www.samajalive.in
Sunday, December 7, 2025
26.1 C
Bhubaneswar

‘ଧୁମ୍‍-୪’ରେ ଦୀପିକା ଭିଲେନ୍‍ !

ନୂଆଦିଲ୍ଲୀ: ବଲିଉଡ଼ର ଲୋକପ୍ରିୟ ଚଳଚ୍ଚିତ୍ର ‘ଧୁମ୍‍’ର ପ୍ରତ୍ୟେକ ପାର୍ଟ ବକ୍ସ ଅଫିସ୍‍ରେ ରେକର୍ଡ଼ ସୃଷ୍ଟି କରିଛି। ୨୦୦୪ରେ ଆରମ୍ଭ ହୋଇଥିବା ‘ଧୁମ୍‍’ର ଏହି ଯାତ୍ରା ଆଜି ବି ଲୋକଙ୍କ ପ୍ରିୟ ହୋଇ ରହିଛି। ‘ଧୁମ୍’, ‘ଧୁମ୍-୨’, ‘ଧୁମ୍-୩’ ପରେ, ‘ଧୁମ୍-୪’କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଫିଲ୍ମରେ ଅଭିଷେକ ବଚ୍ଚନ ଏବଂ ଉଦୟ ଚୋପ୍ରାଙ୍କ ଭୂମିକା ସର୍ବଦା ଫିକ୍ସ ବୋଲି ବିବେଚନା କରାଯାଏ କିନ୍ତୁ ଫିଲ୍ମରେ ଭିଲେନ୍ ଚରିତ୍ର ପରିବର୍ତ୍ତନ ହୋଇଥାଏ

ତେବେ‘ଧୁମ୍-୪’କୁ ନେଇ ନିକଟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ଦୀପିକା ପାଦୁକୋନ୍ ଏହି ଚଳଚ୍ଚିତ୍ରରେ ଖଳନାୟିକା ସାଜିବେ।
ମିଳିଥିବା ସୂଚନା ମୁତାବକ, ‘ଧୁମ୍‍-୪’ରେ ଜଣେ ମହିଳାଙ୍କୁ ଭିଲେନ୍‍ କରିବାକୁ ନିର୍ମାତା ନିଷ୍ପତ୍ତି ନେଇଛନ୍ତି। ଏହି ମେଗା ବଜେଟ୍ ଚଳଚ୍ଚିତ୍ରରେ ଦୀପିକା ପାଦୁକୋନଙ୍କୁ ଭିଲେନ୍‍ ଭାବେ ନେବା ପାଇଁ ପ୍ରସ୍ତୁତି ଚାଲିଛି।

- Advertisement -

 

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories