ଦେଖନ୍ତୁ ଭିଡିଓ; ଷ୍ଟଣ୍ଟ କରି କୁମ୍ଭୀର ପାଟିରେ ମୁଣ୍ଡ ଭର୍ତ୍ତି କଲେ ବ୍ୟକ୍ତି, ଆଉ ତା’ପରେ…

ନୂଆଦିଲ୍ଲୀ : କୁହାଯାଏ, ହିଂସ୍ର ଜଙ୍ଗଲୀ ଜୀବଜନ୍ତୁଙ୍କୁ ପୋଷା ଭାବି ସେମାନଙ୍କ ସହ ଲାଗିବା ଭୁଲରେ ମଧ୍ୟ ଉଚିତ୍‌ ନୁହେଁ । ଏହାର ଫଳ ସର୍ବଦା ଭୟଙ୍କର ହୋଇଥାଏ । ନିକଟରେ ସୋସିଆଲ ମିଡିଆରେ ସେଭଳି ହିଁ ଏକ ଭିଡିଓ ବେଶ ଭାଇରାଲ୍‌ ହେଉଛି । ଅନେକ ସମୟରେ ଫିଲ୍ମ କିମ୍ବା ଶୋ’ରେ ହିଂସ୍ର ଜନ୍ତୁଙ୍କ ସହ ଅନେକ ଷ୍ଟଣ୍ଟ କରୁଥିବା ଦେଖାଯାଏ । ଏହି ଭିଡିଓ ମଧ୍ୟ ସେଭଳି ଏକ ଉଦାହରଣ, କିଛି ଲୋକେ ଜାଣତରେ … Continue reading ଦେଖନ୍ତୁ ଭିଡିଓ; ଷ୍ଟଣ୍ଟ କରି କୁମ୍ଭୀର ପାଟିରେ ମୁଣ୍ଡ ଭର୍ତ୍ତି କଲେ ବ୍ୟକ୍ତି, ଆଉ ତା’ପରେ…