www.samajalive.in
Friday, December 5, 2025
27.1 C
Bhubaneswar

ରାହୁ-କେତୁ ଚଳନ : ୨୦୨୫ରେ ଭାଗ୍ୟଶାଳୀ ହେବେ ଏହି ୫ ରାଶି, ହଠାତ୍‌ ମିଳିବ ଧନ, ସବୁଥିରେ ସଫଳତା,ଚମକିବ ଭାଗ୍ୟ..

ନୂଆବର୍ଷ ୨୦୨୫ରେ ରାହୁ-କେତୁ ଚଳନ କରିବେ । ନୂଆବର୍ଷରେ ରାହୁ ମୀନ ରାଶିରୁ କୁମ୍ଭ ରାଶିରେ ଓ କେତୁ କନ୍ୟାରୁ ସିଂହ ରାଶିକୁ ଚଳନ କରିବେ । ତେବେ ରାହୁ-କେତୁଙ୍କ ଚଳନ ହେତୁ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବ । ଜାଣନ୍ତୁ ୨୦୨୫ରେ କେଉଁ ରାଶିଙ୍କ ଭାଗ୍ୟ ବଦଳିବ ।

ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କର ଶୁଭ ସମୟ ଆରମ୍ଭ ହେବ । ପ୍ରତ୍ୟେକ କ୍ଷେତ୍ରରେ ନୂଆ ସୁଯୋଗ ମିଳିବ । ବନ୍ଧୁ, ସମ୍ପର୍କୀୟଙ୍କ ସହ ସମ୍ପର୍କ ମଜଭୁତ ହେବ । ଚାକିରିରେ ପଦନ୍ନୋତି ହେବ । କର୍ମକ୍ଷେତ୍ରରେ ବଡ ଲାଭ ମିଳିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ବିଦ୍ୟାର୍ଥୀଙ୍କର ଉନ୍ନତି ହେବ ।

- Advertisement -

ମିଥୁନ – କର୍ମକ୍ଷେତ୍ରରେ ବଡ ଦାୟିତ୍ୱ ମିଳିବ । ଆୟର ନୂଆ ରାସ୍ତା ସାମ୍ନାକୁ ଆସିବ । ଟଙ୍କାର ଅଭାବ ଦୂର ହେବ । ବନ୍ଧୁ ଓ ସମ୍ପର୍କୀୟଙ୍କ ସହଯୋଗରେ କାମରେ ସଫଳତା ମିଳିବ ।

ବିଛା – ଏହି ରାଶିର ଅଟକି ଥିବା କାମ ପୂରଣ ହେବ । ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ । ମାନ-ସମ୍ମାନ ବୃଦ୍ଧି ହେବ । ଆର୍ଥିକ ଲାଭ ହେବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି ।

ଏହି ତାରିଖରୁ ବଦଳିବ ଓଟିପି, ମେସେଜ ନିୟମ; ସ୍ପାମ୍‌, ଠକେଇରୁ ମିଳିବ ମୁକ୍ତି..

ମକର – ଏହି ରାଶି ବ୍ୟକ୍ତି ବିଶେଷଙ୍କର ଖୁବ୍‌ ଉନ୍ନତି ହେବ । କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ । ହଠାତ୍‌ ଧନ ପ୍ରାପ୍ତି ହେବ । ଆତ୍ମବିଶ୍ୱାସ ବୃଦ୍ଧି ହେବ ।

ମୀନ- ଧନ ପ୍ରାପ୍ତି ହେବ । ଯେଉଁ କାମ ଇଚ୍ଛା କରିବେ, ସେଥିରେ ସଫଳତା ପାଇବେ । ଭାଗ୍ୟର ଖୁବ୍‌ ସାଥ୍‌ ମିଳିବ । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଜଭୁତ ହେବ ।

୮୪ ଦିନ ପାଇଁ.. ଜିଓର ସବୁଠାରୁ ଶସ୍ତା ପ୍ଲାନ୍‌, ମିଳିବ ଅନେକ ସୁବିଧା

Hot this week

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

Related Articles

Popular Categories