ପାଣିପାଗ ବିଭାର ସୂଚନା: ୬ ଘଣ୍ଟାରେ ବାତ୍ୟା ସମ୍ଭାବନା, ଯିବ ବାଂଲାଦେଶ

ଭୁବନେଶ୍ବର: ଆଗାମୀ ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ବେଗ ୧୩ କିମି ବେଗରେ ଉତ୍ତର-ପୂର୍ବ ଦିଗରେ ଅଗ୍ରସର ହେଉଛି। ଗଭୀର ଅବପାତ, ଏହା ବର୍ତମାନ ପାରାଦ୍ୱୀପ ଠାରୁ ଦକ୍ଷିଣ ଦିଗରେ ୩୬୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

prayash

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ବଙ୍ଗୋପ ସାଗରରେ ଅବପାତ ଗଭୀର ଘନିଭୂତ ହେଉଛି। ଏବେ ପାରାଦୀପଠାରୁ ୩୬୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଉତ୍ତର ପୂର୍ବ ଦିଗକୁ ମୁହଁାଉଛି। ଆଗାମୀ ୬ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ବାତ୍ୟା ବାଂଲାଦେଶ ମୁହାଁ ହେବା ସମ୍ଭାବନା ଦେଖାଦେଇଛି।

Comments are closed.