ରବିବାର ଗୁରୁ ପୂର୍ଣ୍ଣିମାରେ ଦୁର୍ଲଭ ସଂଯୋଗ ;ଏହି ରାଶିଙ୍କ ଚମକିବ ଭାଗ୍ୟ, ମିଳିବ ବଡ ସଫଳତା..

ଚଳିତ ବର୍ଷ ଗୁରୁ ପୂର୍ଣ୍ଣିମାରେ ଦୁର୍ଲଭ ସଂଯୋଗ ସୃଷ୍ଟି ହେବାକୁ ଯାଉଛି । ଆଷାଢ ପୂର୍ଣ୍ଣିମାରେ ପାଳନ ହେଉଥିବା ଏହି ଗୁରୁ ପୂର୍ଣ୍ଣିମା ଦିନ ଅନେକ ଶୁଭ ଯୋଗ ସୃଷ୍ଟି ହେବାକୁ ଯାଉଛି । ଏହି ଯୋଗ ଫଳରେ ୩ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଚମକିବ । ମହାଭାରତର ରଚୟିତା ମହର୍ଷି ବେଦ ବ୍ୟାସଙ୍କ ଜନ୍ମଦିନ ଆଷାଢ ପୂର୍ଣ୍ଣିମା ରୂପରେ ପାଳନ କରାଯାଏ । ଚଳିତ ବର୍ଷ ଗୁରୁ ପୂର୍ଣ୍ଣିମା ୨୧ ଜୁଲାଇ ୨୦୨୪ ରବିବାର … Continue reading ରବିବାର ଗୁରୁ ପୂର୍ଣ୍ଣିମାରେ ଦୁର୍ଲଭ ସଂଯୋଗ ;ଏହି ରାଶିଙ୍କ ଚମକିବ ଭାଗ୍ୟ, ମିଳିବ ବଡ ସଫଳତା..