www.samajalive.in
Sunday, December 14, 2025
26.1 C
Bhubaneswar

୨୫ ଓ ୨୮ରେ ଜାମ୍ମୁ ତାୱି ଏକ୍ସପ୍ରେସ ବାତିଲ

ସମ୍ବଲପୁର: ସମ୍ବଲପୁରରୁ ଜାମ୍ମୁ ତାୱି ପର୍ଯ୍ୟନ୍ତ ଚାଲୁଥିବା ଏକ୍ସପ୍ରେସ ରେଳଗାଡି ଆଗାମୀ ୨୫ ଓ ୨୮ ତାରିଖରେ ଚଳାଚଳ ବାତିଲ ରହିବ। ରେଳବାଇ ପକ୍ଷରୁ ଜାରି ସୁଚନା ଅନୁଯାୟୀ, ରେଳଗାଡି ସଂଖ୍ୟା ୧୮୩୦୯ ସମ୍ବଲପୁର – ଜାମ୍ମୁ ତାୱି ଏକ୍ସପ୍ରେସ ଆସନ୍ତା ୨୫ ତାରିଖ ଏବଂ ରେଳଗାଡି ସଂଖ୍ୟା ୧୮୩୧୦ ଜାମ୍ମୁ – ତାୱି ଏକ୍ସପ୍ରେସ ଆସନ୍ତା ୨୮ ତାରିଖରେ ଚଳାଚଳ ବାତିଲ ରହିବ। ଉତ୍ତର କେନ୍ଦ୍ରୀୟ ରେଳବାଇ ଅଞ୍ଚଳରେ ରେଳ ଚଳାଚଳରେ ବାଧା ସୃଷ୍ଟି ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ପ୍ରଦାନ କରାଯାଇଛି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories