‘ଦୟା, ସହାନୁଭୂତି ଏବଂ କରୁଣାର ଶକ୍ତିକୁ କେବେ ହେୟ ମଣନ୍ତୁ ନାହିଁ’: ରତନ ଟାଟାଙ୍କ ୧୦ ପ୍ରେରଣାଦାୟୀ ବାଣୀ

ସମାଜ ଡିଜିଟାଲ ଡେସ୍କ: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ବିୟୋଗ ସାରା ଦେଶବାସୀଙ୍କୁ ମର୍ମାହତ କରିଛି। ସେ ଦେଶ ପାଇଁ ଥିଲେ ଜଣେ ଅମୂଲ୍ୟ ରତ୍ନ। ତାଙ୍କୁ ହରାଇବା ଦେଶ ପାଇଁ ଅପୂରଣୀୟ କ୍ଷତି। ରତନ ଟାଟା ତାଙ୍କର ଦୟାଳୁ ମନୋଭାବ ଏବଂ ନରମ ସ୍ଵଭାବ ପାଇଁ ସେ ବେଶ୍‌ ପରିଚିତ। ତାଙ୍କର ଅନେକ ବାଣୀ ଯୁବ ସମାଜ ପାଇଁ ପ୍ରେରଣାଦାୟୀ। ସେସବୁ ବାଣୀ ମଧ୍ୟରୁ କିଛି ବାଣୀ ଏଠାରେ ସ୍ମରଣଯୋଗ୍ୟ ନିଶ୍ଚୟ। ୧- ରତନ ଟାଟା … Continue reading ‘ଦୟା, ସହାନୁଭୂତି ଏବଂ କରୁଣାର ଶକ୍ତିକୁ କେବେ ହେୟ ମଣନ୍ତୁ ନାହିଁ’: ରତନ ଟାଟାଙ୍କ ୧୦ ପ୍ରେରଣାଦାୟୀ ବାଣୀ