ପାରାଦ୍ୱୀପ : ପାରାଦ୍ୱୀପ ଅଠରବାଙ୍କୀ ଅଞ୍ଚଳରେ ଏକ ବିଦେଶୀ ପକ୍ଷୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ମୃତ ବିଦେଶୀ ପକ୍ଷୀ ଚିଲିକା, ପାରାଦ୍ୱୀପ ଅଞ୍ଚଳରେ ଖୁବ କମ୍ ଦେଖାଯାଆନ୍ତି। ମିଳିଥିବା ସୂଚନା ଅନୁସାରେ ବିଦେଶୀ ପକ୍ଷୀଟି ୩୩କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଦ୍ୱାରା ପକ୍ଷୀଟିର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ସୂଚନା ପାଇବା ପରେ କୁଜଙ୍ଗ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବାପରେ ଶବ ବ୍ୟବଛେଦ ପାଇଁ ପଠାଇ ଦେଇଛି।
Popular Categories



