ଝାରସୁଗୁଡା ସର୍ବାଧିକ ଉତ୍ତପ୍ତ ସହର ; ୪୩ ପାର୍ ତାପମାତ୍ରା

ଭୁବନେଶ୍ୱର : ପ୍ରଚଣ୍ଡ ଖରା ଓ ତାତିରେ ଜନ ଜୀବନ ଅସ୍ତବ୍ୟସ୍ତ। ଶୁକ୍ରବାର ସାଢେ ୨ଟା ସୁଦ୍ଧା ୪୩.୮ ସହ ଝାରସୁଗୁଡା ସର୍ବାଧିକ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱର ତାପମାତ୍ରା ୪୧.୪ ଡିଗ୍ରୀ ରେକର୍ଡ କରାଯାଇଛି। ସମ୍ବଲପୁର ୪୨.୪, କେନ୍ଦୁଝର ଓ ଚାନ୍ଦବାଲି ୪୨.୨ ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ଦିନ 2ଟା 30 ସୁଦ୍ଧା ରେକର୍ଡ ତାପମାତ୍ରା ଝାରସୁଗୁଡା : 43.8°Cସମ୍ବଲପୁର: 42.4°Cକେନ୍ଦୁଝର: 42.2°Cଚାନ୍ଦବାଲି: 42.2°Cହୀରାକୁଦ: 42°Cରାଉରକେଲା: 41.8°Cଭୁବନେଶ୍ୱର: 41.4°Cବାଲେଶ୍ୱର: 39.4°Cପାରାଦ୍ୱୀପ: … Continue reading ଝାରସୁଗୁଡା ସର୍ବାଧିକ ଉତ୍ତପ୍ତ ସହର ; ୪୩ ପାର୍ ତାପମାତ୍ରା