www.samajalive.in
Saturday, December 6, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ; ନାଗସାପ ଛୁଆକୁ ଆଉଁସୁଥିଲେ ଯୁବକ, ତା’ପରେ..

ନୂଆଦିଲ୍ଲୀ : ଅନେକ ଲୋକେ ଘରେ ଜୀବଜନ୍ତୁଙ୍କୁ ପୋଷା ଭାବେ ରଖିବାକୁ ପସନ୍ଦ କରି ଥାଆନ୍ତି । ଲୋକେ ପ୍ରାୟତଃ କୁକୁର, ବିଲେଇ, ଠେକୁଆ କିମ୍ବା ଗାଈ ରଖିଥାଆନ୍ତି। ମାତ୍ର ଆପଣ କେବେ କାହାକୁ ନାଗସାପ ପୋଷାରେ ରଖିଥିବା କିମ୍ବା ସ୍ନେହଆଦର କରୁଥିବା ଦେଖିଛନ୍ତି କି? ଭାଇରାଲ୍‌ ହେଉଥିବା ଏକ ଭିଡିଓରେ ଜଣେ ଯୁବକ ହାତରେ ଏକ ନାଗସାପ ଛୁଆକୁ ଆଉଁସୁଥିବା ଦେଖାଯାଉଛି। ଭିଡିଓଟି ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓକୁ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ଚକିତ ହେବା ସହ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ଚିନ୍ତା ପ୍ରକଟ ମଧ୍ୟ କରିଛନ୍ତି।

ରାହୁ-କେତୁ ଚଳନ : ୨୦୨୫ରେ ଭାଗ୍ୟଶାଳୀ ହେବେ ଏହି ୫ ରାଶି, ହଠାତ୍‌ ମିଳିବ ଧନ, ସବୁଥିରେ ସଫଳତା,ଚମକିବ ଭାଗ୍ୟ..

- Advertisement -

ଭିଡିଓରେ ଦେଖିପାରିବେ, ଜଣେ ବ୍ୟକ୍ତି ହାତରେ ସୁରକ୍ଷା ପାଇଁ କୌଣସି ଜିନିଷ ବ୍ୟବହାର ନକରି ଖାଲି ହାତରେ ଏକ ନାଗସାପକୁ ଆଉଁସୁଛନ୍ତି । ସେହି ସମୟରେ ସେ ମଧ୍ୟ ସାମାନ୍ୟ ଭୟ କରୁଥିବା ଦେଖାଯାଉଛି। ସାପଟି ବାରମ୍ବାର ନିଜ ଫଣା ଉଠାଉଥିବା ଦେଖାଯାଉଛି। ଭିଡିଓଟିକୁ ଏଯାଏଁ ଲକ୍ଷ ଲକ୍ଷ ଲୋକେ ଦେଖି ସାରିଲେଣି । କିଛି ଲୋକେ ପ୍ରତିକ୍ରିୟା ଦେଇଛନ୍ତି, ଏହା ଦେଖିବାକୁ ସୁନ୍ଦର ଲାଗୁଥିଲେ ମଧ୍ୟ ବିପଦପୂର୍ଣ୍ଣ ।

୨୦୦ରୁ ବି କମ୍‌.. ଜିଓର ଶସ୍ତା ପ୍ଲାନ୍‌, ସବୁଦିନ ମିଳିବ ୨ଜିିବି ଡାଟା..

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories