www.samajalive.in
Monday, December 15, 2025
24.1 C
Bhubaneswar

ଆଇପିଏଲ କ୍ରିକେଟ୍-୨୦୧୯ : ଆଜି ରାଜସ୍ତାନ ବନାମ ଚେନ୍ନଇ

ଜୟପୁର : ଆଇପିଏଲ-୨୦୧୯ର ଆଜି(ଗୁରୁବାର) ମ୍ୟାଚରେ ରାଜସ୍ତାନର ଜୟପୁର ସ୍ଥିତ ସ୍ବାମି ମନସିଙ୍ଗ୍ ଷ୍ଟାଡିୟମ ଠାରେ ରାଜସ୍ତାନ ରୟାଲସ୍ ଓ ଚେନ୍ନଇ ସୁପରକିଙ୍ଗସ୍ ମଧ୍ୟରେ ୨୫ତମ ମୁକାବିଲା ଅନୁଷ୍ଠିତ ହେବ । ରାତି ୮ଟାରେ ଏହି ମ୍ୟାଚ ଖେଳାଯିବ। ଚେନ୍ନଇ ସୁପରକିଙ୍ଗସ୍ ଗତ ମ୍ୟାଚରେ କୋଲକତା ଠାରୁ ଏକତରଫା ଭାବେ ବିଜୟୀ ହୋଇଥିବା ଦ୍ବାରା ଚେନ୍ନଇର ଆତ୍ମବିଶ୍ଵାସ ଅଧିକ ସକ୍ରିୟ ଥିବା ଆଶା କରାଯାଉଛି। ଅନ୍ୟପକ୍ଷରେ ଜୟପୁରରେ ମ୍ୟାଚ ଅନୁଷ୍ଠିତ ହେବାକୁଥିବାରୁ ରାଜସ୍ତାନ ବିଜୟୀ ହେବାପାଇଁ ତାର ଦର୍ଶକ ମାନେ ଆଶା ରଖିଛନ୍ତି।

ଏପର୍ଯ୍ୟନ୍ତ ଚେନ୍ନଇ ସୁପରକିଙ୍ଗସ୍ ୬ଟି ମ୍ୟାଚ ଖେଳିଥିଲାବଳେ ସେଥିରୁ ୫ଟିରେ ବିଜୟ ଲାଭ କରିଛି। ଏଥିସହିତ ଦଳ ପଏଣ୍ଟସ୍ ଟେବୁଲର ପ୍ରଥମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ରାଜସ୍ତାନ ରୟାଲସ୍ ସମୁଦାୟ ୫ଟି ମ୍ୟାଚ ଖେଳି ସେଥିରୁ ମାତ୍ର ଗୋଟିଏ ମ୍ୟାଚରେ ବିଜୟୀ ହୋଇପାରିଛି। ଯାହାଦ୍ବାରା ଦଳ ପଏଣ୍ଟସ୍ ଟେବୁଲରେ ୭ମ ସ୍ଥାନରେ ରହିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories