www.samajalive.in
Tuesday, December 9, 2025
17.1 C
Bhubaneswar

ଭାଇ ଦୂଜରେ ଜେଲରେ ବନ୍ଦୀ ଭାଇଙ୍କୁ ଭେଟିଲେ ଭଉଣୀ

ମୁରାଦାବାଦ: ଆଜି ଭାଇ ଦୂଜ ଅବସରରେ ଦେଶର ଅନେକ ସ୍ଥାନରେ ଆନନ୍ଦ ଓ ଉଲ୍ଲସରେ ପାଳନ କରାଯାଉଛି । ଅନ୍ୟପଟରେ ମୁରାଦାବାଦ ଜେଲରେ ବନ୍ଦୀ ଭାଇଙ୍କୁ ଭେଟିବା ପାଇଁ ଅନେକ ସଂଖ୍ୟାରେ ଭଉଣୀ ପହଞ୍ଚିଛନ୍ତି । ଭଉଣୀଙ୍କ ଭିଡ ଦେଖି ଜେଲ କର୍ତ୍ତୃପକ୍ଷଙ୍କ ସମସ୍ୟା ବଢିଯାଇଛି । ଜଣ ଜଣ ହୋଇ ଭଉଣୀ ଜେଲରେ ଥିବା ନିଜ ଭାଇକୁ ଭେଟି ପ୍ରସାଦ ଖୁଆଇବା ସହ ଭାଇ ଦୂଜ ପର୍ବ ପାଳନ କରିଛନ୍ତି । ଏନେଇ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା ।

ସୂଚନାଯୋଗ୍ୟ, ରକ୍ଷା ବନ୍ଧନ ଓ ଭାଇ ଦୂଜ ଏହି ଦୁଇଟି ପର୍ବ ଯାହା ଭାରତୀୟ ସଂସ୍କୃତରେ ଭାଇ-ଭଉଣୀଙ୍କ ସ୍ନେହ, ପ୍ରେମ ଓ ଭଲ ପାଇବାର ପ୍ରତୀକ ବୋଲି ଗ୍ରହଣ କରାଯାଇଛି । ଭଉଣୀକୁ ସବୁ ସଙ୍କଟରୁ ରକ୍ଷା କରିବା ବୋଲି ରକ୍ଷା ବନ୍ଧନ ଦିନ ଭାଇ ପ୍ରତିଜ୍ଞା କରିଥିବା ବେଳେ ଭାଇର ଦୀର୍ଘାୟୁ କାମନା କରି ଭଉଣୀ ଭାଇ ଦୂଜ ବ୍ରତ ପାଳନ କରେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories