www.samajalive.in
Tuesday, December 9, 2025
17.1 C
Bhubaneswar

ଅଯୋଧ୍ୟାରେ ଶୋଭାପାଇବ ପାଇବ ରାମଙ୍କ ସ୍ବର୍ଣ୍ଣଖଚିତ ଧନୁତୀର

ଅଯୋଧ୍ୟା : ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରରେ ରାମଲାଲାଙ୍କ ମୂର୍ତ୍ତି ପ୍ରତିଷ୍ଠା କରାଯିବ। ଏହି ପରିପ୍ରେକ୍ଷୀରେ ଅଯୋଧ୍ୟାସ୍ଥିତ ଅମାଭା ରାମ ମନ୍ଦିର ପକ୍ଷରୁ ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ୨.୫ କିଲୋ ଓଜନର ସ୍ବର୍ଣ୍ଣଖଚିତ ଧନୁତୀର ଉପହାର ଦିଆଯିବ ବୋଲି ଜଣାପଡିଛି। ଚେନ୍ନଇରେ ଏହି ଧନୁ ତୀର ପ୍ରସ୍ତୁତ କରାଯାଉଛି। ୧୯ ସୁଦ୍ଧା ଏହା ‘ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ’କୁ ହସ୍ତାନ୍ତର କରାଯିବ ବୋଲି କୁହାଯାଇଛି।

ବାଲ୍ମିକୀ ରାମାୟଣରେ ବର୍ଣ୍ଣିତ ରାମଙ୍କ ଧନୁ ଡିଜାଇନରେ ନୂତନ ଧନୁ ପ୍ରସ୍ତୁତ କରାଯାଇଛି। ଚେନ୍ନଇର ଏହି କାରିଗରଙ୍କ ପରିବାର ବିଗତ ୨୦୦ ବର୍ଷ ଧରି ପାରମ୍ପରିକ ଢଙ୍ଗରେ ଧନୁ ତୀର ନିର୍ମାଣ କରିଆସୁଛନ୍ତି। ରାମଙ୍କ ଧନୁରେ ୨୩ କ୍ୟାରେଟ ଯୁକ୍ତ ୭୦୦ ଗ୍ରାମ ସୁନା ବ୍ୟବହାର କରାଯାଇଥିବା କୁହାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories