ତୁଳସୀ ବୃକ୍ଷ ପାଖରେ ଏହି ଗଛ ଥିଲେ ଘରେ ଲାଗି ରହେ ଅଶାନ୍ତି, କରିଥାଏ କାଙ୍ଗାଳ..

ତୁଳସୀ ବୃକ୍ଷକୁ ଅତ୍ୟନ୍ତ ପବିତ୍ର ଓ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଏ। ଏହା କେବଳ ଧାର୍ମିକ ଦୃଷ୍ଟିରୁ ନୁହେଁ ବରଂ ଔଷଧୀୟ ଓ ବାସ୍ତୁ ଶାସ୍ତ୍ରରେ ଏହାର ବିଶେଷ ମହତ୍ତ୍ୱ ରହିଛି। ପ୍ରତ୍ୟେକଙ୍କ ଘର ଅଗଣାରେ ତୁଳସୀ ବୃକ୍ଷ ଶୋଭା ପାଏ । ତେବେ ତୁଳସୀ ବୃକ୍ଷ ଲଗାଇବା ସ୍ଥାନ ସହ କିଛି ବାସ୍ତୁ ନିୟମ ପ୍ରତି ଗୁରୁତ୍ୱ ଦେବା ନିତାନ୍ତ ଆବଶ୍ୟକ। ବାସ୍ତୁ ଶାସ୍ତ୍ର ଅନୁସାରେ ତୁଳସୀ ବୃକ୍ଷ ନିକଟରେ କିଛି ବୃକ୍ଷକୁ ରଖିବା ଉଚିତ୍‌ ନୁହେଁ … Continue reading ତୁଳସୀ ବୃକ୍ଷ ପାଖରେ ଏହି ଗଛ ଥିଲେ ଘରେ ଲାଗି ରହେ ଅଶାନ୍ତି, କରିଥାଏ କାଙ୍ଗାଳ..