www.samajalive.in
Saturday, December 6, 2025
15.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ପୁରୀରେ ପହଞ୍ଚି  ଜଗା ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ..

ପୁରୀ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ନୌସେନା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କାର୍ଯ୍ୟକ୍ରମରେ ଗଜପତି ମହାରାଜା, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜ୍ୟମନ୍ତ୍ରୀ ମଣ୍ଡଳ,ସାଂସଦ, ବିଧାୟକ ଉପସ୍ଥିତ..

- Advertisement -

ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଉଦଘାଟନ କରି କହିଛନ୍ତି, ଆୟୁର୍ବେଦ ଏକ ପ୍ରାଚୀନ, ବିଶ୍ୱସ୍ତ ଏବଂ ପୂର୍ଣ୍ଣାଙ୍ଗ ଚିକିତ୍ସା ପାଇଁ ବିଜ୍ଞାନ..

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀରେ କଡାକଡି ଟ୍ରାଫିକ କଟକଣା : ପୁରୀକୁ ବିଭିନ୍ନ ରାସ୍ତାରୁ ଆସୁଥିବା ଯାନବାହନ ଲାଗି ଭିନ୍ନ ଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା, ଟ୍ରାଫିକ ନିୟମ ମାନିବାକୁ ପୁରୀ ଏସପିଙ୍କୁ ନିବେଦନ, ଆଜି ପାଇଁ ପୁରୀ ପୌରାଞ୍ଚଳରେ ଥିବା ସବୁ ସ୍କୁଲ ଛୁଟି..

ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାବିସ୍ , ବିଜେପି କୋର୍ କମିଟି ବୈଠକ​‌ରେ ଫଡନାବିସଙ୍କ ନାଁରେ ମୋହର ବାଜିଥିବା ସୂଚନା, ଗୁରୁବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ନେଇ ସୂଚନା..

ରାହୁ-କେତୁ ଚଳନ : ୨୦୨୫ରେ ଭାଗ୍ୟଶାଳୀ ହେବେ ଏହି ୫ ରାଶି, ହଠାତ୍‌ ମିଳିବ ଧନ, ସବୁଥିରେ ସଫଳତା,ଚମକିବ ଭାଗ୍ୟ..

ପୁରୀରେ ବିଭତ୍ସ ହତ୍ୟାକାଣ୍ଡ; ପଥରରେ ଛେଚି ଯୁବକଙ୍କୁ ହତ୍ୟା ସନ୍ଦେହ..

ଭୂମିକମ୍ପରେ ଥରିଲା ମାଲକାନଗିରି, ରିକ୍ଟର ସ୍କେଲରେ ତୀବ୍ରତା ୫.୩..

ଦେଖନ୍ତୁ ଭିଡିଓ; ନାଗସାପ ଛୁଆକୁ ଆଉଁସୁଥିଲେ ଯୁବକ, ତା’ପରେ..

ଆଜି କୋଣାର୍କ ଉତ୍ସବର ୪ର୍ଥ ଦିନ : ତୃତୀୟ ସନ୍ଧ୍ୟାରେ ଖୁବ୍ ଜମିଲା ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ମଞ୍ଚ, ଦର୍ଶକଙ୍କ ମନମୋହିଲା କୋଲକାତାର ଦର୍ପଣ ନୃତ୍ୟାନୁଷ୍ଠାନର ଓଡିଶୀ ନୃତ୍ୟ, ଯୋଗଦେଲେ ଗଜପତି ମହାରାଜ..

୨୦୦ରୁ ବି କମ୍‌.. ଜିଓର ଶସ୍ତା ପ୍ଲାନ୍‌, ସବୁଦିନ ମିଳିବ ୨ଜିିବି ଡାଟା..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories