www.samajalive.in
Sunday, December 7, 2025
18.1 C
Bhubaneswar

ମନେ ରହିବେ ରତନ ଟାଟା

ନୂଆଦିଲ୍ଲୀ : ୨୦୨୦ରେ ସମଗ୍ର ଦେଶ କରୋନାରେ ଆତଙ୍କିତ ହୋଇପଡିଥିବାବେଳେ ଶିଳ୍ପପତି ରତନ ଟାଟାଙ୍କ ଏକ ବକ୍ତବ୍ୟ ଦେଶରେ  ଭାରତୀୟଙ୍କ ମଧ୍ୟରେ ଗଭୀର ଆଶା ସଞ୍ଚାର କରିଥିଲା । ରତନ ଟାଟା କହିଥିଲେ ୨୦୨୦ ଲାଭ- କ୍ଷତି ବିଚାର କରି ବିବ୍ରତ ହେବାର ବର୍ଷ ନୁହେଁ , କି ସ୍ବପ୍ନ  ଅଥବା ଯୋଜନା ରୂପାୟନର ବର୍ଷ ନୁହେଁ । ବଞ୍ଚି ରହିବା ହିଁ ଏହି ବର୍ଷ ପାଇଁ କେବଳ ଲାଭ ହିଁ ଲାଭ ବୋଲି ରତନ ଟାଟା କହିଥିଲେ ।

‘ଦୟା, ସହାନୁଭୂତି ଏବଂ କରୁଣାର ଶକ୍ତିକୁ କେବେ ହେୟ ମଣନ୍ତୁ ନାହିଁ’: ରତନ ଟାଟାଙ୍କ ୧୦ ପ୍ରେରଣାଦାୟୀ ବାଣୀ

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories