www.samajalive.in
Monday, December 8, 2025
14.1 C
Bhubaneswar

ଅଗଷ୍ଟ ମାସରେ ଏହି ସବୁ ଦିନ ବ୍ୟାଙ୍କ ବନ୍ଦ

ନୂଆଦିଲ୍ଲୀ – ଅଗଷ୍ଟମାସରେ ସାରା ଦେଶରେ ବିଭିନ୍ନ ରାଜ୍ୟମାନଙ୍କରେ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ ।

ଅଗଷ୍ଟ ୬ ତାରିଖ ପ୍ରଥମ ରବିବାର
ଅଗଷ୍ଟ ୮ ତାରିଖ ସିକିମ୍‌ରେ ସ୍ୱତନ୍ତ୍ର ଭାବେ ତେଦେଙ୍ଗ ଲୋହ ରମ୍‌ ଫଟ୍‌ ପାଳନ ପାଇଁ ବନ୍ଦ
ଅଗଷ୍ଟ ୧୨ ତାରିଖ ଦ୍ୱିତୀୟ ଶନିବାର
ଅଗଷ୍ଟ ୧୩ ରବିବାର
ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ପାଇଁ ସାରା ଭାରତରେ ବ୍ୟାଙ୍କ ବନ୍ଦ
ଅଗଷ୍ଟ ୧୬ ଅଗଷ୍ଟ ପାର୍ସି ନବ ବର୍ଷ ପାଇଁ ମହାରାଷ୍ଟ୍ରରେ ବ୍ୟାଙ୍କ ବନ୍ଦ
ଅଗଷ୍ଟ ୧୮ ଶ୍ରୀ ଶଙ୍କର ଦେବଙ୍କ ଜୟନ୍ତୀ ପାଇଁ ଆସାମରେ ଛୁଟି
ଅଗଷ୍ଟ ୨୦ ରବିବାର
ଅଗଷ୍ଟ ୨୬ ଚତୁର୍ଥ ଶନିବାର
ଅଗଷ୍ଟ ୨୭ ରବିବାର
ଅଗଷ୍ଟ ୨୮ ତାରିଖର୍ ଓନମ ପାଇଁ କେରଳରେ ବ୍ୟାଙ୍କ ବନ୍ଦ
ଅଗଷ୍ଟ ୨୯ ତିରୁବେନମ୍‌ ପାଇଁ କେରଳରେ ବ୍ୟାଙ୍କ ବନ୍ଦ
ଅଗଷ୍ଟ ୩୦ରେ ରକ୍ଷା ବନ୍ଧନ ପାଇଁ ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ
ଅଗଷ୍ଟ ୩୧ ପାଙ୍ଗ ଲୋହାବୋସଲ୍‌ ପାଇଁ ଉତ୍ତାରଖଣ୍ଡ ଏବଂ ଆସାମ ସହ ଅନେକ ରାଜ୍ୟରେ ବ୍ୟାଙ୍କ ହଲିଡେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories