bjd gruha runa

ପୁଲିସ ଟ୍ରେନିଂ ସ୍କୁଲରେ ନିଆଁ ଲାଗି ଜଳିଗଲା ୪୫୦ କାର୍‌ ଓ ବାଇକ୍

BJD Bijuli 480×75 Mob

ନୂଆଦିଲ୍ଲୀ: ଦିଲ୍ଲୀ ୱଜିରାବାଦ ପୁଲିସ ଟ୍ରେନିଂ ସ୍କୁଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ପ୍ରାୟ ୨୦୦ କାର୍ ସହ ୨୫୦ରୁ ଅଧିକ ବାଇକ୍ ଜଳିଯାଇଥିବା ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।

Comments are closed.