www.samajalive.in
Monday, December 15, 2025
24.1 C
Bhubaneswar

ଲୋକସଭା ନିର୍ବାଚନ ପାଇଁ ପାର୍ଥି ଘୋଷଣା କଲେ ମମତା

କୋଲକତା : ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗ ଏକ ଏମିତି ଏକ ରାଜ୍ୟ ଯେଉଁ ରାଜ୍ୟକୁ ନେଇ ସମସ୍ତ ରାଜନୈତିକ ଦଳଙ୍କ ନଜର ରହିଥାଏ। ପଶ୍ଚିମବଙ୍ଗରେ ୪୨ଟି ଲୋକସଭା ଆସନକୁ ନେଇ ନିର୍ବାଚନ ହୋଇଥାଏ। ଏହାକୁ ନେଇ ମଙ୍ଗଳବାର ତୃଣମୂଳ କଂଗ୍ରେସ ନିଜର ପାର୍ଥିଙ୍କ ନାମ ଘୋଷଣା କରିଛି।
ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ନିଜର ସାଗଂଠନିକ ଶକ୍ତି ବୃଦ୍ଧି କରିବାରେ ଲାଗିଛି। ନିର୍ବାଚନ ସମୟ ଆସିଲେ ଦଳବଦଳ ଦେଖିବାକୁ ମିଳିଥାଏ। ସେହିପରି ପଶ୍ଚିମବଙ୍ଗରେ କିଛି ଟିଏମସି ନେତା ବିଜେପିରେ ଯୋଗଦେବାକୁ ଚିନ୍ତା କରୁଛନ୍ତି। ସୂଚନା ଅନୁସାରେ ତୃଣମୂଳ କଂଗ୍ରେସ ସାସଂଦ ଅନୁପମ ହାଜରା ବିଜେପିରେ ସାମିଲ ହେବାପାଇଁ ପ୍ରସ୍ତୁତ ହେଉଛନ୍ତି।
ପୂର୍ବରୁ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିଭିନ୍ନ ଅଭିଯୋଗ କରିଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories