ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲା,‌ ଆସନ୍ତା ସୋମବାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ

ଡେସ୍କ :  ସୁପ୍ରିମକୋର୍ଟରେ ସୋମବାର ଶ୍ରୀମନ୍ଦିର ସଂସ୍କାର ମାମଲାର​‌ ଶୁଣାଣି ହୋଇଛି । ତେବେ ଆମିକସକ୍ୟୁରି ୭ ଦିନ ସମୟ ମାଗିବାରୁ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ସୋମବାର ପୁଣି ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି।

prayash

ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଦାଖଲ କରାଯାଇଥିବା​‌ ସତ୍ୟପାଠ ଆମିକସକ୍ୟୁରିଙ୍କ ହସ୍ତଗତ ହୋଇଥିବା କହିଛନ୍ତି । ତେବେ ଏହାର ଅନୁଧ୍ୟାନ ପାଇଁ ୭ ଦିନ ସମୟ ଲାଗିବ ବୋଲି ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଜଣାଇଛନ୍ତି । ତେଣୁ ଆସନ୍ତା ସୋମବାର ଶୁଣାଣି ନେଇ ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି।

Comments are closed.