ବାହାନଗା ରେଳ ଦୁର୍ଘଟଣା ଘଟଣା : ସମନ ସତ୍ତ୍ବେ ହାଜର ହେଲେନି ଷ୍ଟେସନ ମାଷ୍ଟର

ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣାର ୩ ଅଭିଯୁକ୍ତ ସିଗନାଲ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ସିସିଆନ ପପୁ କୁମାର ପୁଣିଥରେ ରିମାଣ୍ଡରେ ଯାଇଛନ୍ତି। କମିଶନର ଅଫ୍ ରେଲୱେ ସେଫ୍ଟିଙ୍କ ରିପୋର୍ଟ ଅନୁଯାୟୀ ପୂର୍ବରୁ ପୂର୍ବରୁ ୫ ଦିନିଆ ରିମାଣ୍ଡରେ ଆଣି ଜେରା କରିଥିଲା। ଅନ୍ୟପକ୍ଷରେ ଷ୍ଟେସନ ମାଷ୍ଟରଙ୍କୁ ହାଜର ପାଇଁ ସମନ ଜାରି ହୋଇଥିଲେ ବି ସେ ସିବିଆଇ ନିକଟରେ ହାଜର ହୋଇନାହାନ୍ତି।

Comments are closed.