ମଣ୍ଡପରୁ ଅଳଙ୍କାର ଚୋରି ଅଭିଯୋଗ

ଭୁବନେଶ୍ୱର – (ସମାଜ ଡିଜିଟାଲ୍‌ ଡେସ୍କ) ପୂଜା ବେଳେ ମାଆଙ୍କର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ଯାଜପୁର କୋରେଇରେଥିବା ବଙ୍ଗାଳୀ ସାହି ପୂଜା ମଣ୍ଡପରେ ଏହି ଲୁଟ୍‌ ଘଟିଥିବା ପ୍ରାଥମିକ ସୂଚନା ମିଳିଛି । ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି ।

Comments are closed.