www.samajalive.in
Saturday, December 6, 2025
17.1 C
Bhubaneswar

ପାକିସ୍ତାନରେ ସିଆ-ସୁନ୍ନି ବିବାଦ, ଗଲାଣି ୪୮ ଜୀବନ

ଡେସ୍କ: ଅନ୍ୟ ଦେଶ ବିଶେଷ କରି ଭାରତରେ ସବୁ ସମୟରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରୁଥିବା ପାକିସ୍ତାନର ଉତର-ପଶ୍ଚିମ ଆଦିବାସୀ ଜିଲ୍ଲାରେ ଅଶାନ୍ତି ଦେଖାଦେଇଛି। ଭୂମି ବିବାଦକୁ ନେଇ ସୁନି ଓ ସିଆ ଜନଜାତିଙ୍କ ମଧ୍ୟରେ ସଂଘର୍ଷରେ ଏବେ ସୁଦ୍ଧା ୪୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ବିବିସି ରିପୋର୍ଟ ଅନୁସାରେ ସ୍ଥାନୀୟ ଜନଜାତି ଜିରଗାର ସହାୟତା ଓ ସମର୍ଥନରେ ଯୁଦ୍ଧରତ ଜନଜାତି ଗତ ସୋମବାର ଅସ୍ଥାୟୀ ଯୁଦ୍ଧ ବିରତି ଘୋଷଣା କରିଛନ୍ତି।

୨୦ଟି ବଗି ଛାଡ଼ି ପଳାଇଲା ଟ୍ରେନ

- Advertisement -

ଅସ୍ଥିର ପାହାଡ କୁରମ ଅଂଚଳରେ ଗତ କିଛି ଦଶନ୍ଧିରେ ଜନଜାତି ଓ ଧାର୍ମିକ ଗୋଷ୍ଠୀ ମଧ୍ୟରେ ସଂପ୍ରଦାୟିକ ବିବାଦ ଓ ଆତଙ୍କବାଦୀ ଆକ୍ରମଣ ହୋଇଛି। ସରକାରଙ୍କ ଗୃହ ଓ ଆଦିବାସୀ ମାମଲାର ବିଭାଗ ଅନୁସାରେ, ବର୍ତମାନ କୁରମରେ ୮ଟି ବଡ ସଂଘର୍ଷ ଦେଖିବାକୁ ମିଳିଛି। ଗତ ସପ୍ତାହ ସିଆ ଓ ସୁନୀର ଦୁଇ ପରିବାର ମଧ୍ୟରେ ଏକ ସମ୍ପତ୍ତିର ମାଲିକାନାକୁ ନେଇ ଝଗଡ଼ା ଆରମ୍ଭ ହୋଇଥିଲା।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ:

https://samajalive.in

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: 

https://chat.whatsapp.com/8tkc88wC0L7089V56S8SyG

https://chat.whatsapp.com/K41LU4b2UqfBkJrbOSIO4z

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ:

https://whatsapp.com/channel/0029VaKt8Sq0gcfMSlTf6B43

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories