www.samajalive.in
Monday, December 15, 2025
24.1 C
Bhubaneswar

ଆଉ ମାତ୍ର ଅଳ୍ପ ଦିନ; ସୂର୍ଯ୍ୟ-ଶନି ହେବେ ଏକାଠି, ଫେବୃଆରୀରେ ଦୁର୍ଲ୍ଲଭ ଯୋଗ ,ଏହି ୪ ରାଶି ହେବେ ଭାଗ୍ୟବାନ୍‌

ଜାନୁଆରୀ ମାସ ଶେଷ ହେବାକୁ ଆଉ ଅଳ୍ପ ଦିନ ବାକି। ଫେବୃଆରୀରେ ବସନ୍ତ ପଞ୍ଚମୀ ଓ ମହାଶିବରାତ୍ରୀ ସମେତ ଅନେକ ପର୍ବପର୍ବାଣୀ ପାଳନ କରାଯିବ।

ଫେବୃଆରୀର ପ୍ରଥମ ସପ୍ତାହ ଅର୍ଥାତ୍‌ ୬ ଫେବୃଆରୀରେ ୨ଟି ଶକ୍ତିଶାଳୀ ଗ୍ରହ ସୂର୍ଯ୍ୟ ଓ ଶନି ଏକାଠି ହେବା ପରେ ଏକ ଦୁର୍ଲ୍ଲଭ ଯୋଗ ସୃଷ୍ଟି କରିବାକୁ ଯାଉଛନ୍ତି। ଦ୍ୱିତୀୟ-ଦ୍ୱାଦଶ ସ୍ଥାନରେ ରହି ୨ଟି ଗ୍ରହ ପରସ୍ପରର ଅତି ନିକଟତର ହେଲେ ଏଭଳି ଯୋଗ ସୃଷ୍ଟି ହୋଇଥାଏ। ସୂର୍ଯ୍ୟ-ଶନି ଏକାଠି ହେବା ଦ୍ୱାରା ୪ ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ। ଜାଣନ୍ତୁ..

- Advertisement -

ମୀନ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଭାଗ୍ୟର ସାଥ୍‌ ମିଳିବ। ମାନସିକ ଶାନ୍ତି ମିଳିବ। ଯାତ୍ରାର ଯୋଗ ରହିଛି। ଆୟର ନୂଆ ରାସ୍ତା ସାମ୍ନାକୁ ଆସିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଟଙ୍କା ନିବେଶ କରି ଲାଭବାନ୍‌ ହେବେ। ଅନେକ ଲାଭ ମିଳିବ।

ତୁଳସୀ ବୃକ୍ଷ ପାଖରେ ଏହି ଗଛ ଥିଲେ ଘରେ ଲାଗି ରହେ ଅଶାନ୍ତି, କରିଥାଏ କାଙ୍ଗାଳ..

ସିଂହ – କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ମାନ-ସମ୍ମାନ ବୃଦ୍ଧି ହେବ । ପରିଶ୍ରମ କରି ଶୁଭଫଳ ପାଇବେ । କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ଆର୍ଥିକ କ୍ଷେତ୍ରରେ ଲାଭବାନ୍‌ ହେବେ । ପରିବାରରେ ଏକତା ରହିବ ।

ବୃଷ – ଫେବୃଆରୀ ମାସରେ ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଶୁଭଫଳ ମିଳିବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି । ଭାଗ୍ୟ ସୁନାଭଳି ଚମକିବ । ପରିବାର ସହ ଯାତ୍ରାର ଯୋଗ ରହିଛି ।

ବିଛା – ଏହି ରାଶିଙ୍କୁ ଅନେକ ଲାଭ ମିଳିବ । ନୂଆ କାମ ଆରମ୍ଭ କରିବେ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ପରିବାରରେ ଧାର୍ମିକ ଓ ମାଙ୍ଗଳିକ କାର୍ଯ୍ୟର ଯୋଗ ରହିଛି । ଜୀବନସାଥୀଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ ।

 

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories