Patra electronics

ପ୍ରଥମ ଦିନିକିଆ କ୍ରିକେଟରେ ଭାରତ ଆଗରେ ଶ୍ରୀଲଙ୍କାର ୨୩୧ ରନର ଟାର୍ଗେଟ

ଡେସ୍କ: ଶ୍ରୀଲଙ୍କାର ପ୍ରେମଦାସା ଷ୍ଟାଡିଅମରେ ଆଜି ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ଆନ୍ତର୍ଜାତିକ କ୍ରିକେଟ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା, ଭାରତ ଆଗରେ ୨୩୧ ରନର ଟାର୍ଗେଟ ରଖିଛି। ଆଜି ଟସ ଜିତିବା ପରେ ଶ୍ରୀଲଙ୍କା ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା। ଶ୍ରୀଲଙ୍କାର ପଥୁମ ନିଶାଙ୍କ ୭୫ଟି ବଲରେ ୫୬ ରନ ସ୍କୋର କରିଥିବା ବେଳେ ଦୁନିଥ ୬୫ଟି ବଲରେ ୬୭ ରନ ସଂଗ୍ରହ କରିଛନ୍ତି।

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୬୯ କୋଟିରୁ ଅଧିକ ଆଇଟିଆର ଯାଞ୍ଚ ଶେଷ

ଭାରତର ଅର୍ଶଦୀପ ଏବଂ ଆଜାର ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବା ବେଳେ ଶିରାଜ, ସିଭମ ଦୁବେ, କୁଲଦୀପ ଯାଦବ ଓ ୱାଶିଂଟନ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି। ଦ୍ଵିତୀୟ ଇନିଂସରେ ବର୍ତ୍ତମାନ ସୁଦ୍ଧା ଭାରତ ୩ ଓଭର ସୁଦ୍ଧା କୌଣସି ୱିକେଟ ନ ହରାଇ ୨୫ ରନ କରିଛି।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ:

https://samajalive.in

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: 

https://chat.whatsapp.com/K41LU4b2UqfBkJrbOSIO4z

https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ:

https://whatsapp.com/channel/0029VaKt8Sq0gcfMSlTf6B43

Comments are closed.