଡ ମାରିବାରୁ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ଦେବୀଙ୍କୁ ଚିକିତ୍ସା ପାଇଁ…
Read More...

ଭାରତକୁ ଆସିଲା ରୟାଲ ଏନଫିଲ୍ଡ କ୍ଲାସିକ-୩୫୦

ନୂଆଦିଲ୍ଲୀ : ଅଗ୍ରଣୀ ଓ ଲୋକପ୍ରିୟ ଅଟୋମୋବାଇଲ କମ୍ପାନୀ ରୟାଲ ଏନଫିଲ୍ଡ ନିଜର ନୂଆ ମଡେଲ କ୍ଲାସିକ-୩୫୦ ଭାରତ ବଜାର ପ୍ରବେଶ କରାଇଛି। କମ୍ପାନୀ ଏହି ବାଇକର ମୂଲ୍ୟ ୧.୬୨ ଲକ୍ଷ ଟଙ୍କା ରଖିଛି। ରୟାଲ ଏନଫିଲ୍ଡର ଏହି…
Read More...

ସମୁଦ୍ର ଜୁଆର ମାଡରେ ଭାଙ୍ଗିଲା ପାଞ୍ଚ ଘର

ଗଞ୍ଜାମ : ଗଞ୍ଜାମ ଜିଲା ଅର୍ନ୍ତଗତ ପାଳିବନ୍ଧ ଗ୍ରାମପଞ୍ଚାୟତ ଅର୍ନ୍ତଗତ ସମୁଦ୍ରକୂଳରେ ବସବାସ କରୁଥିବା ମତ୍ସ୍ୟଜୀବୀଙ୍କ ପାଇଁ ବିପଦ ବଢିବାରେ ଲାଗିଛି। ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ସାମୁଦ୍ରିକ ଜୁଆର ମାଡରେ…
Read More...

ପାରାଦ୍ୱୀପରେ ବିଦେଶୀ ପକ୍ଷୀର ମୃତଦେହ ଉଦ୍ଧାର

ପାରାଦ୍ୱୀପ : ପାରାଦ୍ୱୀପ ଅଠରବାଙ୍କୀ ଅଞ୍ଚଳରେ ଏକ ବିଦେଶୀ ପକ୍ଷୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ମୃତ ବିଦେଶୀ ପକ୍ଷୀ ଚିଲିକା, ପାରାଦ୍ୱୀପ ଅଞ୍ଚଳରେ ଖୁବ କମ୍‍ ଦେଖାଯାଆନ୍ତି। ମିଳିଥିବା ସୂଚନା ଅନୁସାରେ…
Read More...

ହୀରାକୁଦର ଡ୍ୟାମର ଖୋଲିଲା ୨୫ଟି ଗେଟ୍‌, ମହାନଦୀରେ ମଧ୍ୟମ ଧରଣ ବନ୍ୟା ଆଶଙ୍କା

କଟକ: ମଙ୍ଗଳବାର ହୀରାକୁଦ ଡ୍ୟାମର ୨୫ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ଦିନବେଳେ ୨୦ଟି ଗେଟ୍‌ ଖୋଲାଯାଇଥିବା ବେଳେ ସନ୍ଧ୍ୟା ସମୟରେ ଆହୁରି ୫ଟି ଗେଟ୍‌ ଖୋଲାଯାଇଛି । ୨୫ଟି ଗେଟରେ ପ୍ରତି ସେକେଣ୍ଡରେ ୪ ଲକ୍ଷ…
Read More...

କେରଳ ବନ୍ୟା ପୀଡିତଙ୍କୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସହାୟତା

ବ୍ରହ୍ମପୁର : କେରଳ ବନ୍ୟା ପୀଡିତଙ୍କ ନିମନ୍ତେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଦାୟ ହୋଇଥିବା ୮ ଲକ୍ଷ ଟଙ୍କାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜରିଆରେ କେରଳକୁ ପଠାଯାଇଛି ।…
Read More...

୮୦୦ମି ଦୌଡରେ ମନଜିତଙ୍କୁ ସ୍ୱର୍ଣ୍ଣ : ୫୬ ବର୍ଷରେ ପ୍ରଥମ

ଜାକର୍ତ୍ତା : ଏସିଆନ ଗେମ୍ସରେ ଭାରତ ନିଜର ୯ମ ସ୍ୱର୍ଣ୍ଣ ପଦକ ଜିତି ସାରିଛି। ୮୦୦ମି ଦୌଡରେ ମନଜିତ ସିଂ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ଦୌଡରେ ଭାରତର ଜିନସନ ଜନସନ ଦ୍ୱିତୀୟ ସ୍ଥାନରେ ରହି ରୋପ୍ୟ ପଦକ ଅକ୍ତଆର…
Read More...

ଘରୁ ବାହାରୁଥିବା ଏହି ବିଷାକ୍ତ ବାୟୁ ଯୋଗୁଁ ଭାରତରେ ମରୁଛନ୍ତି ୧୩ଲକ୍ଷ ଲୋକ

ନୂଆଦିଲ୍ଲୀ : ଘର ଭିତରେ ସୃଷ୍ଟି ହେଉଥିବା ବାୟୁ ପ୍ରଦୂଷଣ ଯୋଗୁଁ ଭାରତରେ ବର୍ଷକୁ ୧୩ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହା ଏକ ବଡ ସ୍ୱାସ୍ଥ୍ୟ ଜନିତ ସମସ୍ୟା। ବାହର ବାୟୁ ତୁଳନାରେ ଘର ଭିତରେ ଥିବା ବାୟୁରେ…
Read More...

ଉତ୍ତର ଓଡ଼ିଶାରେ ୫.୦ ତୀବ୍ରତାର ଭୂମିକମ୍ପ

ବାରିପଦା : ଉତ୍ତର ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି ।  ମଙ୍ଗଳବାର ସଂଧ୍ୟା ୬.୩୬ରେ ଆନନ୍ଦପୁର, ବାରିପଦା, ବାଲେଶ୍ୱର, ମୟୁରଭଞ୍ଜ ଜିଲା ବେତନଟୀ, ବଡସାହି ଆଦି ସ୍ଥାନରେ ଭୂମିକମ୍ପ ଝଟକା…
Read More...

 ଏସୀୟ କ୍ରୀଡାର ମହିଳା ୨୦୦ ମିଟର ଦୌଡର ଫାଇନାଲରେ ଦୂତି ଚାନ୍ଦ

ଜାକାର୍ତ୍ତା.- ଇଣ୍ଡୋନେସିଆର ଜାକାର୍ତ୍ତାରେ ଚାଲିଥିବା  ଏସୀୟ କ୍ରୀଡାର ମହିଳା ୨୦୦ ମିଟର ଦୌଡର ଫାଇନାରେ ଓଡିଆ ଝିଅ ଦୂତି ଚାନ୍ଦ ପହଞ୍ଚିଛନ୍ତି ।  ଯୋଗ୍ୟତା ପର୍ଯ୍ୟାୟରୁ ସେମିଫାଇନଲ୍‌କୁ ଉନ୍ନୀତ ହେବା ପରେ ସେ…
Read More...

ଏନସିସି ଶିବିରରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର : ଗଞ୍ଜାମ ଜିଲା ବ୍ରହ୍ମପୁର ଚଣ୍ଡିପଦର ଠାରେ ଅଗଷ୍ଟ ୨୪ ଠାରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଏନସିସି ବାର୍ଷିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛିି। ଏହି ଶିବିରରେ ମଙ୍ଗଳବାର କ୍ୟନ୍ସର ରୋଗ ବିଶେଷଜ୍ଞ ଡ଼ଃ…
Read More...

ଭାଲୁ ଆକ୍ରମଣରେ ମହିଳା ଗୁରୁତର

ଅନୁଗୋଳ : ଅନୁଗୋଳ ଜିଲା ଜରପଡାରେ ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ବୃଦ୍ଧା ପଛେଇ ନାୟକ ଦାନ୍ତ କାଠି ଆଣିବାକୁ ଜଙ୍ଗଲକୁ ଯିବା ସମୟରେ ଏହି ଅଘଟଣ ହୋଇଥିଲା। ଗୁରୁତର ଅବସ୍ଥାରେ ବୃଦ୍ଧା ଜଣକୁ ଅନୁଗୋଳ…
Read More...

ଆନ୍ଦୋଳନ ବେଳେ ଉତ୍ତେଜନା

ପୋଲସରା : ଗଞ୍ଜାମ ଜିଲା ପୋଲସରା ଠାରେ ବିଭିନ୍ନ ଦାବିରେ ବ୍ଲକ ଘେରାଉ କରୁଥିବା ସମୟରେ ପୁଲିସ ଓ ସିପିଆଇ କର୍ମୀଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଆନ୍ଦୋଳନକାରୀ ମାନେ ବ୍ଲକ ଘେରାଉ କରୁଥିବା ସମୟରେ…
Read More...

ଓଡିଶାର  ସତ୍ୟ ତ୍ରିପାଠୀ ହେଲେ ଜାତିସଂଘର  ସହକାରୀ ମହାସଚିବ

ନୂଆଦିଲ୍ଲୀ.- ଓଡିଶାର ସତ୍ୟ ତ୍ରିପାଠୀଙ୍କୁ ଜାତିସଂଘର   ସହକାରୀ ମହାସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେ ଜାତିସଂଘ  ପରିବେଶ ପ୍ରକଳ୍ପର ନ୍ୟୁୟର୍କରେ ଥିବା କାର୍ଯ୍ୟଳୟର ମୁଖ୍ୟ ଭାବେ କାର୍ଯ୍ୟତୁଲାଇବେ । ଜାତିସଂଘର…
Read More...

ନେମାଳ ଗୋଷ୍ଠୀ ସଂଘର୍ଷ: ୧୪୪ ଧାରା ଜାରି

ନେମାଳ: କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ଡଗୋଳରେ ପୁଲିସ ୫ ଜଣଙ୍କୁ ଅଟକ ରଖିଛି। ଘଟଣାସ୍ଥଳରେ କେନ୍ଦ୍ରାଞ୍ଚଳ ଆଇ.ଜି ଓ କଟକ,…
Read More...

ସମ୍ବିଧାନରୁ ଧର୍ମନିରପେକ୍ଷ ଶବ୍ଦ ଉଚ୍ଛେଦ ପାଇଁ ଦାବି

ନୂଆଦିଲ୍ଲୀ: ସମ୍ବିଧାନରୁ ଧର୍ମନିରପେକ୍ଷ ଶବ୍ଦ ଉଚ୍ଛେଦ ପାଇଁ ସନାତନ ସଂସ୍ଥାନ ନାମକ ଏକ ହିନ୍ଦୁ ସଂଗଠନ ଦାବି କରିଛି। ଏଥିପାଇଁ ସମ୍ବିଧାନକୁ ପୁନଃ ସଂଶୋଧନ କରିବାକୁ ସଂଗଠନ ଦାବି କରିଛି। ଅପରକ୍ଷରେ ସଂଗଠନର ଏହି…
Read More...

ମ୍ୟାଲେରିଆ ନିରାକରଣ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ରାଜ୍ୟରୁ ସମ୍ପୂର୍ଣ୍ଣ ଭାବେ ମ୍ୟାଲେରିଆ ନିରାକରଣ ପାଇଁ ରାଜ୍ୟ ସରକାର ଦୁଇଟି ସଂସ୍ଥା ସହିତ ହାତ ମିଳାଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନାଙ୍କ…
Read More...

ଏନ୍‍ଡିଏ ଅମଳରେ ଏନ୍‍ପିଏ ବଢ଼ିଛି

ନୂଆଦିଲ୍ଳୀ: ବର୍ତ୍ତମାନର ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାର ଅମଳରେ ବ୍ୟାଙ୍କ ଏନପିଏ୍‍(ଅନାଦାୟ ଋଣ) ପ୍ରାୟ ୬.୨ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି। ସଂସଦୀୟ କମିଟି ରିପୋର୍ଟରୁ ଏହା ଜଣାପଡ଼ିଛି। ରିପୋର୍ଟକୁ ଅର୍ଥ…
Read More...

ରୋଗୀର ମୃତ୍ୟୁ ପରେ ଆତ୍ମହତ୍ୟା ଉଦ୍ୟମ କଲେ ଡାକ୍ତର

ବରଗଡ଼: ବରଗଡ ସହରରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ବରଗଡ଼ ସହର ଉପକଣ୍ଠ ବନବାସପାଲି ଗ୍ରାମର ଲବଙ୍ଗ ସାହୁ ନାମ୍ନୀ ଜଣେ ମହିଳାଙ୍କ ଚିକିତ୍ସାବେଳେ ମୃତ୍ୟୁ…
Read More...

ବିଧାୟକଙ୍କୁ ମହଙ୍ଗା ପଡିଲା ଗାଳିଗୁଲଜ ଓ ହତ୍ୟା ଧମକ

ଭବାନୀପାଟଣା :- କଳାହାଣ୍ଡି ଜିଲାର ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଜଣେ ଦିବ୍ୟାଙ୍ଗଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ହତ୍ୟା ଧମକ ଦେବା ପ୍ରତିବାଦରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ବିଧାୟକ…
Read More...

ଚାକିରି ମାଗି ଧରାପଡ଼ିଲେ ପୁଲିସ ବାବୁ

ଲକ୍ଷ୍ନୌ: ଅବସର ପରେ ଚାକିରି ଦେବାକୁ ଅନୁରୋଧ କରି ଚର୍ଚ୍ଚାକୁ ଆସିଛନ୍ତି ଉତ୍ତରପ୍ରଦେଶର ଜଣେ ବରିଷ୍ଠ ପୁଲିସ ଅଧିକାରୀ। ସୂର୍ଯ୍ୟ କୁମାର ଶୁକ୍ଲା ନାମକ ଏହି ଆଇପିଏସ୍‍ ଅଫିସର ଜଣକ ଆସନ୍ତା ୩୧ ତାରିଖରେ ଅବସର ଗ୍ରହଣ…
Read More...

ହାଇୱା ଧକ୍କାରେ ଜଣେ ମୃତ

ଢେଙ୍କାନାଳ: ଗନ୍ଦିଆ ଥାନା ଅନ୍ତର୍ଗତ ବାଇଁଶିଆ ଠାରେ ମଙ୍ଗଳବାର ସକାଳେ ଏକ ହାଇୱା ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ମନୋଜ ସାହୁ (୪୨)। ମନୋଜଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା…
Read More...

ଟାଇକୋଣ୍ଡ ଏକାଡେମୀ ପରିସରରେ ୧୮ତମ କଲର ବେଲଟ୍ ପରୀକ୍ଷା ଅନୁଷ୍ଠିତ

ଗଞ୍ଜାମ: ଛତ୍ରପୁର ବ୍ଲକ ମହାନଦାପୁର ଗ୍ରାମ ସ୍ଥିତ ଟାଇକୋଣ୍ଡ ଏକାଡେମୀ ପରିସରରେ ଗଞ୍ଜାମ ଜିଲ୍ଲା ଟାଇକୋଣ୍ଡ ଅସୋସିଏସନ ପକ୍ଷରୁ କୋଚ୍ ଇ.ଲଳିତ କୁମାରଙ୍କ ନେତୃତ୍ୱରେ ୧୮ତମ କଲର ବେଲଟ୍ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି ।…
Read More...

ଫସି ରହିଛନ୍ତି ଭାରତର ୧୫୦ କୈଳାସ ମାନସରୋବର ଯାତ୍ରୀ

ଚେନ୍ନାଇ: ପ୍ରବଳ ବର୍ଷା ଓ ରାସ୍ତା ଧୋଇ ହୋଇଯିବା କାରଣରୁ ତିବତ୍‍ର ସାଗା ଓ କେରୁଙ୍ଗ ମଧ୍ୟରେ ଥିବା ଏକ ପାହାଡ଼ିଆ ଅଞ୍ଚଳରେ ଭାରତର ୧୫୦ ଜଣ କୈଳାସ ମାନସରୋବର ଯାତ୍ରୀ ଫସି ରହିଥିବା ଜଣାପଡ଼ିଛି। ବିନା ଖାଦ୍ୟ ଓ ପାନୀୟରେ…
Read More...

ବିଜେଡିରେ ମିଶିଲେ ୨୦ ବିଜେପି କର୍ମୀ

ଗଞ୍ଜାମ: ବୁଗୁଡା ବ୍ଲକ ଅନ୍ତର୍ଗତ କରଚୁଲି ଗ୍ରାମର ୱାର୍ଡ ସଭ୍ୟ ବସନ୍ତ କୁମାର ନାୟକଙ୍କ ନେତୃତ୍ୱରେ ୨୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଦଳ ତ୍ୟାଗ କରିଛନ୍ତି। ବିଜେପି କର୍ମୀମାନେ ଦଳ ତ୍ୟାଗ କରିବା ପରେ ବିଜୁ ଜନତା ଦଳରେ…
Read More...

ଖଟିଆରେ ବୁହା ହୋଇ ଡାକ୍ତରଖାନାକୁ ଗଲେ ବୃଦ୍ଧ

ଗଞ୍ଜାମ: ସରକାର ଆମ ଗାଁ ଆମବିକାଶ ମାଧ୍ୟମରେ ଗ୍ରାମାଞ୍ଚଳରେ ଅନେକ ବିକାଶ କରାଯାଇଥିବା ବାହସ୍ପଟ ମାରୁଛନ୍ତି । ହେଲେ ବାସ୍ତବିକ ହେଇଛି ନା ନାହିଁ ତାହା କିଛି ଘଟଣା ଦେଖିଲେ ସ୍ୱଷ୍ଟ ହୋଇ ଯାଉଛି। ଗଞ୍ଜାମ ଜିଲ୍ଲାର…
Read More...

ଗଞ୍ଜାମ କଳାକାର ଦଳର ସୁରତ ଯାତ୍ରା

ଗଂଜାମ: ଗଂଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମର ବି. କୈବଲ୍ୟ ରେଡ୍ଡୀ ଆସନ୍ତା ସେପ୍ଟେମ୍ବର ମାସ ୨/୩ ତାରିଖରେ ସୁରତରେ ଥିବା ଓଡିଶା ପରବରେ ଯୋଗ ଦେବାକୁ ଯାଉଛନ୍ତି । ଗଂଜାମର ଏହି ଲୋକ ନୃତ୍ୟ,…
Read More...

ଗଂଜାମ ଓକିଲ ସଂଘ ପକ୍ଷରୁ ଚାରିଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ

ଗଂଜାମ: ଗଂଜାମ ଓକିଲ ସଂଘ ପକ୍ଷରୁ ଚାରିଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ବ୍ରହ୍ମପୁରଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କରି ସଂଘ ପକ୍ଷରୁ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଦୀର୍ଘ ବର୍ଷ ହେଲା…
Read More...

୧୭୧ଟି ପଞ୍ଚାୟତ ପାଇଁ ୩୮.୪୫କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୮ଟି ଜିଲାର ୧୦ଟି ବ୍ଳକ ପାଇଁ ୩୮.୪୫କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକ ଗୁଡିକ ହେଲା- ବରଗଡ ଜିଲାର…
Read More...

ଡିଏମ୍‍କେ ସୁପ୍ରିମୋ ଦାୟିତ୍ୱ ନେଲେ ଷ୍ଟାଲିନ୍‍

ଚେନ୍ନାଇ: ତାମିଲନାଡ଼ୁର ଡିଏମ୍‍କେ ସୁପ୍ରିମୋ ଭାବେ ଏମ୍‍ କେ ଷ୍ଟାଲିନ୍‍ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏମ୍‍ କରୁଣାନିଧି ଅସୁସ୍ଥ ହେବା ପରେ ଗତ ୧ ବର୍ଷ ଧରି ଷ୍ଟାଲିନ୍‍ ଅସ୍ଥାୟୀ ଭାବେ ଦଳୀୟ…
Read More...

ମା’ କନ୍ଧୁଣୀ ଦେବୀଙ୍କ କଣ୍ଟାପିଡ଼ା ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ବ୍ରହ୍ମପୁର: ସୋରଡ଼ାର ପ୍ରସିଦ୍ଧ ମା’ କନ୍ଧୁଣୀ ଦେବୀଙ୍କ କଣ୍ଟାପିଡ଼ା ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ପରମ୍ପରା ଭାବେ ପ୍ରତ୍ୟେକ ବର୍ଷ ଗହ୍ମା ପୂର୍ଣ୍ଣିମାରେ ଶୁଭଖୁଣ୍ଟି ସ୍ଥାପନ କରାଯାଏ ।…
Read More...

ଟ୍ରେକର ଧକ୍କାରେ ଦୃଷ୍ଟିହୀନ ଦିବ୍ୟାଙ୍ଗ ଗୁରୁତର

ବ୍ରହ୍ମପୁର: କେ.ନୂଆଗାଁ ଥାନା ଅନ୍ତର୍ଗତ ମୈସାନପୁର ଛକରେ ଟ୍ରେକର ଧକ୍କାରେ ଦୃଷ୍ଟିହୀନ ଦିବ୍ୟାଙ୍ଗ ଗୁରୁତର ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ମଧ୍ୟାହ୍ନରେ ଲାବନ୍ୟ ପ୍ରଧାନ ନାମକ ଦୃଷ୍ଟିହୀନ ଵ୍ୟକ୍ତି ପାତ୍ରପୁର…
Read More...

ଛାତ୍ରୀଙ୍କ ଶିକ୍ଷାରେ ବାଧକ ସାଜିଛି ଅର୍ଥ

ଭଞ୍ଜନଗର: ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ଲକ୍ଷ ରଖିଥିବା ଜଣେ ଛାତ୍ରୀଙ୍କ ଶିକ୍ଷାରେ ବାଧକ ସାଜିଛି ଅର୍ଥ ଅଭାବ । ଗଂଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ୍ ଅନ୍ତର୍ଗତ କୋକଳବା ଗ୍ରାମର ଜଣେ ବାପା ମାଆ ଛେଉଣ୍ଡ କଲେଜ…
Read More...

କୁସୁମୀ ଆଦର୍ଶ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳନ

ବ୍ରହ୍ମପୁର: କୁକୁଡ଼ାଖଣ୍ଡି ବ୍ଳକ୍ ଅନ୍ତର୍ଗତ ବାଘଲଟି ପଞ୍ଚାୟତର କୁସୁମୀ ଆଦର୍ଶ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁକୁଡ଼ାଖଣ୍ଡି ବିଡ଼ିଓ ଏସ.ଗିରିଧାରୀ ଯୋଗ…
Read More...

ରୌପ୍ୟରେ ସନ୍ତୁଷ୍ଟ ସିନ୍ଧୁ

ଜାକର୍ତ୍ତା: ଏସୀୟ କ୍ରୀଡ଼ା ୨୦୧୮ ମହିଳା ବ୍ୟାଡ୍‍ମିଣ୍ଟନ୍‍ରେ ଭାରତ ପାଇଁ ପି ଭି ସିନ୍ଧୁ ରୌପ୍ୟ ପଦକ ଆଣିଛନ୍ତି। ପୂର୍ବରୁ ଏହି ପ୍ରତିଯୋଗିତାରେ ଭାରତର ଅନ୍ୟତମ ଟେନିସ୍‍ ତାରକା ସାଇନା ନେହେୱାଲ୍‍ କାଂସ୍ୟ ପଦକ…
Read More...

ଶକ୍ତିମାନର ପରାଭବ

କୁଚକ୍ରୀ ଶକୁନିର କୁପରାମର୍ଶରେ ଓ ଖଳମତି ଦୁ​‌େ​‌ର୍ଯ୍ୟାଧନର ଚକ୍ରାନ୍ତରେ ଆୟୋଜିତ କପଟ ପଶା ଖେଳରେ ଯୁଧିଷ୍ଠିର ରାଜ୍ୟ, ଭ୍ରାତା, ଧନସଂପଦ ପତ୍ନୀ, ସବୁକିଛି ବାଜି ଲଗାଇ ହାରି ଯାଇଥିଲେ। ଧର୍ମାତ୍ମା ଯୁଧିଷ୍ଠିର…
Read More...

ତୀରନ୍ଦାଜୀରେ ଭାରତକୁ ରୌପ୍ୟ ପଦକ

ଜାକର୍ତ୍ତା: ତୀରନ୍ଦାଜୀ ଦଳଗତ ପ୍ରତିଯୋଗିତାରେ ଭାରତର ମହିଳା ତୀରନ୍ଦାଜୀମାନେ ଭାରତ ପାଇଁ ରୌପ୍ୟ ପଦକ ଆଣିଛନ୍ତି। ଫାଇନାଲ୍‍ ମ୍ୟାଚରେ ଭାରତୀୟ ଟିମ୍‍ କୋରିଆ ଟିମ୍‍ଠାରୁ ୨୨୮-୨୩୧ ପଏଣ୍ଟରେ ହାରିଯାଇଥିଲେ।
Read More...

ବିପତ୍ତି ଓ ପ୍ରସ୍ତୁତି

ପ୍ରାକୃତିକ ଦୁର୍ବିପାକରୁ ମଣିଷ ଅନେକ ଅଭିଜ୍ଞତା ଅର୍ଜନ କରେ ଏବଂ ସେଥିରୁ ସୁରକ୍ଷିତ ରହିବାର ଉପାୟ ବାହାର କରି ବଞ୍ଚିବା ଶିଖେ। ସଭ୍ୟତାର ଆରମ୍ଭ କାଳରୁ ମଣିଷ ନିଜକୁ ଏହି ପ୍ରକ୍ରିୟାରେ ସୁରକ୍ଷିତ ରଖିବାକୁ ଚେଷ୍ଟା…
Read More...

ଶିଶୁ କାହିଁକି ବୋଝ?

ବ୍ରହ୍ମଚାରୀ ସତ୍ୟଚୈତନ୍ୟ ଜନ୍ମଦାତ୍ରୀଙ୍କ ବ୍ୟତୀତ ପିତାଙ୍କର ଅନ୍ୟ ପତ୍ନୀଙ୍କୁ ସାବତ ମାଆ କୁହାଯାଏ । ବେଳେବେଳେ ପିଲାର ଦୁଷ୍ଟାମିରେ ଅତିଷ୍ଠ ହେଇ ମାଆ ଆକଟ କରେ, ମାରଧର କରେ । ଶିଶୁର କାନ୍ଦ ଦେଖି ଅନ୍ୟମାନେ…
Read More...

ଚିଲିକାରେ ଜଳବିମାନ ବନ୍ଦର ବିପଜ୍ଜନକ

ଦେବେନ୍ଦ୍ରନାଥ ମାନସିଂହ ଚିଲିକାହ୍ରଦ ଏସିଆର ବୃହତ୍ତମ ମଧୁର-ଲୁଣାଜଳ ହ୍ରଦ। ଇରାନ୍‌ର ରାମ୍‌ସାରଠାରେ ଆର୍ଦ୍ରଭୂମି ସୁରକ୍ଷା ସମ୍ପର୍କରେ ଆୟୋଜିତ ଏକ ଆନ୍ତର୍ଜାତିକ ସମ୍ମିଳନୀରେ ଜୈବ ବିିବିଧତାରେ ପରିପୁଷ୍ଟ ଉତ୍କୃଷ୍ଟ…
Read More...

ଶିକ୍ଷାନୁଷ୍ଠାନ ପରିସରରେ ସଡ଼କ ସୁରକ୍ଷା ସଚେତନତା ବୈଠକ

ବ୍ରହ୍ମପୁର:ଆଙ୍କୁଶପୁରଠାରେ ଥିବା ସଂଜୟ ସ୍ମାରକୀ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ ସଡ଼କ ସୁରକ୍ଷା ସମ୍ପର୍କିତ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ପରିବହନ ଅଧିକାରୀ ସଂଜୟ କୁମାର ବିଶ୍ୱାଳଙ୍କ ସଂଯୋଜନାରେ…
Read More...

ଜୀବନ ନେଲା ଜୀବନ ରକ୍ଷାକାରୀ ଉପକରଣ

ରାଏପୁର: ଜୀବନ-ମରଣ ସହିତ ସଂଘର୍ଷ କରୁଥିବା ରୋଗୀଙ୍କ ପାଇଁ ଲାଇଫ୍‍ ସପୋର୍ଟ ସିଷ୍ଟମ୍‍ ବା ଜୀବନ ରକ୍ଷାକାରୀ ଉପକରଣ ଆଧୁନିକ ଚିକିତ୍ସା ବିଜ୍ଞାନ ସେବାର ଏକ ବରଦାନ। କିନ୍ତୁ ଡାକ୍ତର ଓ ନର୍ସଙ୍କ ଉଦାସୀନତା ଯୋଗୁଁ ସେହି…
Read More...

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ମାଡ ଅଭିଯୋଗ

କେନ୍ଦ୍ରାପଡା: ପଞ୍ଚାୟତର କଙ୍ଗାରୁ କୋର୍ଟରେ ଯୁବକଙ୍କୁ ଉଲଗ୍ନ କରି ମାଡ ମାରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ତାଳଚୁଆ ମେରାଇନ ଥାନା ଅନ୍ତର୍ଜତ ରେକ୍ଟା ଗ୍ରାମରେ ଦେଖିବାକୁ…
Read More...

ରେଳ ଧାରଣାରୁ ଅଜଣା ବ୍ୟକ୍ତିର ଶବ ଉଦ୍ଧାର

ଝାରସୁଗୁଡା: ଝାରସୁଗୁଡା ଜିଲା ବେଲପାହାଡ଼ ଠାରେ ଥିବା ରେଳ ଫାଟକ ନିକଟରେ ରେଳ ଧାରଣାରୁ ଏକ ଅଜଣା ବ୍ୟକ୍ତିର ଶବ ପଡିଥିବାର ଦେଖାଯାଇଥିଲା। ବ୍ରଜରାଜନଗର ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି। ମଙ୍ଗଳବାର…
Read More...

ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

ସମ୍ବଲପୁର: ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକର ସାଲେଭଟା ପଂଚାୟତର ପୁର୍ବତନ ସରପନ୍ଚ ପର୍ଶୁରାମ ପ୍ରଧାନଙ୍କୁ ସୋମବାର ଦିନ ସନ୍ଧ୍ୟାରେ ସଂଘବଦ୍ଧ ଆକ୍ରମଣ ଓ ହତ୍ୟା କରାଯାଇଛି। ଚେମର୍ଡା ନିବାସୀ ଶ୍ରୀ ପ୍ରଧାନ ସନ୍ଧ୍ୟା…
Read More...

ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା ଅଭିଯୋଗ

କଟକ: କଟକ ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗୋକୁଳପୁର ଉତ୍ତରସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ନିଜ ପତ୍ନୀକୁ ଶିଳପୁଆରେ ଛେଚି ହତ୍ୟା କରିଛି। ହତ୍ୟାକାଣ୍ଡ ପରେ ଯୁବକ ଜଣକ ବାହାର ପଟୁ କବାଟଦେଇ…
Read More...

ବିବାହିତା ବାପ ଘରେ ରହିପାରିବେ: ସୁପ୍ରିମକୋର୍ଟ

ନୂଆଦିଲ୍ଳୀ: ବିବାହିତ ମହିଳମାନେ ଚାହିଁଲେ ସେମାନଙ୍କ ପସନ୍ଦ ଅନୁଯାୟୀ ଶାଶୂଘର କିମ୍ବା ବାପ ଘରେ ରହିପାରିବେ। ସ୍ୱାମୀ ସହିତ କିମ୍ବା ଶାଶୂ ଘରେ ରହିବା ବାଧ୍ୟତାମୂଳକ ନୁହେଁ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ…
Read More...

ଭାରତ ଫେରିବାକୁ ଉଦ୍‍ବିଗ୍ନ ମାଲ୍ୟା

ନୂଆଦିଲ୍ଲୀ: ପଳାତକ ଘୋଷିତ କିଙ୍ଗଫିସର ମାଲିକ ବିଜୟ ମାଲ୍ୟା ଏବେ ଭାରତ ଫେରିବାକୁ ଉଦ୍‍ବିଗ୍ନ ଅଛନ୍ତି। ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାରୁ ମାଲ୍ୟା ବ୍ୟତିବ୍ୟସ୍ତ ହୋଇପଡ଼ିଥିବା…
Read More...

ପୂର୍ବତନ ମନ୍ତ୍ରୀ ଜୟନାରାୟଣଙ୍କୁ ହତ୍ୟା ଧମକ ଅଭିଯୋଗ

ସମ୍ବଲପୁର: ସୋମବାର ଦିନ ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କୁ ଜଣେ ଅଜଣା ବ୍ୟକ୍ତି ଫୋନରେ ହତ୍ୟା ଧମକ ଦେଇଛି। ଶ୍ରୀ ମିଶ୍ର ଏ ସର୍ମ୍ପକରେ ସମ୍ବଲପୁର ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଶ୍ରୀ ମିଶ୍ରଙ୍କ ସୂଚନା…
Read More...

ଝାରସୁଗୁଡା ଜେଲରେ ବିଚାରଧୀନ କଏଦୀ ମୃତ୍ୟୁ

ଝାରସୁଗୁଡା: ମଙ୍ଗଳବାର ସକାଳୁ ଝାରସୁଗୁଡା ସବ ଜେଲରେ ବିଚାରାଧୀନ କଏଦୀର ମୃତ୍ୟୁ ହୋଇଛି। ମୃତ କଏଦୀ ନାମ ବିନୋଦ କିଷାନ। ସବ୍ ଜେଲରେ କଏଦୀମାନେ ପ୍ରାର୍ଥନା ସାରିବା ପରେ ବିନୋଦଙ୍କ ଦେହ ହଠାତ ଅସୁସ୍ଥ ହୋଇପଡିଥିଲା…
Read More...

ଦିଲ୍ଲୀରେ ପ୍ରବଳ ବର୍ଷା: ବ୍ୟାପକ ଅଞ୍ଚଳ ଜଳମଗ୍ନ

ନୂଆଦିଲ୍ଲୀ: ସୋମବାର ଅପରାହ୍ଣରୁ ଲାଗି ରହିଥିବା ବର୍ଷାରେ ଦିଲ୍ଲୀର କେତେକ ଅଞ୍ଚଳ ସମେତ ଗୁରୁଗାଓଁ ଜଳମଗ୍ନ ହୋଇଛି। ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୪୯.୬ ମିମି ବର୍ଷା ହୋଇଛି। ଗତ ତିନିବର୍ଷ ମଧ୍ୟରେ ଅଗଷ୍ଟ ମାସରେ…
Read More...

ଘରୋଇ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଆଚାର୍ଯ୍ୟ ବିହାରରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ କୋଚିଂ ସେଣ୍ଟରର ଦ୍ୱିତୀୟ ମହଲା ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି…
Read More...

ଏସବିଆଇ ଏଟିଏମକୁ ଭାଙ୍ଗି ଲୁଟ ଉଦ୍ୟମ

ପିପିଲି: ସାତଶଙ୍ଖ ଠାରେ ଥିବା ଏକ ଏସବିଆଇ ଏଟିଏମକୁ ଭାଙ୍ଗି ଲୁଟ ଉଦ୍ୟମ ହୋଇଛି। ସାତଶଙ୍ଖ-ବଳଙ୍ଗା ରାସ୍ତାର ବଜାର ଉପରେ ଥିବା ଏହି ଏସବିଆଇ ଏଟିଏମର ଲୁହା ସଟର ଓ ମେସିନକୁ ଦୁବୁର୍ତ୍ତମାନେ ଭାଙ୍ଗି ଦେଇଛନ୍ତି। ସୋମବାର…
Read More...

ରତ୍ନଚିରା ନଦୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ସୁଆଣ୍ଡୋ: ସତ୍ୟବାଦୀ ଥାନା ଅନ୍ତର୍ଗତ ସେନାପତି ସାହିର ସତ୍ୟବାଦୀ ସେନାପତି ( ୬୫ ) ରତ୍ନଚିରା ନଦୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି । ରବିବାର ଅପରାହ୍ନରେ ଶୌଚ ହେବାପାଇଁ ନଦୀକୁ ଯାଇଥିବା ବେଳେ ତୁଠରେ ଗୋଡ…
Read More...

ଅନଶନରତ ଚାଷୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବରଗଡ: ଫସଲ ବୀମା ଦାବି ନେଇ ପାଇକମାଲ ବ୍ଳକର ପଲସଦା କୃଷି ସମବାୟ ସମିତି ସମ୍ମୁଖରେ ଆଞ୍ଚଳିକ କୃଷକ ସଙ୍ଗଠନ ପଦ୍ମପୁରର ଚାଷୀମାନେ ଅନଶନ ଚଲାଇଥିବା ବେଳେ ଏକ ଦୁଃଖଦ ଘଟଣା ଘଟିଛି। ସୋମବାର ରାତିରେ ଧାରଣା ଦେଉଥିବା…
Read More...

ଜାଣନ୍ତୁ କିପରି କରିବେ ପେଟ୍ରୋଲ, ଡିଜେଲର ରକ୍ଷା

ନୂଆଦିଲ୍ଲୀ : ବହୁଦିନ ଧରି ଭାରତୀୟ ବଜାରରେ ତୈଳ ଦର ବଢି ବଢି ଚାଲିଛି। ସରକାର କମିବା ପାଇଁ ପତିଶୃତି ଦେଇଥିଲେ ମଧ୍ୟ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି। ତେଣୁ ଏହି ତୈଳ ଚଢକରୁ ନିଜକୁ ରକ୍ଷା ପାଇବା ପାଇଁ…
Read More...

ଆସିଲା ଡୁକାଟି ର୍ସ୍କାମ୍ବଲର ବାଇକ

ନୂଆଦଲ୍ଲୀ : ଇଟାଲୀ ବାଇକ ନିର୍ମାଣ କମ୍ପାନୀ ‘ଟୁକାଟି’ ଭାରତରେ ନିଜର ନୂଆ ମଡେଲ ବାଇକ ‘ଡୁକାଟି ର୍ସ୍କାମ୍ବଲର’ ବଜାର ପ୍ରବେଶ କରାଇଛି। ଏହି ବାଇକ୍‍ରେ ୧୧୦୦ ସିସି ଓ ଏଲ-ଟ୍ୟୁନ ଇଞ୍ଜିନ ରହିଛି। ଏହାବ୍ୟତୀତ ଏହି…
Read More...

କାର୍‍ଗିଲ ଯୋଦ୍ଧାଙ୍କୁ ସାହାଯ୍ୟ ଯୋଗାଇବାକୁ ଦିଲ୍ଲୀ ଗଲେ ସ୍ୱାଭିମାନ କଟକର ପ୍ରତିନିଧି

କଟକ ସଦର : କାର୍‍ଗିଲ ଯୋଦ୍ଧା ଲାନ୍ସନାୟକ ସତବୀର ସିଂହଙ୍କ କରୁଣ କାହାଣୀ ଜଣାପଡ଼ିବା ପରେ ସ୍ୱାଭିମାନ କଟକ ଅନୁଷ୍ଠାନ ପକ୍ଷରୁ ଯୋଦ୍ଧାଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ ପୂର୍ବକ ସାହାଯ୍ୟ ଯୋଗାଇ ଦେବା ପାଇଁ ଅନୁଷ୍ଠାନ…
Read More...

ଗୋଷ୍ଠୀ ସଂଘର୍ଷରେ ୧୨ ଆହତ, ୪ ଅଟକ

ଅସୁରେଶ୍ୱର : ନିଶ୍ଚିନ୍ତକୋଇଲି ବ୍ଲକ୍‍ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ସୋମବାର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଉତ୍ତେଜନା ପ୍ରକାଶ ପାଇଛି। ଉଭୟପକ୍ଷ ମଧ୍ୟରେ ଟେକାପଥର ମାଡ଼ ଯୋଗୁଁ ୧୨ ଜଣ ଆହତ ହୋଇଛନ୍ତି। ପୁଲିସ…
Read More...

ସତ୍ୟବାଦୀରେ ଜିଲାପାଳଙ୍କ ଜନଶୁଣାଣି

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ବ୍ଲକ ସଭାଗୃହରେ ଜିଲାପାଳ ଜ୍ୟୋତି ପ୍ରକାଶ ଦାଶଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି । ନୂତନ ଭାବେ ଜିଲ୍ଲାପାଳ ଜନଶୁଣାଣି କାର୍ୟ୍ୟକ୍ରମରେ ଯୋଗ ଦେଇଥିବାରୁ…
Read More...

ଧରାପଡିଲେ ରାଜପଥ ଲୁଟେରା

ବ୍ରହ୍ମପୁର : ଗଞ୍ଜାମ ଜିଲା ଗୋସାଣୀ ନୂଆଗାଁ ଥାନା ଦ୍ୱାରା ଚାରିଜଣିଆ ଜାତୀୟ ରାଜପଥ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି। ଏହି ଚାରିଜଣ ଲୁଟେରା ହେଉଛନ୍ତି ପି ଭେଙ୍କେଟ, ଡି ଆକାଶ, ଜି ଶ୍ରୀହରି, ସୁନୀଲ ବିଷୋଇ।…
Read More...

 ସପୁରି ଭିତରେ ୬୭ କିଲୋ କୋକେନ୍‌ ଚାଲାଣ , ନିଶା କାରାବାର ପାଇଁ ଅଭିନବ ଉପାୟ ଆପଣାଉଛନ୍ତି ବେପାରୀ

ମାଡ୍ରିଡ୍‌.- ନିଶା କାରବାର କରୁଥିବା ଗୋଷ୍ଠୀ ଏକ ନୂଆ ଉପାୟରେ ନିଶା ଚାଲାଣ କରୁଥିବା ବେଳେ  ରୋମ୍‌ର ରାଜଧାନୀ ମାଡ୍ରିଡ୍‌ ଠାରେ ପୁଲିସ ହାତରେ ଧରା ପଡିଛନ୍ତି । ସପୁରି ଭିତରେ କୋକେନ୍‌ ଚାଲାଣ ବେଳେ ପୁଲିସ ଏ ସବୁକୁ…
Read More...

କଳାହାଣ୍ଡିରେ ବନ୍ୟା ପରିସ୍ଥିତି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ କରମାଠ ଗ୍ରାମରେ ବନ୍ୟାପାଣି ମାଡିଆସିଛି। ଏହା ନିକଟରେ ଥିବା କରପା - କରର୍ଲା ରାସ୍ତାର ୫ ରୁ ୬ ଫୁଟ ଉପରେ ବନ୍ୟା ପାଣି ପ୍ରଭାବିତ ହେଉଛି। ଯାହାଫଳରେ ଉଭୟ…
Read More...

ଆମେରିକାର ଭିଡିଓ ଗେମ୍‌ ପ୍ରତିଦ୍ୱନ୍ଦିତା ବେଳେ  ଦୁଇ ଜଣଙ୍କୁ ଗୁଳି କରି ମାରିଲେ ଗେମର୍‌

ଜାକ୍‌ସନ୍‌ଭିଲେ.-  ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡା ପ୍ରଦେଶ  ଜାକ୍‌ସନ୍‌ଭିଲେରେ ଭିଡିଓ ଗେମ୍‌ ପ୍ରତିଦ୍ୱନ୍ଦିତା  ଚାଲିଥିବା ବେଳେ ଜଣ ଗେମ୍‌ର ବନ୍ଧୁକ ଚଳାଇବାରୁ ଦୁଇଜଣଙ୍କର ମୃତ୍ୟ ହୋଇଛି । ଏହି ଭିଡିଓ ଗେମ୍…
Read More...

ପୁଲିସ ଗାଡି ଜାଳିଦେଲେ ଉତ୍ୟକ୍ତ ଲୋକ

ନେମାଳ.- ଦୁଇଟି ଗାଁ ମଧ୍ୟରେ ଲାଗିଥିବା ସଂଘର୍ଷ ଉଗ୍ର ରୂପ ନେଇଛି । ସାଲେପୁର ନେମାଳ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗାଁ ଓ  କାକୁଡିଆ ପଡା ମଧ୍ୟରେ  ଝଗଡା ଲାଗିଥିଲା । ପ୍ରାଥମିକ ସୂଚନା ଅନୁସାରେ  ନରେନ୍ଦ୍ରପୁର…
Read More...

ହ୍ୱାଟସ୍‌ଆପ୍‌ର ଅଭିଯୋଗ କାର୍ଯ୍ୟାଳୟ ଏପର୍ଯ୍ୟନ୍ତ ଭାରତରେ  କାହିଁକି ନାହିଁ : ସରକାର ଓ ହ୍ୱାଟସ୍‌ଆପ୍‌କୁ ପ୍ରଶ୍ନ କଲେ…

ନୂଆଦିଲ୍ଲୀ .- ସୋମବାରରେ ଭାରତରେ ହ୍ୱାଟସ୍‌ଆପ୍‌ କାର୍ଯ୍ୟାଳୟ କାହିଁକି ନାହିଁ ବୋଲି ସୁପ୍ରିମ କୋର୍ଟ ପ୍ରଶ୍ନ କରିଛନ୍ତି  । ଭାରତ ସରକାରଙ୍କ ସହ ହ୍ୱାଟସ୍‌ଆପ୍‌କୁ ସୁପ୍ରିମକୋର୍ଟ ଏ ବିଷୟରେ ପ୍ରଶ୍ନ କରିଛନ୍ତି ।  …
Read More...

୩୭ ବର୍ଷ ତଳେ ହୋଇଥିବା ବିମାନ ଅପହରଣର ଦୁଇ ଅଭିଯୁକ୍ତଙ୍କୁ  ଖଲାସ କଲେ ଅଦାଲତ

ନୂଆଦିଲ୍ଲୀ.-  ୧୯୮୧ ମସିହାରେ ଏୟାର ଇଣ୍ଡିଆର ଏକ ବିମାନ ଅପହରଣ ମାମଲାରେ ଦୁଇ ଜଣ ଅଭିଯୁକ୍ତୁଙ୍କୁ ଦିଲ୍ଲୀରେ ଏକ ଅଦାଲତ ନିର୍ଦୋଷରେ ଖଲାସ କରିଛନ୍ତି ।  ଖଲିସ୍ତାନ ସମର୍ଥକ ଏହି ଦୁଇଜଣ ୧୯୮୧ ମସିହାରେ ଏୟାର ଇଣ୍ଡିଆର…
Read More...

ସିନ୍ଧୁ ନଦୀ ଜଳ ବଣ୍ଟନ ରାଜିନାମା ବିଷୟରେ ଲାହୋରରେ ଆଲୋଚନା କରିବେ ଭାରତ ଓ ପାକିସ୍ତାନ

ନୂଆଦିଲ୍ଲୀ.- ସିନ୍ଧୁ ନଦୀର ଜଳ ବିବାଦ ସମାଧାନ ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ରାଜିନାମା ବିଷୟରେ ଉଭୟ ଦେଶ ଆଲୋଚନା କରିବା ପାଇଁ ରାଜି ହୋଇଛନ୍ତି । ଅଗଷ୍ଟମାସ ୨୯-୩୦ ତାରିଖରେ ପାକିସ୍ତାନର ଲାହୋରରେ ଏହି…
Read More...

ଥାନା ତରଫରୁ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ବଣ୍ଟନ

ବ୍ରହ୍ମପୁର: କୋଦଳା ଥାନା ତରଫରୁ ଅଞ୍ଚଳର ୪୫ ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ବଣ୍ଟନ କରିବା ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କୋଦଳା ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ଅଧ୍ୟକ୍ଷତା…
Read More...