କଟକରେ ପୁଲିସ ପରିଚୟ ଦେଇ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍

କଟକ : କଟକରେ ଶୁକ୍ରବାର ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଛି। ଗୋଟିଏ ଦିନରେ ୨ ଜଣ ବ୍ୟବସାୟୀଙ୍କ ଠାରୁ ପ୍ରାୟ ୩ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ପୃଥକ ପୃଥକ ଭାବେ ଓଏମପି ଛକ ଓ ପିଠାପୁରରେ ବ୍ୟବସାୟୀଙ୍କ ନିକଟରୁ ଏହି ଲୁଟ୍ ହୋଇଛି। ଓଏମପି ଛକରେ ପୁଲିସ ପରିଚୟ ଦେଇ ୨.୭୦ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ।

ଆସୁଛି କାଳବୈଶାଖୀ ; ତାତିରୁ ମିଳିବ ମୁକ୍ତି ! କମିବ ତାପମାତ୍ରା..

ପିଠାପୁରରେ ବଙ୍ଗୀୟ ବ୍ୟବସାୟୀଙ୍କ ଠାରୁ ୩୦ ହଜାର ଟଙ୍କା ଲୁଟ୍ ହୋଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଝାରସୁଗୁଡା ସର୍ବାଧିକ ଉତ୍ତପ୍ତ ସହର ; ୪୩ ପାର୍ ତାପମାତ୍ରା

Comments are closed.