୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୬୯ କୋଟିରୁ ଅଧିକ ଆଇଟିଆର ଯାଞ୍ଚ ଶେଷ

ଡେସ୍କ: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଦାଖଲ ହୋଇଥିବା ୭.୨୮ କୋଟି ଆଇଟିଆର ମଧ୍ୟରୁ ୪୫.୭୭% ଆଇଟିଆର-୧ (୩.୩୪ କୋଟି), ୧୪.୯୩% ଆଇଟିଆର-୨ (୧.୦୯ କୋଟି), ୧୨.୫୦% ଆଇଟିଆର-୩ (୯୧.୧୦ ଲକ୍ଷ), ୨୫.୭୭% ଆଇଟିଆର-୪ (୧.୮୮ କୋଟି) ଏବଂ ୧.୦୩% ଆଇଟିଆର-୫ (୭.୦୩ କୋଟି) ରହିଛି। ଇ-ଫାଇଲିଂ ପୋର୍ଟାଲରେ ଉପଲବ୍ଧ ଅନଲାଇନ୍ ଆଇଟିଆର ୟୁଟିଲିଟି ବ୍ୟବହାର କରି ୪୩.୮୨% ରୁ ଅଧିକ ଆଇଟିଆର ଦାଖଲ କରାଯାଇଛି। ସେହିପରି ୬.୨୧ କୋଟିରୁ ଅଧିକ ଆଇଟିଆର ଇ-ଯାଞ୍ଚ କରାଯାଇଛି। ସେଥିମଧ୍ୟରୁ … Continue reading ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୬୯ କୋଟିରୁ ଅଧିକ ଆଇଟିଆର ଯାଞ୍ଚ ଶେଷ