www.samajalive.in
Saturday, December 6, 2025
16.1 C
Bhubaneswar

୨୦୦ରୁ ବି କମ୍‌.. ଜିଓର ଶସ୍ତା ପ୍ଲାନ୍‌, ସବୁଦିନ ମିଳିବ ୨ଜିିବି ଡାଟା..

ନୂଆଦିଲ୍ଲୀ : ଜିଓ ଅନେକ ଆକର୍ଷଣୀୟ ରିଚାର୍ଜ ପ୍ଲାନ୍‌ ରହିଛି । ଯାହାର ଦାମ୍‌ ଓ ସେବା ଭିନ୍ନ । ତେବେ ଜିଓର ଏପରି ଏକ ଖାସ୍‌ ପ୍ଲାନ୍‌ ବିଷୟରେ ଜାଣନ୍ତୁ..
ଏହି ପ୍ଲାନ୍‌ର ଦାମ୍‌ ୨୦୦ ଟଙ୍କାରୁ ମଧ୍ୟ କମ୍‌ । ଏଥିରେ ଉପଭୋକ୍ତାଙ୍କୁ ଦୈନିକ ୨ ଜିବି ଡାଟା ଓ ଅସୀମିତ କଲିଙ୍ଗ୍‌ ସୁବିଧା ମଧ୍ୟ ମିଳିବ । ଜିଓର ଏହି ପ୍ଲାନ୍‌ର ଦାମ୍‌ ୧୯୮ ଟଙ୍କା । ଏଥିରେ ଉପଭୋକ୍ତାଙ୍କୁ ଅନେକ ସୁବିଧା ମିଳିବ ।
ଜିଓର ୧୯୮ ଟଙ୍କାର ରିଚାର୍ଜ ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ଦୈନିକ ୨ଜିବି ଡାଟା ସହ ୨୮ ଜିବି ଡାଟା ଏକ୍ସେସ୍‌ କରିବାର ସୁବିଧା ମଧ୍ୟ ମିଳିବ ।

ରାହୁ-କେତୁ ଚଳନ : ୨୦୨୫ରେ ଭାଗ୍ୟଶାଳୀ ହେବେ ଏହି ୫ ରାଶି, ହଠାତ୍‌ ମିଳିବ ଧନ, ସବୁଥିରେ ସଫଳତା,ଚମକିବ ଭାଗ୍ୟ..

- Advertisement -

ଅସୀମିତ କଲିଙ୍ଗ୍‌ ମଧ୍ୟରେ ଲୋକାଲ୍‌ ଓ ଏସଟିଡି କଲ୍‌ ମଧ୍ୟ ସାମିଲ ରହିଛି ।
ଉପଭୋକ୍ତାଙ୍କୁ ଏହି ରିଚାର୍ଜ ପ୍ଲାନ୍‌ରେ ୧୪ ଦିନ ସମୟସୀମା ମିଳିବ । ୧୦୦ ଏସ୍‌ଏମ୍‌ଏସ୍‌ର ମଧ୍ୟ ସୁବିଧା ମିଳିବ ।
ଏହାସହ ଏଥିରେ ଜିଓ ଟିଭି, ଜିଓ ସିନେମା ଓ ଜିଓ କ୍ଲାଉଡ୍‌ର ଏକ୍ସେସ୍‌ ନାହିଁ ।
ଏହି ରିଚାର୍ଜ ପ୍ଲାନ୍‌କୁ ଜିଓ ପୋର୍ଟାଲ ଓ ମାଇ ଜିଓ ଆପ୍‌ରୁ ପାଇପାରିବେ ।

ଏହି ତାରିଖରୁ ବଦଳିବ ଓଟିପି, ମେସେଜ ନିୟମ; ସ୍ପାମ୍‌, ଠକେଇରୁ ମିଳିବ ମୁକ୍ତି..

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories