www.samajalive.in
Sunday, December 7, 2025
23.1 C
Bhubaneswar

ଆମାଜନ୍‌ ସେଲ୍‌ ଆରମ୍ଭ; ମିଳୁଛି ୮୦ ପ୍ରତିଶତ ରିହାତି, ତାଲିକାରେ ଅଛି ଆଇଫୋନ, ମାତ୍ର ୨ ଦିନ ପାଇଁ..

ନୂଆଦିଲ୍ଲୀ : ଆମାଜନ୍‌ ସେଲ୍‌ ଆରମ୍ଭ । Amazon Prime Day Sale ଆରମ୍ଭ ହୋଇ ସାରିଛି । ଏଥିରେ ଅଧା ଦାମ୍‌ ରେ ଅନେକ ଜିନିଷ କିଣି ପାରିବେ ।
ଏହି ସେଲ୍‌ ରେ ନୂଆ ସ୍ମାର୍ଟଫୋନ୍‌ କିଣିବା ଠାରୁ ଆରମ୍ଭ କରି ସ୍ମାର୍ଟ ଟିଭି ପର୍ଯ୍ୟନ୍ତ ଫାଇଦା ଉଠାଇ ପାରିବେ । ନୂଆ ସେଲ୍‌ରେ ଆପଣ ସ୍ମାର୍ଟଫୋନ, ଲାପଟପ୍‌, ସ୍ମାର୍ଟ ଟିଭି ସହ ଅନେକ ଜିନିଷ କମ୍‌ ଦାମ୍‌ ରେ ପାଇପାରିବେ । ଏସବୁରେ ଆକର୍ଷଣୀୟ ଅଫର୍‌ ମଧ୍ୟ ମିଳୁଛି ।
ଏହି ସେଲ୍‌ ୨୦ ଜୁଲାଇରେ ଆରମ୍ଭ ହୋଇ ୨୧ ଜୁଲାଇ ପର୍ଯ୍ୟନ୍ତ ରହିବ ।

ସେଲ୍‌ ରେ ଆଇଫୋନ୍‌ ୧୩କୁ ୪୭,୭୯୯ ଟଙ୍କାରେ କିଣିପାରିବେ । ଏହି ମଡେଲ୍‌ ର ପ୍ରକୃତ ମୂଲ୍ୟ ୫୯,୯୦୦ ଟଙ୍କା । ଏଥିରେ ବ୍ୟାଙ୍କ ଅଫର୍‌ ସହ ରିହାତି ମଧ୍ୟ ରହିଛି ।

- Advertisement -

ଏହା ବ୍ୟତୀତ ୱାନ୍‌ ପ୍ଲସ୍‌ ର ବିଭିନ୍ନ ସ୍ମାର୍ଟଫୋନ୍‌ କୁ ମଧ୍ୟ ରିହାତିରେ କିଣି ପାରିବେ । ଏଥିରେ ରିହାତି ସହ ବ୍ୟାଙ୍କ ଅଫର୍‌ ମଧ୍ୟ ରହିଛି ।

ଦେଖନ୍ତୁ ଭିଡିଓ; ଷ୍ଟଣ୍ଟ କରି କୁମ୍ଭୀର ପାଟିରେ ମୁଣ୍ଡ ଭର୍ତ୍ତି କଲେ ବ୍ୟକ୍ତି, ଆଉ ତା’ପରେ…

ସେହିଭଳି ଶସ୍ତାରେ ସ୍ମାର୍ଟ ଟିଭି ମଧ୍ୟ କିଣି ପାରିବେ । ସ୍ମାର୍ଟ ଟିଭି ମୂଲ୍ୟ ୬,୯୯୯ ଟଙ୍କାରୁ ଆରମ୍ଭ ହେଉଛି ।

ଆମାଜନ୍‌ ସେଲ୍‌ ରେ ଟିଭିରେ ବ୍ୟାଙ୍କ ରିହାତି ମଧ୍ୟ ମିଳୁଛି । କିଛି ମଡେଲ୍‌ ଏମଆରପିରୁ ପ୍ରାୟ ଅଧା ଦାମ୍‌ ରେ ମିଳୁଛି । ଯାହା ଏକ ଭଲ ସୁଯୋଗ ।

ରବିବାର ଗୁରୁ ପୂର୍ଣ୍ଣିମାରେ ଦୁର୍ଲଭ ସଂଯୋଗ ;ଏହି ରାଶିଙ୍କ ଚମକିବ ଭାଗ୍ୟ, ମିଳିବ ବଡ ସଫଳତା..

ଏହି ସେଲ୍‌ ରେ ୮୦ ପ୍ରତିଶତ ରିହାତି ଲାପଟପ୍‌, ସ୍ମାର୍ଟ ଘଣ୍ଟା ଓ ହେଡ୍‌ ଫୋନ୍‌ ମଧ୍ୟ ମିଳୁଛି । ଏଠାରେ ବଡ ସଞ୍ଚୟ କରିବାର ସୁଯୋଗ ଆସିଛି ।

ଏହି ସେଲ୍‌ ବର୍ଷକୁ ମାତ୍ର ଥରେ ଆସିଥାଏ । ଯେଉଁଥିରେ ଆପଣଙ୍କୁ ଅନେକ ଉତ୍ତମ ଅଫର୍‌ ମିଳିଥାଏ ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories