ମନେ ରହିବେ ରତନ ଟାଟା
ନୂଆଦିଲ୍ଲୀ : ୨୦୨୦ରେ ସମଗ୍ର ଦେଶ କରୋନାରେ ଆତଙ୍କିତ ହୋଇପଡିଥିବାବେଳେ ଶିଳ୍ପପତି ରତନ ଟାଟାଙ୍କ ଏକ ବକ୍ତବ୍ୟ ଦେଶରେ ଭାରତୀୟଙ୍କ ମଧ୍ୟରେ ଗଭୀର ଆଶା ସଞ୍ଚାର କରିଥିଲା । ରତନ ଟାଟା କହିଥିଲେ ୨୦୨୦ ଲାଭ- କ୍ଷତି ବିଚାର କରି ବିବ୍ରତ ହେବାର ବର୍ଷ ନୁହେଁ , କି ସ୍ବପ୍ନ ଅଥବା ଯୋଜନା ରୂପାୟନର ବର୍ଷ ନୁହେଁ । ବଞ୍ଚି ରହିବା ହିଁ ଏହି ବର୍ଷ ପାଇଁ କେବଳ ଲାଭ ହିଁ ଲାଭ ବୋଲି ରତନ ଟାଟା କହିଥିଲେ ।
‘ଦୟା, ସହାନୁଭୂତି ଏବଂ କରୁଣାର ଶକ୍ତିକୁ କେବେ ହେୟ ମଣନ୍ତୁ ନାହିଁ’: ରତନ ଟାଟାଙ୍କ ୧୦ ପ୍ରେରଣାଦାୟୀ ବାଣୀ
Comments are closed.