www.samajalive.in
Saturday, December 6, 2025
15.1 C
Bhubaneswar

ବାସ୍ତୁ ଅନୁସାରେ ଏହି କାର୍ଯ୍ୟ କରିବା ଉଚିତ

ପ୍ରତ୍ୟେକ ଘରେ ସୁଖ-ଶାନ୍ତିର ରହିବା ପାଇଁ ସମସ୍ତେ ଇଚ୍ଛା କରିଥାନ୍ତି। ଘରେ ଲକ୍ଷ୍ମୀଙ୍କ କୃପାରୁ ମଧ୍ୟ ଧନ ଲାଭ ହୋଇଥାଏ। ତେଣୁ ଏଥିପାଇଁ ଅନେକ କିଛି ଉପାୟ କରିବାକୁ ପଡିଥାଏ। କିଛି ବ୍ୟକ୍ତି ଘରେ ପୂଜାପାଠ, ଯଜ୍ଞ ଇତ୍ୟାଦି କରି ବାସ୍ତୁ ଅନୁସାରେ ଘର ତିଆରି କରିଥାନ୍ତି। ବାସ୍ତୁ ଅନୁସାରେ କିଛି ଜିନିଷ ଘରେ ରଖିବା ଦ୍ୱାରା ମଧ୍ୟ ଧନ ବୃଦ୍ଧି ହୋଇଥାଏ।
ବାସ୍ତୁ ସମ୍ବନ୍ଧରେ ଜାଣନ୍ତୁ:
ଡାଇନିଂ ଟେବୁଲ ସହ ଦର୍ପଣକୁ ପୂର୍ବ କିମ୍ବା ଉତ୍ତର ଦିଗରେ ରଖିବା ଉଚିତ।
ଆଲମାରୀକୁ ଶୋଇବା ଘରର ଉତ୍ତର-ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ରଖିବା ଉଚିତ।
ଟିଭି ଓ ଏସିକୁ ଦକ୍ଷିଣ-ପୂର୍ବ ଦିଗରେ ରଖିବା ଉଚିତ।
ପାଠ ପଢିବା ପାଇଁ ପୂର୍ବ ଦିଗ ଉତ୍ତମ ହୋଇଥାଏ। ପାଠ ପଢିବା ବେଳେ ସର୍ବଦା ପୂର୍ବ ଦିଗକୁ ମୁହଁ କରିବା ଉଚିତ।
ଆଲମାରୀକୁ ସର୍ବଦା ଦକ୍ଷିଣ ଦିଗରେ ରଖନ୍ତୁ। ଯେପରି ଆଲମାରୀ ଖୋଲିବା ବେଳେ ତାର ମୁହଁ ଉତ୍ତର ଦିଗକୁ ରହୁଥିବା ଆବଶ୍ୟକ। ଏପରି କରିବା ଦ୍ୱାରା ଘରେ ଧନର ଅଭାବ ରହି ନଥାଏ।
ଶୋଇବା ସମୟରେ ଆୟୁ ବୃଦ୍ଧି ପାଇଁ ପୂର୍ବ କିମ୍ବା ଦକ୍ଷିଣ ଦିଗକୁ ମୁହଁ କରନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories