ଝାରସୁଗୁଡା ସର୍ବାଧିକ ଉତ୍ତପ୍ତ ସହର ; ୪୩ ପାର୍ ତାପମାତ୍ରା
ଭୁବନେଶ୍ୱର : ପ୍ରଚଣ୍ଡ ଖରା ଓ ତାତିରେ ଜନ ଜୀବନ ଅସ୍ତବ୍ୟସ୍ତ। ଶୁକ୍ରବାର ସାଢେ ୨ଟା ସୁଦ୍ଧା ୪୩.୮ ସହ ଝାରସୁଗୁଡା ସର୍ବାଧିକ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱର ତାପମାତ୍ରା ୪୧.୪ ଡିଗ୍ରୀ ରେକର୍ଡ କରାଯାଇଛି। ସମ୍ବଲପୁର ୪୨.୪, କେନ୍ଦୁଝର ଓ ଚାନ୍ଦବାଲି ୪୨.୨ ଡିଗ୍ରୀ ରେକର୍ଡ କରାଯାଇଛି।
ଆଜି ଦିନ 2ଟା 30 ସୁଦ୍ଧା ରେକର୍ଡ ତାପମାତ୍ରା
ଝାରସୁଗୁଡା : 43.8°C
ସମ୍ବଲପୁର: 42.4°C
କେନ୍ଦୁଝର: 42.2°C
ଚାନ୍ଦବାଲି: 42.2°C
ହୀରାକୁଦ: 42°C
ରାଉରକେଲା: 41.8°C
ଭୁବନେଶ୍ୱର: 41.4°C
ବାଲେଶ୍ୱର: 39.4°C
ପାରାଦ୍ୱୀପ: 34.8°C
ପୁରୀ:34.4°C
ଗୋପାଳପୁର:33.6°C— usd (@usd0705) April 19, 2024
Comments are closed.